Tapaswini ଙ୍କ ଧର୍ଯ୍ୟ ଆଉ ପ୍ରେମ ର ପରୀକ୍ଷା ନେଉଛନ୍ତି କି Sumit ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର ସୁମିତ ଓ ତପସ୍ଵିନୀ କେସ ବିଷୟରେ ନିଶ୍ଚୟ ଜାଣିଥିବେ । ତେବେ ଗତ କାଲି ସୁମିତ ନିଜ ପତ୍ନୀଙ୍କ ସହ ୭ ଦିନ ଗୋଟିଏ ଘରେ ରହିବା ପରେ ଫେରାର ହୋଇଯାଇଥିଲେ । ତେବେ କୋର୍ଟର ନିଷ୍ପତ୍ତି ଅନୁସାରେ ଉଭୟଙ୍କୁ ଏକା ସହ ରହିବାର ଥିଲା ହେଲେ ସୁମିତ ଗତ କଲି ଫେରାର ହୋଇ ସମସ୍ତଙ୍କ ହୋଡ ଉଡେଇ ଦେଇଥିଲେ । ତପସ୍ଵିନୀଙ୍କ ପ୍ରେମର ପରୀକ୍ଷା ନେଉ ନାହାନ୍ତି ତ ସୁମିତ, ଡାକ୍ତର ସୁମିତ କଣ ଜାଣିବାକୁ ଚାହୁଁ ଛନ୍ତି ତାଙ୍କ ଅନୁପସ୍ଥିତିରେ ତପସ୍ଵିନୀ କିଭଳି ବ୍ୟବହାର କରୁଛନ୍ତି ।

ବର୍ତ୍ତମାନ ଏହି ମାମଲା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏବେ ଖବର ମିଳିଛି ଯେ, ଡାକ୍ତର ସୁମିତ ଏବେ ବାଲିଶିରାରେ ହିଁ ଅଛନ୍ତି । ବର୍ତ୍ତମାନ ଅସୁସ୍ଥ ଅଛନ୍ତି ସୁମିତ ଓ ତପସ୍ଵିନୀଙ୍କ ଅଭିଯୋଗ ଭୁଲ ବୋଲି କହିଛନ୍ତି ସୁମିତଙ୍କ ଓକିଲ ।

ସୁମିତ ଭଡା ଘର ଖୋଜୁ ଛନ୍ତି ଓ ତା ସହିତ ତପସ୍ଵିନୀଙ୍କୁ ଛାଡି ସୁମିତ ଫେରାର ହୋଇଯାଇଥିବା ଅଭିଯୋଗ ଭୁଲ ବୋଲି ତାଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଡାକ୍ତର ସୁମିତ ଏହି ଭଡା ଘର ଖୋଜିବା କଥା କହି ନଥିଲେ । ଅନ୍ୟ ପଟରେ ଆଉ ଗୋଟେ ପ୍ରଶ୍ନ ଉଠୁଛି କାହିଁକି ସୁମିତ ନିଜ ଓକିଲଙ୍କ ମାଧ୍ୟମରେ ଏହି ସବୁ କଥା ଏବେ ବାହାରକୁ ଆଣୁ ଛନ୍ତି । କୋର୍ଟ କହିଥିଲେ ଏବେ ତପସ୍ଵିନୀଙ୍କ ସବୁ ଦାୟିତ୍ଵ ସୁମିତଙ୍କର ଯଦି ସୁମିତ ସବୁ ଦାୟିତ୍ଵ ନେଉଛନ୍ତି ତା ହେଲେ ସ୍ତ୍ରୀଙ୍କୁ କାହିଁକି ମାନସିକ ନିର୍ଯାତନା ଦେଉଛନ୍ତି ।


ସ୍ତ୍ରୀ କାନ୍ଦି କାନ୍ଦି ସବୁ କଥା ଗଣମାଧ୍ୟମକୁ କହିବା ସହ ପୋଲିସକୁ ମଧ୍ୟ କହିଛନ୍ତି । ତେବେ ସୁମିତ କେତେବେଳେ ତପସ୍ଵିନୀଙ୍କ ସହ ଭଲ ବ୍ୟବହାର କରୁଛନ୍ତି ତ କେତେବେଳେ ମାନସିକ ନିର୍ଯାତନା ଦେଉଛନ୍ତି । ଏସବୁ ନେଇ ଚିନ୍ତାରେ ଏବେ ତପସ୍ଵିନୀ । ତପସ୍ଵିନୀ ନିଜ ସ୍ଵାମୀଙ୍କୁ ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ବାସ୍ତବରେ କଣ ଚାହୁଁଛନ୍ତି ଡାକ୍ତର ସୁମିତ, ତପସ୍ଵିନୀଙ୍କ ସହ ରହିବା ପାଇଁ ନା ଅଲଗା ହେବା ପାଇଁ ଏହା ବର୍ତ୍ତମାନ ଏକ ବଡ ପ୍ରଶ୍ନ ସାମ୍ନାକୁ ଆସିଛି ।


କୋର୍ଟ କହିଥିଲେ ୭ ଦିନ ସୁମିତ ଓ ତପସ୍ଵିନୀ ରହିବା ପରେ ସେ ନିଷ୍ପତ୍ତି ନେବେ । ୧୭ ତାରିଖ ଦିନ ଏହି ମାମଲାର ଶୁଣାଣି ଅଛି ଯଦି ସୁମିତ ତପସ୍ଵିନୀଙ୍କ ସହ ରହିବାକୁ ଚାହୁଁ ନାହାନ୍ତି ତା ହେଲେ ସଫା ସଫା କହିବି ପାରିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *