ଏମାନେ Tarang Tv ର ସବୁ ହୀରୋ ମାନଙ୍କର ପ୍ରକୃତ ଜୀବନସାଥୀ, ଆଗରୁ କେବେ ବି ଦେଖି ନଥିବେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭି ଚ୍ୟାନେଲରେ ଅଭିନୟ କରୁଥିବା ସମସ୍ତ ହିରୋ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ହିରୋ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତରଙ୍ଗ ଟିଭିର ସମସ୍ତ ଅଭିନେତା ମାନେ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଓ ଏମାନଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଆପଣ ମାନେ କଣ ତରଙ୍ଗ ଟିଭି ହିରୋ ମାନଙ୍କ ରିଅଲ ଲାଇଫ ସ୍ତ୍ରୀ ମାନଙ୍କୁ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ହିରୋ ମାନଙ୍କ ରିଅଲ ଲାଇଫ ସ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ତରଙ୍ଗ ଟିଭିର ଲୋକପ୍ରିୟ ହିରୋ ଲିକୁନ ଚୌଧୁରୀ । ଆପଣ ମାନେ ସମସ୍ତେ ଲିକୁନଙ୍କୁ ମିଠୁ ନାମରେ ବେସ ଭଲ ଭାବରେ ଜାଣିଥିବେ । ତେବେ ହେଉଛନ୍ତି ଲିକୁନଙ୍କର ସ୍ତ୍ରୀ ଯାହାଙ୍କ ନାମ ହେଉଛି ସ୍ବାଗତିକା ସାହାଣି ।

୨. ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସନୋଜ କୁମାର । ଆପଣ ମାନେ ସମସ୍ତେ ସନୋଜଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ସନୋଜ ଆରଭ ଭୂମିକାରେ ସିନ୍ଦୁରର ଅଧିକାର ସିରିଏଲରେ ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ସନୋଜ ରିଅଲ ଲାଇଫରେ ସିଙ୍ଗଲ ଅଛନ୍ତି ।

୩. ସ୍ଵପ୍ନୀଲ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ତରଙ୍ଗ ଟିଭିର ଲୋକପ୍ରିୟ ଅଭିନେତା ସ୍ଵପ୍ନୀଲ ମିଶ୍ର । ଆପଣ ମାନେ ସ୍ଵପ୍ନୀଲଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ସ୍ଵପ୍ନୀଲ ନିଜ କୋଷ୍ଟାର ସୁଶ୍ରୀ ସବିତାଙ୍କୁ ଡେଟ କରୁଛନ୍ତି ଆଉ ଖୁବ ଶୀଘ୍ର ବିବାହ କରିବାକୁ ମଧ୍ୟ ଯାଉଛନ୍ତି ।

୪. ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ମାନବ ରାଉତରାୟ । ଆପଣ ମାନେ ସମସ୍ତେ ମାନବଙ୍କୁ ଚରଣ ଭୂମିକାରେ ନିଶ୍ଚୟ ଦେଖିଥିବେ । ମାନବ ତରଙ୍ଗ ଟିଭିରେ ଜବରଦସ୍ତ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କ ଅତି ପ୍ରିୟ ଚରଣ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଜଗଜିତ ପାଲ । ଆପଣ ମାନେ ସମସ୍ତେ ନୂଆ ବୋହୁ ସିରିଏଲରେ ଜଗଜିତଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ଜଗଜିତ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ବହୁତ ଲୋକ ପ୍ରିୟତା ହାସଲ କରିଛନ୍ତି । ତେବେ ଶୁଣିବାକୁ ମିଳୁଛି ଯେ ଜଗଜିତ ମିତାଲିଙ୍କୁ ଡେଟ କରୁଛନ୍ତି ଆଉ ଖୁବ ଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଛନ୍ତି ।

ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *