ଏମାନ ହେଲେ Tarang ଟିଭିର ହୀରୋଇନ ମାନଙ୍କ ପ୍ରକୃତ ଜୀବନ ସାଥି, ପ୍ରଥମ ଥର ପାଇଁ ଦେଖନ୍ତୁ !

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ଅପେକ୍ଷା ଧାରାବାହିକ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଛୋଟ ପରଦାର ଧାରାବାହିକ କୁ ଦେଖିବା ପାଇଁ ଲୋକମାନେ ଟିଭି ଆଗରେ ବସି ରହୁଛନ୍ତି । କେତେବେଳେ ଶାଶୂ ବୋହୁ କଳି ପ୍ରେମ ତ କେତେବେଳେ ଆଉ କଣ ।

ତେବେ ସେହି ଭଳି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ଅନେକ ଓଡ଼ିଆ ଧାରାବାହିକ ରହିଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରନ୍ତି ତେବେ ସେଥି ମଧ୍ୟରୁ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହୋଇଥିବା ସବୁ ଧାରାବାହିକ ଅତ୍ୟନ୍ତ ଲୋକପ୍ରିୟ ହୋଇଥାଏ । ତେବେ ଆସନ୍ତୁ ଏହି ଚ୍ୟାନେଲ ରେ ଅଭିନୟ କରିଥିବା କିଛି ଅଭିନେତ୍ରୀ ମାନଙ୍କ ଜୀଵନ ସାଥୀ ବିଷୟ ରେ ଆଲୋଚନା କରିବା ।

୧-ଏହି ଲିଷ୍ଟ ର ପ୍ରଥମ ରେ ଅଛନ୍ତି ଲାଵରିନ ଖାନମ । ଯିଏ କି ଝିଅ ଆମର ନୂଆ ବୋହୁ ରେ ପୂଜା ଭୂମିକା ରେ ନଜର ଆସିଛନ୍ତି । ଏହା ସହ ସେ ନିଜର ସୁନ୍ଦର ଅଭିନୟ ରେ ମଧ୍ୟ ଲୋକ ମାନଂକୁ ଆକର୍ଷିତ କରି ପାରିଛନ୍ତି । ତେବେ ସେ ରିୟଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ କାହାକୁ ଡେଟ ମଧ୍ୟ କରୁ ନାହାନ୍ତି ।


୨- ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିଳାଖି ପାତ୍ର । ଯିଏ କି ସିନ୍ଦୂର ର ଅଧିକାର ଧାରାବାହିକ ରେ ଇତି ଭୂମିକାରେ ନଜର ଆସିଛନ୍ତି ଏବଂ ତାଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ସେ ମଧ୍ୟ ସିଙ୍ଗଲ ଅଛନ୍ତି ଆଉ କେହି ବୟ ଫ୍ରେଣ୍ଡ ବି ନାହାନ୍ତି ।


୩- ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ରଥ । ଯିଏ କି କୁଆଁରୀ ବୋହୁ ରେ ଶ୍ରଦ୍ଧା ଚରିତ୍ର ରେ ଅଭିନୟ କରି ଲୋକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି । ତେବେ ସେ ରିୟଲ ଲାଇଫ ରେ ଅଭିନେତା ଆଶିଷ ଦାସ ଙ୍କୁ ଡେଟ କରୁଛନ୍ତି ।


୪- ଏହି ଲିଷ୍ଟ ର ଚତୁର୍ଥ ରେ ଅଛନ୍ତି ମିତାଲି ସାରଘାରିଆ । ଯିଏ କି ନୂଆବୋହୁ ଧାରାବାହିକ ରେ ରାଧିକା ଭୂମିକା ରେ ନଜର ଆସିଥିଲେ । ତେବେ ସେ ଖୁବ ପ୍ରତିଭାଶାଳୀ ଏବଂ ଭଲ ଅଭିନେତ୍ରୀ ମଧ୍ୟ । ତେବେ ସେ ରିୟଲ ଲାଇଫ ରେ ନିଜର କୋଷ୍ଟାର ଜଗଜିତ ପାଲ ଙ୍କୁ ଡେଟ କରୁଛନ୍ତି ।


୫- ଲିଷ୍ଟ ର ପଞ୍ଚମ ରେ ଅଛନ୍ତି ସୁମନ ପଟ୍ଟନାୟକ । ଯିଏ କି ବର୍ତ୍ତମାନ ତାରିଣୀ ଆଖିର ତାରା ଧାରାବାହିକ ରେ ତାରିଣୀ ଭୁମିକା ରେ ନଜର ଆସିଛନ୍ତି । ତେବେ ସେ ରିୟଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ବୟଫ୍ରେଣ୍ଡ ବି ନାହାନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *