ଇଏ ହେଉଛି Ollywood ର ସିଙ୍ଗର ସ୍ବର୍ଗତଃ Tapu Mishra ଙ୍କ ପରିବାର ଓ ଜୀବନୀ

ନମସ୍କାର ବନ୍ଧୁଗଣ ତେବେ ଆପଣ ସମସ୍ତେ ତପୁ ମିଶ୍ରଙ୍କ ବିଷୟରେ ଜାଣିଛନ୍ତି । ଯିଏକି ଓଡିଶାର ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ, ଗାୟିକା ଥିଲେ । ତାଙ୍କର ସମସ୍ତ ଗୀତ ଓଡିଆ ଦର୍ଶକମାନଙ୍କୁ ପସନ୍ଦ ଆସିଥାଏ । ତପୁ ମିଶ୍ରଙ୍କ ପ୍ରାୟତଃ ସବୁ ଫିଲ୍ମରେ ତାଙ୍କର ଗୋଟିଏ କିମ୍ବା ଦୁଇଟି ଗୀତ ନିଶ୍ଚିତ ଥାଏ । ଏହା ସହିତ ତାଙ୍କର କେତେକ ଆଲବମ ମଧ୍ୟ ରିଲିଜ ହୋଇଛି । ଯାହାକି ସବୁ ହିଟ ମଧ୍ୟ ହୋଇଛି । ଯଦି ଆପଣ ବି ତାଙ୍କର ଗୀତ ଶୁଣି ନାହାନ୍ତି ତେବେ ଆଜି ହିଁ ଶୁଣନ୍ତୁ ତେବେ ଆପଣ ବି ତାଙ୍କର ଦିବାନ ହୋଇଯିବେ ।

ତେବେ ଗାୟିକା ତପୁ ମିଶ୍ର ଗତବର୍ଷ ଆଜିର ଦିନରେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ଵରର ଏକ ପ୍ରାଇବେଟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ହିଁ ସେ ଏହି ଦୁନିଆ କୁ ଛାଡି ଚାଲି ଯାଇଥିଲେ ଏବଂ ଆମେ ଜଣେ ଭଲ ଗାୟିକା,ଜଣେ ଭଲ ମଣିଷ ଏବଂ ଜଣେ ସୁନ୍ଦର କଳାକାର କୁ ଆମେ ହଜେଇ ଦେଲୁ । ତେବେ ଏହି ଘଟଣା କୁ ଏକ ବର୍ଷ ହେବ ବିତିଯିବ କିନ୍ତୁ ଆଜି ବି ତାଙ୍କ ଗୀତ ତାଙ୍କ ସ୍ୱର ଆମ କାନରେ ବାଜି ଉଠୁଛି ।

ତେବେ ସେ ଆମ ପାଇଁ ସବୁଦିନ ଅମର ହୋଇ ରହିବେ । ତେବେ ଆଜି ଆମେ ଆପଣଙ୍କୁ ତପୁ ମିଶ୍ରଙ୍କଙ୍କ ଜୀବନୀ ଓ ପରିବାର ବିଷୟରେ କହିବୁ । ଓଡିଶାର ସବୁଠୁ ପ୍ରସିଦ୍ଧ ଗାୟିକା ତପୁ ମିଶ୍ରଙ୍କୁ ଆଜି ସବୁ ଓଡିଆ ଚିହ୍ନିଛନ୍ତି । ଯଦି ତାଙ୍କ ବିଷୟରେ କହିବା ତେବେ ତପୁ ମିଶ୍ରଙ୍କ ଜନ୍ମ ୧୧ ଜାନୁୟାରୀ କଟକରେ ହୋଇଥିଲା । ପିଲାଦିନୁ ହିଁ ତାଙ୍କ ମଧ୍ୟରେ ଗୀତ ଗାଇ ବାର ପ୍ରତିଭା ନଜର ଆସିଥିଲା ।

ତେବେ ସେ ପିଲାଦିନୁ ହିଁ ପାଠ ପଢିବା ସହିତ ଗୀତରେ ରୁଚି ରଖୁଥିଲେ । ଆପଣ ତପୁ ମିଶ୍ରଙ୍କ କଣ୍ଠରୁ ବହୁତ ଗୀତ ଯେମିତି କି ‘ଦିନ ସରେ ନାହିଁ’, ମା ଦେଇଥିଲା କଜଳ ଗାର’ ଇତ୍ୟାଦି ଗୀତ ନିଶ୍ଚିତ ଶୁଣିଥିବେ ଓ ଏହା ଆପଣଙ୍କୁ ଭଲ ମଧ୍ୟ ଲାଗିଥିବ । ନିଜର ଏହି ସମସ୍ତ ଗୀତା ପାଇଁ ତପୁ ମିଶ୍ରଙ୍କୁ ବହୁତ ପୁରଷ୍କାର ଦ୍ଵାରା ସମ୍ମାନିତ ମଧ୍ୟ କରାଯାଇଛି । ଯଦି ତପୁ ମିଶ୍ରଙ୍କ ପରିବାର ବିଷୟରେ କହିବା ତେବେ ତାଙ୍କର ବାପାଙ୍କ କ୍ଷେତ୍ର ମୋହନ ମିତ୍ର ଓ ମାଙ୍କ ନାଁ ଚାରୁଲତା ମିତ୍ର ଅଟେ ।

ତେବେ ଏହା ସହିତ ତପୁ ମିଶ୍ରଙ୍କ ଦୁଇ ଭଉଣୀ ମଧ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୀପଶିଖା ମିଶ୍ର ଯିଏକି ନିଜ ଭଉଣୀଙ୍କ ଭଳି ଗାୟିକା ଅଟନ୍ତି ଓ ଅନ୍ୟ ଜଣ ଭଉଣୀଙ୍କ ନା ହେଉଛି ଧୃତିଦୀପ ମିଶ୍ର । ଯିଏକି ଜଣେ ମ୍ୟାନେଜର ଅଟନ୍ତି । ଯଦି ତପୁ ମିଶ୍ରଙ୍କ ସ୍ଵାମୀଙ୍କ ବିଷୟରେ କହିବା ତେବେ ତାଙ୍କ ସ୍ଵାମୀଙ୍କ ନାଁ ହେଉଛି ଦୀପାଳ ପୂଜହାରୀ ଯାହାଙ୍କୁ ସେ ୨୦୧୮ରେ ବିବାହ କରିଥିଲେ ।

ତେବେ ଦୀପକ ପୂଜହାରୀ ଜଣେ ଅଭିନେତା ଅଟନ୍ତି । ଯପୁ ମିଶ୍ର ନିଜ ପରିବାର ଲୋକମାନଙ୍କ ସହିତ ବହୁତ ସମୟ ବ୍ୟତୀତ କରନ୍ତି ତେବେ ସେମାନେ ଦୁହେଁ ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି ନିଜର ଫୋଟୋ କୁ ମଧ୍ୟ ସେୟାର କରିଥାନ୍ତି ତେବେ ଏହି ଯୋଡି କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *