ଥାନା ଅଧିକାରୀ ଙ୍କ ଘରେ ପୁଳା ପୁଳା ଟଙ୍କା ଦେଖି ଭିଜିଲାନ୍ସ ଅବାକ, କେଉଁଠୁ ଆସିଲା ଏତେ ଟଙ୍କା ?

ଯେତେ ଖୋଳୁଛନ୍ତି ସେତେ ବାହାରୁଛି ସରିବାର ନାଁ ନେଉ ନାହିଁ । ଯୁଆଡେ ଦେଖିଲେ ସବୁ ଆଡେ ଖାଲି ବିଡା ବିଡା ଟଙ୍କା ର ନୋଟ । ଖାଲି 500, 200, 100 ଟଙ୍କିଆ ନୋଟ ଦେଖିୟ ଭିଜିଲାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ଗୋଇଗଲେ । ସତେ ଯେମିତି ଟଙ୍କାର ବର୍ଷା ହେଉଛି । ଖାଲି ଟଙ୍କା ନୁହେଁ ପୁଳା ପୁଳା ସୁନା ଗହଣା ମଧ୍ୟ ଜବତ ହୋଇଛି । ଘର ଭିତରେ ରହିଛି ଲକ୍ଷ ଲକ୍ଷ ଟଙ୍କାର ନୋଟ ବଣ୍ଡଲ । ଏହା ସହ ସୁନା ଗହଣା ଅନ୍ୟାନ୍ୟ ଜିନିଷପତ୍ର ମଧ୍ୟ ଜବତ ହୋଇଛି ।

ତେବେ ବଇପାରିଗୁଡା ଥାନା IIC ସୁଶାନ୍ତ ଶତପଥି ଙ୍କ ଘର । ଆଉ ତାଙ୍କ ଘରୁ ଏଭଳି ବିଡା ବିଡା ଟଙ୍କାର ବଣ୍ଡଲ ଜବତ ହୋଇଛି । ଯୁଆଡେ ଦେଖିଲେ ଖାଲି ବିଡା ବିଡା ଟଙ୍କା ଥୁଆ ହୋଇଛି । ଗତ କାଲି ଏହି ଥାନା ଅଧିକାରୀ ଙ୍କୁ ଭିଜିଲାନ୍ସ ବିଭାଗ ଜବତ କରିଛି । ବଇପାରିଗୁଡା ଥାନା ଅଧିକାରୁ ସୁଶାନ୍ତ କୁମାର ଶତପଥି ଗତ କାଲି 2 ଲକ୍ଷ ଟଙ୍କା ବସ ରେ ନେଇ ଯାଉଥିବା ସମୟରେ କୌଣସି ବିଶେଷ ସୂତ୍ର ରୁ ଖବର ପାଇ ପହଞ୍ଚି ଥିଲା ଭିଜିଲାନ୍ସ ଅଧିକାରୀ ।

ଓ ରାସ୍ତା ମଝିରେ ବସ କୁ ଅଟକ ରଖିକି ପୋଲିସ ଅଧିକାରୀ ଙ୍କୁ ସର୍ଚ୍ଚ କରିଥିଲେ । ଆଉ ପୋଲିସ ଅଧିକାରୀ ସୁଆନ୍ତ ଙ୍କ ପକ୍ଷରୁ ମିଳିଥିଲା 2 ଲକ୍ଷ ନଗତ ଟଙ୍କା । ଏହା ପରେ ଜୟପୁର ଭିଜିଲାନ୍ସ ବିଭାଗ ଥାନା ଅଧିକାରୀ ଙ୍କୁ ସେଠାରେ ଅଟକ ରଖିଥିଲା । ଆଉ ଆଜି ସକାଳୁ ଏଭଳି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି । ଥାନା ଅଧିନାରୀ ସୁଶାନ୍ତ ଶତପଥି ଙ୍କ ପାଖରେ ହେଉ କି ଘରେ ଖାଲି ପୁଳା ପୁଳା ଟଙ୍କା ମିଳିଛି ।

ଯେତେ ଖୋଲିଲେ ବି ସାରିବାର ନାଁ ନେଉ ନାହିଁ । ଗଦା ଗଡା ହୋଇ ତା ଉପରେ ଲଦି ହୋଇଛି ଟଙ୍କା । ବଇପାରିଗୁଡା ଥାନା ଅଧିକାରୀ ସୁଶାନ୍ତ ଙ୍କ ପାଖରୁ ଆହୁରି 25 ଲକ୍ଷ ଟଙ୍କା ଜବତ ହୋଇଛି । ବଣ୍ଡଲ ବଣ୍ଡଲ 500 ଟଙ୍କିଆ, 200 ଓ 100 ଟଙ୍କିଆ ନୋଟ ମିଳିଛି । ସୁସତ ଶତପଥି କଟକ ପୋଲିସ ଲାଇନରେ ଥିବା ସରକାରୀ ବାସ ଭବନ ରୁ 25 ଲକ୍ଷ ରୁ ଅହଡିକ ଟଙ୍କା ଜବତ କରା ଯାଇଛି ।

ଗତ କାଲି ରେଡ ସମୟରେ ମିଳିଥିବା ସାଢେ ଲକ୍ଷ ଟଙ୍କା ବର୍ତ୍ତମାନ ସୁଧା 32 ଲକ୍ଷ ଟଙ୍କା ନୋଟ ଜବତ କରିଛି ଭିଜିଲାନ୍ସ । ଗତ କାଲି 2 ଲକ୍ଷ 70 ହଜାର ଟଙ୍କା ଧରି ରିଲାଇନ୍ସ ନାମକ ଏକ ବସ ରେ ବଇପାରିଗୁଡା ରୁ କଟକ ଆସୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଜୟପୁର ରେ ଧରିଥିଲା । ଆଉ ଏବେ ବି ଯାଞ୍ଚ ଜାରି ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *