ଆପଣଙ୍କ ପ୍ରିୟ Tarang ଟିଭି ର ହୀରୋ ମାନଙ୍କ ପ୍ରକୃତ ବୟସ କେତେ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ନମସ୍କାର ତେବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଆପଣ ମାନେ ନିଶ୍ଚିତ ଭାବରେ ଦେଖୁଥିବେ । ସେହି ସମସ୍ତ ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ମାନଙ୍କୁ ମଧ୍ୟ ଆପଣ ବେଶ ଭଲ ଭାବରେ ଜାଣିଥିବେ । କିନ୍ତୁ କଣ ଆପଣ ମାନେ ଏହି ହିରୋ ମାନଙ୍କ ପ୍ରକୃତ ବୟସ କେତେ ଜାଣିଛନ୍ତି କି ? ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ତରଙ୍ଗ ଟିଭି ରେ ପ୍ରସାରିତ ସମସ୍ତ ଧାରାବାହିକ ର ଅଭିନେତା ମାନଙ୍କ ପ୍ରକୃତ ବୟସ କେତେ ଅଟେ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି, ଚରଣ । ଆପଣ ମାନେ ଏହି ଅଭିନେତା ଙ୍କୁ ‘ମଙ୍ଗଳାଚରଣ’ ଧାରାବାହିକ ରେ ଜବରଦସ୍ତ ଅଭିନୟ କରୁଥିବାର ଦେଖିଥିବେ । ତେବେ ବର୍ତ୍ତମାନ ସମୟ ରେ ତାଙ୍କ ପ୍ରକୃତ ବୟସ ହେଉଛି ୨୨ ବର୍ଷ ।


୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି, ନାଗେଶ । ଏହି ଅଭିନେତା ଙ୍କୁ ଆପଣ ମାନେ ‘ମାୟା’ ଧାରାବାହିକ ରେ ଲିଡ଼ ଭୂମିକା ରେ ଅଭିନୟ କରୁଥିବାର ଦେଖିଥିବେ । ତେବେ ବର୍ତ୍ତମାନ ସମୟରେ ତାଙ୍କ ପ୍ରକୃତ ବୟସ ହେଉଛି ୨୪ ବର୍ଷ ।


୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି, ସାଇ । ‘କୁଆଁରୀ ବୋହୁ’ ଧାରାବାହିକ ରେ ସାଇ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ଦେଖିବାକୁ ପାଇଥିବେ । ତେବେ ବର୍ତ୍ତମାନ ତାଙ୍କର ପ୍ରକୃତ ବୟସ ୨୩ ବର୍ଷ ଅଟେ ।


୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି, ତରୁଣ । ଆପଣ ମାନେ ‘ ତାରିଣୀ ଆଖିର ତାରା’ ଧାରାବାହିକ ରେ ତରୁଣ ଙ୍କ ଦମଦାର ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ବର୍ତ୍ତମାନ ତାଙ୍କର ପ୍ରକୃତ ବୟସ ୨୩ ବର୍ଷ ଅଟେ ।


୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି, ଆରବ । ଆପଣ ମାନେ ‘ସିନ୍ଦୁର ର ଅଧିକାର’ ଧାରାବାହିକ ରେ ଇତି ଓ ଆରବ ଙ୍କ ଲଭ ଷ୍ଟୋରୀ ନିଶ୍ଚିତ ଭାବରେ ଦେଖିବାକୁ ପାଉଥିବେ । ତେବେ ବର୍ତ୍ତମାନ ସମୟ ରେ ତାଙ୍କର ପ୍ରକୃତ ବୟସ ହେଉଛି ୨୨ ବର୍ଷ ।


୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ତୁଷାର । ‘ତାରିଣୀ ଆଖିର ତାରା’ ଧାରାବାହିକ ରେ ତୁଷାର ଙ୍କୁ ଲିଡ଼ ଭୂମିକା ରେ ଅଭିନୟ କରୁଥିବାର ଆପଣ ମାନେ ଦେଖିଥିବେ । ତେବେ ବର୍ତ୍ତମାନ ତାଙ୍କର ପ୍ରକୃତ ବୟସ ୨୫ ବର୍ଷ ଅଟେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *