ଆଜି Tapu Mishra ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ, ଦେଖନ୍ତୁ ଏ ନେଇ କାନ୍ଦି କାନ୍ଦି କଣ କହିଲେ Humane Sagar, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟକ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଗାୟକ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଗାୟକ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଓଡିଆ ଗାୟକ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ହ୍ୟୁମାନ ସାଗର । ଆପଣ ମାନେ ସମସ୍ତେ ହ୍ୟୁମାନଙ୍କ ଅନେକ ସୁପର ହିଟ ଗୀତ ଶୁଣିଥିବେ । ହ୍ୟୁମାନ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସବୁବେଳେ ହ୍ୟୁମାନ ଚର୍ଚ୍ଚାରେ ରୁହନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ହ୍ୟୁମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ହ୍ୟୁମାନଙ୍କର ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓରେ ହ୍ୟୁମାନ ଓଡିଆ ଗାୟିକା ତପୁ ମିଶ୍ରଙ୍କ ବିଷୟରେ କିଛି ଏପରି କଥା କହୁଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ହ୍ୟୁମାନ ଏହି ଭିଡିଓରେ କହୁଛନ୍ତି-‘ମୁଁ ଯେତେବେଳେ ତପୁଙ୍କୁ ଫୋନ କରି କେମିତି ଅଛନ୍ତି ମା ବୋଲି କହୁଥିଲି ସେ କହୁଥିଲେ ତୁ କେମିତି ଅଛୁ । ସେ କହିଲେ ତୁ ତୋ ଫୋନ ଫାନ କରୁଣୁ ସେଥିପାଇଁ ସେ ଗୋଟେ ଚାପୁଡା ବି ମାରିଥିଲେ ଖୁସିରେ । ସେ ମୋ ମା ଭଳିଆ ହେବେ ଆଉ ମୁଁ ତାଙ୍କୁ ମା ଡାକୁ ଥିଲି । ଯେତେବେଳେ ବି ସେ ଆସନ୍ତି ବହୁତ ହସନ୍ତି ମୁଁ ହସାଏ ତାଙ୍କୁ ।

ଆଜି ସେ ନାହାନ୍ତି ବହୁତ ଖରାପ ଲାଗୁଛି ଆଉ ମୁଁ ତାଙ୍କୁ ବହୁତ ମିସ କରୁଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ଶେଷ ଥର ପାଇଁ ଆମେ ଗୋଟେ ଜାଗାରେ ଅଲଗା ଅଲଗା ବୁଥରେ ଗୀତ ଗାଉଥିଲୁ ସେ କହିଲେ ହ୍ୟୁମାନ ଆସିଛି କି ତାକୁ ଟିକେ ଡାକନ୍ତୁ । ମୁଁ ସେ ବୁଥକୁ ଯାଇଥିଲି ତାଙ୍କ ସହ ଦେଖା ହେଇଥିଲି’ । ତା ହେଲେ ବନ୍ଧୁଗଣ ହ୍ୟୁମାନଙ୍କର ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *