‘ତଳକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟରେ ଅପିଲ, ଦେଖନ୍ତୁ ଏହାକୁ ନେଇ କଣ କହିଲେ Tapaswini ଙ୍କ ଓକିଲ, ଦେଖନ୍ତୁ Video

ନ୍ଧୁଗଣ, ତପସ୍ଵିନୀ ଏବଂ ସୁମିତ ବିବାଦ ସାରା ରାଜ୍ୟ ରେ ଚର୍ଚ୍ଚା ର ବିଷୟ ପାଲଟିବାରେ ଲାଗିଛି । ଅସହାୟ ଝିଅ କୁ ସାହାର୍ଯ୍ୟ ତଥା ଉଚିତ ନ୍ୟାୟ ନିମନ୍ତେ ଜନସାଧାରଣଙ୍କ ସହଯୋଗ ର ସ୍ଵର ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ଉଚିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟଭବନରୁ ଚିଠି ଆସି ଜିଲ୍ଲାପାଳ ଙ୍କ ନିକଟରେ ପହଞ୍ଚିଛି । ତପସ୍ଵିନୀ ଙ୍କ ଓକିଲ କହିଛନ୍ତି ଯେ, ୨୦ ତାରିଖ ଦିନ ମାନ୍ୟବର ଏଚଡିଜିଏମ, ଆମ୍ଭର ୧୭ ତାରିଖରେ ଯେଉଁ ପିଟିସନ ଫାଇଲ କରିଥିଲୁ, ଆଇନ ରେ ଯାହା ଅଛି, ଡୋମେଷ୍ଟିକ ଭାୟୋଲୀନ ଆକ୍ଟ ରେ ସେକ୍ସନ ୨s ରେ ଯେଉଁ କ୍ଲିୟର୍ଲି ପ୍ରୋଭିଜନ ଅଛି ଯେ ତପସ୍ଵିନୀ ଙ୍କୁ ସେ କେସ ସରିବା ପର୍ଯ୍ୟନ୍ତ ତପସ୍ଵିନୀ ଙ୍କୁ ନିଜ ଶଶୁର ଘରେ ରହିବାକୁ ଦିଆଯାଉ ।

ସେହି ଅଡର କୁ ମାନ୍ୟବର ଅଦାଲତ ଯେତେବେଳେ ଖାରଚ କରିଥିଲେ ଏବଂ ଆଗରୁ ଯେଉଁ ୯ ତାରିଖ ଦିନ ଯେଉଁ ଅଡର କରିଥିଲେ ତାକୁ ଯେଉଁ ଟାଇମ ରଖିଥିଲେ, ତା ବିରୁଦ୍ଧରେ ଆମ୍ଭେ ଜିଲ୍ଲା କୋର୍ଟ ରେ ଏକ ଅପିଲ କରିଛୁ ଯେ ତଳକୋର୍ଟ ଯେଉଁ ଆଦେଶ ଦେଇଛନ୍ତି ତାହା ଆଇନ ସମଗତ ନୁହଁ । ତେଣୁ ତଳ କୋର୍ଟ ର ଆଦେଶକୁ ଚ୍ୟାଲେଞ୍ଜ କରି ଆମେ ଉପର କୋର୍ଟ ରେ ଅପିଲ ଫାଇଲ କରିଛୁ ।

ଏହା ଆଗାମୀ ୨୭ ତାରିଖ ଦିନ ଶୁଣାଣୀ ହେବ । ସୁମିତ ଘର ଲୋକେ ମଧ୍ୟ ଗୋଟେ ଅପିଲ କରିଛନ୍ତି । ଆମ୍ଭେ ମଧ୍ୟ ଗୋଟେ ଅପିଲ କରିଛୁ, କାରଣ ଯେଉଁ ବିଷୟ ଆଇନ ରେ ଉଲ୍ଲେଖ ଅଛି ସେ ଆଇନ କୁ ଆଧାର କରି ଯେ ହେତୁ ମାନ୍ୟବର ଏଚଡିଏମ ଅଡର କରି ନାହାଁନ୍ତି । ତେଣୁ ଏହା ଏକ ଅସଙ୍ଗତ ଆଦେଶ ବୋଲି ଆମେ ତାକୁ ଚ୍ୟାଲେଞ୍ଜ କରି ଉପର କୋର୍ଟ କୁ ଯାଇଛୁ ।

ମାତ୍ର ଜଣେ ସରକାରୀ ଡାକ୍ତର ସୁମିତ ଯଦି ଉଚିତ ନିୟମ ତଥା ଆଇନ ର ପାଳନ ନ କରନ୍ତି ତେବେ ପରବର୍ତୀ ସମୟରେ ସରକାର ତାଙ୍କୁ ସସପେଣ୍ଡ କରିବେ କଣ କରିବେ ତାହା ସରକାର ଜାଣିଛନ୍ତି । ତେବେ ସ୍ଵାମୀ ସ୍ତ୍ରୀ ଙ୍କର ଏହି ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଅପେକ୍ଷା ର ବିଷୟ ଯେ ବର୍ତ୍ତମାନ ସରକାର ତପସ୍ଵିନୀ ଙ୍କ ପାଇଁ କି ପଦକ୍ଷପ ତଥା କିଭଳି ନ୍ୟାୟ ଦେଉଛନ୍ତି ।

ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *