କାହା ମନର କଥା ଜାଣିବାକୁ ଚାହୁଁଛନ୍ତି କି ! ତାଙ୍କ ମନରେ ଆପଣଙ୍କ ପାଇଁ ବର୍ତ୍ତମାନ କ’ଣ ଚାଲିଛି… Tarot card reading

ବନ୍ଧୁଗଣ ଆପଣଙ୍କ ପାଇଁ ଅନ୍ୟ କାହାର ମନରେ କଣ ରହିଛି ଜାଣିବା ପାଇଁ ଚାହୁଁଛନ୍ତି କି ! ଯଦି କାହାର ମନ କଥା ବର୍ତ୍ତମାନ ସମୟରେ ଆପଣଙ୍କ ପାଇଁ କଣ ରହିଛି ଜାଣିବାକୁ ଇଛା କରୁଥାନ୍ତି । ତେବେ ଆପଣ 1, 2, 3 ଓ 4 ନମ୍ବର ମଧ୍ୟରୁ କୌଣସି ମଧ୍ୟ ଏକ ନମ୍ବରକୁ ବାଛନ୍ତୁ । ଯେଉଁ ନମ୍ବର ଅନୁଯାଇ ଯେଉଁ ଲୋକଙ୍କର ମନର କଥା ଜାଣିବାକୁ ଚାହୁଁଥାନ୍ତି । ତାଙ୍କ ନାମ ବା ତାଙ୍କ କଥାକୁ ସ୍ମରଣ କରି କୌଣସି ବି ଏକ ନମ୍ବର ବାଛନ୍ତୁ ।

1- ଆପଣ ବର୍ତ୍ତମାନ ସମୟରେ ବହୁତ ଦୁଃଖୀ ଅଛନ୍ତି ବୋଲି ଏହି ଲୋକ ଜଣଙ୍କ ଭାବୁଛନ୍ତି । ଆପଣ ଜଣେ ବହୁତ ଭଲ ମଣିଷ ଅଟନ୍ତି । ହେଲେ ଆପଣଙ୍କୁ ଏପରି କିଏ କିଛି କଥା କହିଛି । ବା ଆପଣଙ୍କୁ କିଏ ଚିଟ କରିଛି । ଯେଉଁ କାରଣରୁ ଆପଣ ଭାଙ୍ଗି ପଡିଛନ୍ତି । କାରଣ କୌଣସି ବି ହେଉ । ହେଲେ ଆପଣ ବର୍ତ୍ତମାନ ଉଦାସ ଉଦାସ ରହୁଛନ୍ତି ବୋଲି ଏହି ବ୍ୟକ୍ତି ଜଣଙ୍କ ଭାବୁଛନ୍ତି । ଯାହାଙ୍କ ନାମ ନେଇ ଆପଣ ଏହି ନମ୍ବରଟି ତାଙ୍କ ପାଇଁ ବାଛିଛନ୍ତି ।

2- ଆପଣ ଜଣେ ଏମିତିକା ଲୋକ ଅଟନ୍ତି । ଯାହା ଉପରେ ଆଖି ବନ୍ଦ କରି ବିଶ୍ବାସ କରାଯାଇ ପାରିବ ନାହିଁ । କାରଣ ଆପଣଙ୍କୁ ଭଲ ଭାବେ ଏହି ବ୍ୟକ୍ତି ଜଣଙ୍କ ବୁଝି ପାରନ୍ତି ନାହିଁ । ଆପଣ ନିଜର ବହୁତ କିଛି କଥା ନିଜ ମନରେ ହିଁ ଲୁଚେଇକି ରଖନ୍ତି । ତେଣୁ ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ଭଲ ଭାବୁଥିଲେ ବି ଆପଣଙ୍କ ଉପରେ ଅନେକ ସମୟରେ ବିଶ୍ବାସ କରିପାରନ୍ତି ନାହିଁ ।

3- ଆପଣ ଜଣେ ପ୍ରକୃତୀ ପ୍ରେମୀ ଅଟନ୍ତି । ଏହି ବ୍ୟକ୍ତିର ନଜରରେ ଆପଣ ଜଣେ ରାଣୀ ଅଟନ୍ତି । ଜିଏକି ରୂପରୁ, ହୃଦୟରୁ ଯେତିକି ସୁନ୍ଦର ସେତିକି ମଧ୍ୟ ସମସ୍ତଙ୍କୁ ଭଲ ପାଇଥାଏ । ଆପଣଙ୍କ ପାଖରେ ବହୁତ କିଛି କରି ଦେଖାଇବାର ଦକ୍ଷତା ରହିଛି ବୋଲି ଏହି ପର୍ଶନ ଜଣଙ୍କ ଭାବନ୍ତି ।

4- ଏହି ବ୍ୟକ୍ତି ଜଣଙ୍କ ଆଖିଏ ଆପଣ ବହୁତ ସୁନ୍ଦର ଅଟନ୍ତି । ଆପଣଙ୍କ ଉପରେ ଭଗବାନଙ୍କ ଆଶ୍ରୀବାଦ ରହିଛି । ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏହି ସବୁ କଥା ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ବିଷୟରେ ଭାବନ୍ତି । ଯାହାଙ୍କ ମନର କଥା ଜାଣିବାକୁ ଆପଣ ନମ୍ବରଟିକୁ ବାଛିଛନ୍ତି । ହେଲେ ଆପଣ ସେ ସାମାନ୍ୟ କଞ୍ଜୁସ ସ୍ଵଭାବର ମଧ୍ୟ ଭାବନ୍ତି । ଯେ ଆପଣ ଅନ୍ୟ ଅପେକ୍ଷା ନିଜ ଉପରେ ଅଧିକ ଗୁରୁତ୍ଵ ଦିଅନ୍ତି । ତେଣୁ ଏତେ ସବୁ ଭଲ ମଧ୍ୟରେ ବି ସେ ଆପଣ ସାମାନ୍ୟ ସ୍ଵାର୍ଥୀ ବୋଲି ସେ ବେଳେବେଳେ ଭାବନ୍ତି ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *