ତହସିଲଦାର ଓକିଲ ମୁହାଁମୁହିଁ ! ରାସ୍ତା ମଝିରେ ଚାଲିଲା ତୁ-ତୁ-ମେ-ମେ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ, ସୁଚାନ ଅନୁଯାୟୀ ଘର ଭାଙ୍ଗିବା କୁ ନେଇ ଓକିଲ ଏବଂ ତହସିଲଦାର ମୁହାଁମୁହିଁ ହୋଇଛନ୍ତି । ଘଟଣାଟି ହେଉଛି ଓକିଲ ଙ୍କ କହିବା ଅନୁଯାୟୀ ବିନା ନୋଟିସ ରେ ତହସିଲଦାର ସରକାରୀ ଜାଗାରେ ଘର କରିଥିବା ଲୋକ ଙ୍କ ଘର ଭାଙ୍ଗିବାକୁ ଆସିଥିଲେ । ମାତ୍ର ଘର ମାଲିକଙ୍କ ଓକିଲ ସେଠାରେ ପହଞ୍ଚିଯାଇ କହୁଥାନ୍ତି ଯେ ୨୭ ତାରିଖ ନୋଟିସ ଦେଇ ହଠାତ ଚାଲି ଆସିଲେ । ଚିତ୍କାର କରି ଓକିଲ ଜଣକ ତହସିଲଦାର ଙ୍କୁ କହିବାକୁ ଲାଗିଲେ ।

ଅପର ପାର୍ଶ୍ଵରେ ତହସିଲଦାର ମଧ୍ୟ ବଡ ପାଟିରେ କୁହନ୍ତି ଯେ ଟାଇମ ଅନୁସାରେ ନୋଟିସ ର ୨୪ ଘଣ୍ଟା ମଧ୍ୟରେ ଭାଙ୍ଗିବାକୁ ଆସିଲୁ । କିନ୍ତୁ ଓକିଲ ଙ୍କ କହିବା ନୂଆଯାୟୀ ରିଜନେବଲ ଟାଇମ ନ ଦେଇ କିଭଳି ଆପଣ ଆସି ପାରିଲେ ? ତହସିଲଦାର ପଚାରନ୍ତି ଯେ ଆପଣ ରିଜନେବଲ ଟାଇମ ବ୍ୟବଧାନ କେତେ କୁହ ? ଓକିଲ ମହାଶୟ କୁହନ୍ତି ମିନିୟମ ୭ ଦିନ ଦେବା କଥା ।

ମାତ୍ର ୨୭ ତାରିଖ ନୋଟିସ ପଠାଇ ଏଠାକୁ କିଭଳି ଚାଲି ଆସିଲେ ଭାଙ୍ଗିବାକୁ । ଓକିଲ ଯୁକ୍ତି କରନ୍ତି ଯେ ମତେ ରିଜନେବଲ ଟାଇମ ଦେବେ ? ତହସିଲଦାର କୁହନ୍ତି ଷ୍ଟେ ଅଡର ଅଛି କି ?ଏହାପରେ ଓକିଲ ମହାଶୟ କୁହନ୍ତି ଯେ ଷ୍ଟେ ପାଇଁ ଦରକାର ନାହିଁ ଆଜ୍ଞା । ଏହାପରେ ତହସିଲ ଦାର କୁ ହାତ ଦେଖାଇ ଓକିଲ ବାବୁ କୁହନ୍ତି ସେଟା ଗମେଣ୍ଟ ପ୍ଲଟ ଅଟେ ଆପଣ ତାହାକୁ ଭାଙ୍ଗନ୍ତୁ ।

ମାତ୍ର ତହସିଲଦାର କୁହନ୍ତି ଯେ ଆପଣ ପୃଭ କରି ଦିଅନ୍ତୁ ଆମ୍ଭେ ଭାଙ୍ଗିଦେବୁ । ତହସିଲଦାର କୁହନ୍ତି ଯେ ଏଭଳି କେତେ ପାଟିତୁଣ୍ଡ ଶୁଣିଶୁଣି ମୁଁ ବୁଢା ହୋଇଗଲିଣି । ଆପଣ କୋର୍ଟ ରେ କାହିଁକି ପାଟିତୁଣ୍ଡ କରିଲେ ନାହିଁ ? ସବକଲେକ୍ଟର ଅଫିସ ରୁ ନୋଟିସ ଆସିଛି ଏଣୁ ଆମ୍ଭେ ଭାଙ୍ଗିବାକୁ ବାଧ୍ୟ । ଓକିଲ ଉତ୍ୟକ୍ତ ହୋଇ କୁହନ୍ତି ଯେ ଆମ୍ଭେ କେଉଁ ସବକଲେକ୍ଟର ଅଫିସ ଜାଣିଣହୁଁ । ତହସିଲଦାର କହିଲେ ଯଦି ଜାଣିନାହଁ ତେବେ ତମେ ଏଠାରେ କ’ଣ କରୁଛ ?

ଯଦି ତମେ ଜଣେ ଲୟର ଅଛ ମାତ୍ର ଏହା ଜାଣିନାହଁ ତେବେ ଏଠାରେ କ’ଣ କରୁଛ ? ଏହାପରେ ଓକିଲ ଜଣକ ଖୁବ ବଡ ପାଟିରେ ତହସିଲଦାର ଙ୍କୁ ଚୁପ ଚୁପ ବୋଲି ଆଙ୍ଗୁଠି ଦେଖାଇ ଚିତ୍କାର କରି କୁହନ୍ତି । ଠିକ ସେହି ସମୟରେ ପୋଲିସ ବାବୁ ଓକିଲଙ୍କୁ କୁହନ୍ତି ଯେ ଆପଣ ନିଜର ସୀମା ଉଲଙ୍ଘନ କରୁଛନ୍ତି । କିଭଳି ଭାବରେ କଥ୍ୟାବାର୍ତ୍ତା କରିବେ ଆପଣ ଜାଣିନାହାଁନ୍ତି । ମାତ୍ର ଓକିଲ କୁହନ୍ତି ଆପଣ ପୋଲିସ ହେଲେ ମୁଁ ଓକିଲ ମୁଁ ଠିକ ଜାଣିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବାରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *