ଦେଖନ୍ତୁ Video: ‘ମା’ ସାବିତ୍ରୀ ଯେମିତି ତାଙ୍କ ସ୍ୱାମୀଙ୍କୁ ଯମ ପାଖରୁ ଛଡେଇ ଆଣିଥିଲେ, ତୁମେ ବି ସେମିତି…’ Tapaswini ଙ୍କ ପାଇଁ ମହିଳା ଜଣଙ୍କର ଏପରି କଥା ସୋସିଆଲ ମିଡିଆରେ ଏବେ ହେଉଛି ଭାଇରାଲ

ବନ୍ଧୁଗଣ ବର୍ତ୍ତମାନର ସମୟରେ ଓଡିଶାରେ ଅନେକ ହୋସ ଉଡେଇଲା ଭଳି ଘଟଣା ଘଟୁଛି । ତେବେ ଆପଣ ମାନେ ସମସ୍ତେ ସୁମିତ ଓ ତପସ୍ଵିନୀଙ୍କ ମାମଲା ବିଷୟରେ ତ ନିଶ୍ଚୟ ଜାଣିଥିବେ । ତପସ୍ଵିନୀ ନିଜ ସ୍ଵାମୀଙ୍କ ଠାରୁ ସ୍ତ୍ରୀର ଅଧିକାର ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରୁଛନ୍ତି । କୋର୍ଟର ନିଷ୍ପତ୍ତିକୁ ଅବମାନ୍ୟ କରି ସୁମିତ ଗତ ୪ ଦିନ ହେବ ଫେରାର ଅଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ ଖବର ମିଳି ନାହିଁ ।

ଏଭଳି ସମୟରେ ଅନେକ ମହିଳା ତପସ୍ଵିନୀଙ୍କୁ ସାହାସ ଦେଉଛନ୍ତି ତେବେ ଗତ କିଛି ସମୟ ହେବ ଜଣେ ମହିଳା ଏହି ମାମଲା ବିଷୟରେ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ତେବେ ଏହି ମହିଳା ଜଣକ କଣ ସବୁ କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମହିଳା ଜଣକ କହିଛନ୍ତି-‘ତପସ୍ଵିନୀ ଆଜି ମୁ ତମ ପାଇଁ ଗୋଟେ ମେସେଜ ଦେଉଛି କାରଣ ତମେ ଜଣେ ଭଲ ଝିଅ ଆଉ ତମେ ହେଉଛ ବହୁତ ସାହାସୀ ଝିଅ । ତମେ ଯେଉଁ ସବୁ କଥା କହୁଛ ଏଥିରେ କୌଣସି ସନ୍ଦେହ ଜନକ କଥା ନାହିଁ କି କୌଣସି ମିଛ କଥା ନାହିଁ । ତମେ ସବୁ ବେଳେ ନିଜ କଥାରେ ଠିକ ରହୁଛ । ସୁମିତ ସବୁବେଳେ ନିଜ କଥା ବଦଳୁ ଛନ୍ତି ତାଙ୍କ ଓକିଲକୁ ମଧ୍ୟ ବଦଳୁ ଛନ୍ତି କାରଣ ସେ ଭୁଲ କରୁଛନ୍ତି’ ।

ଆଗକୁ ମହିଳା ଜଣକ କହିଛନ୍ତି-‘ତମକୁ ଦେଖି ଆମ ମାନଙ୍କର ଏକ ସ୍ଵତନ୍ତ୍ର ଭଲ ପାଇବା ତମ ପାଇଁ ଆସିଯାଇଛି । ସାବିତ୍ରୀ ମା ଯେଉଁ ଭଳି ନିଜ ସ୍ଵାମୀଙ୍କୁ ଯମ ପାଖରୁ ଛଡେଇ ଆଣି ଥିଲେ ଠିକ ସେମିତି ତମେ ମଧ୍ୟ ତମ ସ୍ଵାମୀଙ୍କୁ ପାଇଯିବ । ତମ ତପସ୍ୟା ସଫଳ ହେଉ କିନ୍ତୁ ମୋର କହିବା କଥା ତୁମେ କଣ ପାଇଁ ସୁମିତଙ୍କୁ ଏତେ ଭଲ ପାଉଛ । ଯିଏ କେଉଁଟା ଠିକ କେଉଁଟା ଭୁଲ ସେ କିଛି ବୁଝି ପାରୁ ନାହାନ୍ତି’ ।

ଆଗକୁ ମହିଳା ଜଣକ କହିଛନ୍ତି-‘ସେ ନିଜ ବିଚଳିତ ହୋଇ ରହୁଛନ୍ତି ଓ କୌଣସି ନିଷ୍ପତ୍ତି ମଧ୍ୟ ନେଇ ପାରୁ ନାହାନ୍ତି ସେ ଜଣେ ଡାକ୍ତର ହେଲେ କଣ ହେଲା ମଣିଷ ହିସାବରେ ସେ ଜଣେ ଧୋକେବାଜ ବୋଲି ସବୁ ଓଡିଶା ବାସୀଙ୍କୁ ଜଣାଇ ସାରିଛନ୍ତି’ । ତେବେ ବନ୍ଧୁଗଣ ଏଭଳି ଭାବରେ ମହିଳା ଜଣକ ଏହି ମାମଲା ଉପରେ କିଛି ବିଶେଷ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏହି ମହିଳାଙ୍କ କଥାରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *