‘ମୁଁ ତଳେ ମୋ ସ୍ଵାମୀଙ୍କ ବେଡରୁମରେ ରହିବି’ ବେଡରୂମ ରେ Tapaswini ଙ୍କ ରହିବାକୁ ନେଇ ଶ୍ଵଶୁର ବୋହୁଙ୍କ ମଧ୍ୟରେ କଥା କଟାକଟି, ଦେଖନ୍ତୁ Video

ଗତକାଲି କୋର୍ଟ ତପସ୍ଵିନୀ ଓ ସୁମିତଙ୍କ ମାମଲାରେ ଏକ ଗୁରୁତ୍ଵପୂର୍ଣ ରାୟ ଦେଇ ଥିଲେ । ଯାହା ଅନୁସାରେ ବର୍ତ୍ତମାନ ଠାରୁ ତପସ୍ଵିନୀ ନିଜ ଶଶୁର ଘରେ ନିଜ ସ୍ଵାମୀଙ୍କ ସହ ରହିବେ । କୋର୍ଟ ଏହା ବି ନିର୍ଦ୍ଦେଶ ଦେଇଛନ୍ତି କି ତପସ୍ଵିନୀ ଓ ସୁମିତଙ୍କ ମାମଲାରେ ନା ହିଁ ସୁମିତଙ୍କ ପରିବାର ଓ ନା ହିଁ ତପସ୍ଵିନୀଙ୍କ ପରିବାର ହସ୍ତକ୍ଷେପ କରିବେ । ଏହି ଶୁଣାଣୀ ପରେ ଗତକାଲି ରାତିରେ ପୋଲିସ ତପସ୍ଵିନୀଙ୍କୁ ତାଙ୍କର ଶଶୁର ଘରେ ରଖିବା ପାଇଁ ଚେଷ୍ଟା କରିଥିଲେ । ଯାହାର କି କିଛି ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି ।

ଗତକାଲି ରାତିରେ ଜଣେ ସରକାରୀ ମହିଳା ଅଧିକାରୀ ତପସ୍ଵିନୀଙ୍କ ଶଶୁର ଘରକୁ ମଧ୍ୟ ଯାଇ ଦେଖିଥିଲେ । ତାଙ୍କର କହିବା ଅନୁଯାୟୀ ତପସ୍ଵିନୀଙ୍କ ଶଶୁର ଘରର ଉପର ମହଲାରେ ଦୁଇଟି ବେଡରୁମ ଅଛି । ବାଥରୁମ ଅଛି, ପାଣି ବି ଆସୁଛି । ରୁମ ଅପରିଷ୍କାର ଅଛି ସେଥିପାଇଁ ୨ ଦିନ ଲାଗିବ ସଫା କରିବା ପାଇଁ । ତପସ୍ଵିନୀ ୨ – ୩ ଦିନ ମଧ୍ୟରେ ଶଶୁର ଘରେ ରହିବେ ।

ଏହା ପରେ ଯେତେବେଳେ ତପସ୍ଵିନୀଙ୍କ ଠାରୁ ଏହା ବିଷୟରେ ରାୟ ନିଆଗାଲା ତେବେ ସେ କହିଲେ କି ମୋ ସ୍ଵାମୀଙ୍କ ବେଡରୁମରେ ତଳେ ରହିଛି । ସେଥିପାଇଁ ମୋ ତଳେ ଘରେ ମୋ ବେଡରୁମରେ ମୋ ସ୍ଵାମୀଙ୍କ ବେଡରୁମରେ ହିଁ ମୁଁ ରହିବି । ଶଶୁର କବାଟ ଖୋଲିଲେ ମୋ ପ୍ରମିଳା ମା ଓ ମୋର ଓକିଲ ମୋତେ ସେହି ଘରେ ସୁରକ୍ଷିତ ଛାଡି ଆସିବେ ।

ସୁମିତଙ୍କ ବାପା ବି ଗଣମାଧ୍ୟମ ସାମ୍ନାକୁ ଆସି କହିଲେ କି ଆମେ କୋର୍ଟର ଅର୍ଡରକୁ ମାନିବୁ । କୋର୍ଟ ଯାହା ରାୟ ଦେଇଛନ୍ତି ତାକୁ ଆମେ ପୁଣି ଥରେ ହାଇକୋର୍ଟରେ ଅପିଲ କରିବୁ । କିନ୍ତୁ ବର୍ତ୍ତମାନ କୋର୍ଟ ଯେଉଁ ରାୟ ଦେଇଛନ୍ତି ଆମେ ତାକୁ ସ୍ଵାଗତ କରୁଛୁ । ମୁଁ ସୁରକ୍ଷା ଅଧିକାରୀଙ୍କୁ ବି ମୋର ଘର ଦେଖାଇଛୁ । ଯେତେବେଳେ ସୁମିତଙ୍କ ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ସୁମିତର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି ।

ସେ କେଉଁଠି ଅଛନ୍ତି କିନ୍ତୁ ସୁମିତଙ୍କ ବାପା କହିଲେ ନାହିଁ । ସୁମିତଙ୍କ ବାପାଙ୍କ କଥା ଅନୁସାରେ କୋର୍ଟ ଗତକାଲି ଯେଉଁ ରାୟ ଦେଇଛନ୍ତି ସେଥିରେ କେଉଁଠି ନା କେଉଁଠି ସୁମିତଙ୍କ ବାପା ସନ୍ତୁଷ୍ଟ ନାହାନ୍ତି । ସେ ହାଇକୋର୍ଟ ମଧ୍ୟ ଯାଇ ପାରନ୍ତି । ଏମିତିରେ ଏହି କେସ ଆହୁରି ଲମ୍ବା ଚାଲିବ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *