ଆପଣଙ୍କ ପ୍ରିୟ ‘Tarini Akhira Tara’ ସିରିଏଲର Actor ମାନଙ୍କ ପ୍ରକୃତ ଘର କେଉଁଠି ? କଣ ଆପଣ ଜାଣନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଆପଣ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ ।

ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ‘ତାରିଣୀ ଆଖିର ତାରା’ ନିଶ୍ଚିତ ଦେଖୁଥିବେ ଏବଂ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ର ଗାଁ କେଉଁଠି ସେମାନେ କେଉଁଠାରେ ରୁହନ୍ତି ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।

୧- ଏହି ଲିଷ୍ଟ ର ପ୍ରଥମ ରେ ଅଛନ୍ତି ଦେବ ମହାନ୍ତି । ତେବେ ଆପଣ ମାନେ ଦେବ ଙ୍କ ଦମଦାର ଅଭିନୟ ଏହି ଧାରାବାହିକ ରେ ନିଶ୍ଚିତ ଦେଖିଥିବେ ତେବେ ତାଙ୍କ ଅଭିନୟ ଏବଂ ଲୁକ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି । ଦେବ ଙ୍କ ପ୍ରକୃତ ଘର ହେଉଛି ଭୁବନେଶ୍ୱର ।


୨- ଲିଷ୍ଟ ର ଦ୍ଵିତୀୟ ରେ ଅଛନ୍ତି ସପ୍ଲିନ ମିଶ୍ର । ତେବେ ସପ୍ଲିନ ଏହି ଧାରାବାହିକ ରେ ମୁଖ୍ୟ ନାୟକ ଭାବରେ କାମ କରୁଛନ୍ତି । ତେବେ ସେ ନିଜର ସୁନ୍ଦର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରିବାରେ ସଫଳ ପାଇଛନ୍ତି । ତେବେ ତାଙ୍କ ପ୍ରକୃତ ଘର ହେଉଛି ଯାଜପୁର ।


୩- ଏହି ଲିଷ୍ଟ ର ତୃତୀୟ ସ୍ଥାନ ରେ ଅଛନ୍ତି ସୁମନ ପଟ୍ଟନାୟକ । ତେବେ ସୁମନ ଏହି ଧାରାବାହିକ ରେ ତାରିଣୀ ଭୂମିକା ରେ ନଜର ଆସୁଛନ୍ତି ଯାହାକି ଏହି ଧାରାବାହିକ ର ମୁଖ୍ୟ ଚରିତ୍ର । ତେବେ ତାଙ୍କ ର ପ୍ରକୃତ ଘର ହେଉଛି ଭୁବନେଶ୍ୱର ।


୪- ଏହି ଲିଷ୍ଟ ର ଚତୁର୍ଥ ରେ ହେଉଛନ୍ତି ଅସିମା ପତି । ଯିଏ କି ଏହି ଧାରାବାହିକ ରେ ତାରା ଭୁମିକା ରେ ନଜର ଆସୁଛନ୍ତି ଯାହା ମଧ୍ୟ ମୁଖ୍ୟ ଚରିତ୍ର । ତେବେ ତାଙ୍କ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ତାଙ୍କ ପ୍ରକୃତ ଘର ହେଉଛି କଟକ ।


୫- ଏହି ଲିଷ୍ଟ ର ପଞ୍ଚମ ରେ ଅଛନ୍ତି ବର୍ଷା ପାତ୍ର । ତେବେ ବର୍ଷା ଏହି ଧାରାବାହିକ ରେ ତୁଷାର ଏବଂ ତରୁଣ ଙ୍କ ଖୁଡି ଭୂମିକା ରେ ଖୁବ ସୁନ୍ଦର ଭାବରେ ନଜର ଆସୁଛନ୍ତି । ତେବେ ତାଙ୍କ ପ୍ରକୃତ ଘର ହେଉଛି ପୁରୀ ।

୬- ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ମିଲି ମହାନ୍ତି । ତେବେ ମିଲି ଙ୍କୁ ଆପଣ ଆଗରୁ ଅନେକ ଧାରାବାହିକ ଏବଂ ସିନେମା ରେ ଦେଖିଥିବେ । ତେବେ ସେ ଏହି ଧାରାବାହିକ ରେ ତାରିଣୀ ଙ୍କ ଜେଜେମାଆ ଚରିତ୍ର ରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି ଏବଂ ତାଙ୍କ ପ୍ରକୃତ ଘର ହେଉଛି ଭୁବନେଶ୍ୱର ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *