ବନ୍ଧୁଗଣ ଆପଣ ମାନଙ୍କ ପାଇଁ କିଛି ଜ୍ଞାନଭରା ତଥ୍ୟ ସହ କିଛି କୌତୁହଳ କଥା ମଧ୍ୟ ଏଠାରେ ନେଇକି ଆସିଛୁ । ଯାହାକି ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ କିଛି କୌତୁହଳ କଥାର ପ୍ରୟାସ ମଧ୍ୟରେ ଜ୍ଞାନ ଭରିଦେବାର ଆଶା ରଖିଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ଆପଣଙ୍କ ପାଇଁ ନେଇକି ଆସିଥିବା ସେହି ଜ୍ଞାନପୂର୍ଣ୍ଣ ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ଏଠାରେ ଆଲୋଚନା କରି ଜାଣିବା ।
1- ତାହା କେଉଁ ପ୍ରାଣୀ ଅଟେ । ଯିଏ ନର ରୁ ମାଦା ହୋଇଯାଇଥାଏ ?
ଉତ୍ତର;-ଅକ୍ଟୋପସ ।
2- ବେଲୁନରେ କେଉଁ ଗ୍ଯାସ ଭର୍ତ୍ତି କରାଯାଇଥାଏ ?
ଉତ୍ତର;- ହାଇଡ୍ରୋଜେନ ଗ୍ଯାସ ।
3- ବିଶ୍ଵର ସର୍ବ ପୁରାତନ ଖବର କାଗଜ କେଉଁଟି ?
ଉତ୍ତର;- ସ୍ଵିଡେନ ଅଫିସିଆଲ ଜେନେରାଲ ।
4- ତାହା କେଉଁ ପକ୍ଷୀ ଅଟେ, ଯିଏ ପଛ ଦିଗକୁ ଉଡି ଯାଇଥାଏ ?
ଉତ୍ତର;- ଗୁଞ୍ଜନ ପକ୍ଷୀ ।
5- ପୃଥିବୀ ତୁଳନାରେ ସୂର୍ଯ୍ୟ କେତେ ଗୁଣ ବଡ ଅଟନ୍ତି ?
ଉତ୍ତର;- 109 ଗୁଣ ବଡ ।
6- ତାହା କେଉଁ ମସିହା ଅଟେ ଯାହାକୁ ସିଧା ଲେଖିଲେ ଯାହା ହୋଇଥାଏ । ଓଲଟା ଲେଖିଲେ ମଧ୍ୟ ସେଇଆ ହୋଇଥାଏ ?
ଉତ୍ତର;- 1961 ।
7- ତାହା କେଉଁ ଫୁଲ ଅଟେ ଯାହା କେବଳ 12 ବର୍ଷରେ ଥରେ ମାତ୍ର ଫୁଟିଥାଏ ?
ଉତ୍ତର;- ନୀଳ କୁରଞ୍ଜି ।
8- ଏମିତି କେଉଁ ମସଲା ଯେଉଁଥିରେ ଗୋଟିଏ ସହରର ନାମ ଆସିଥାଏ ?
ଉତ୍ତର;- କାଶ୍ମିରୀ ଚିଲି ।
9- ସରଗରୁ ଆସିଲା ଟୋକାଟିଏ ତା’ ମୁଣ୍ଡରେ ଟୋପିଟିଏ ?
ଉତ୍ତର;- ତାଳ ।
10- ଡିସେମ୍ବର ମାସରେ ଉତ୍ତର ମେରୁରେ କେଉଁ ଋତୁ ହୋଇଥାଏ ?
ଉତ୍ତର;- ଶୀତ ଋତୁ ।
11- କେଉଁ ଲାଇଟ ଜଳେ ନାହିଁ ?
ଉତ୍ତର;- ସନ ଲାଇଟ୍ ।
12- ଜନ୍ମ ହେବାର କେତେ ମାସ ପରେ ଗୋଟିଏ ଶିଶୁ ହସିଥାଏ ?
ଉତ୍ତର;- 1 ମାସ ପରେ ।
13- କେଉଁ ଜିନିଷ ଶୁଖିଲେ 2 କେଜି, ଆଉ ଓଦାରେ 1 କେଜି ଏବଂ ଜଳିଗଲେ 3 କେଜି ହୋଇଥାଏ ?
ଉତ୍ତର;- ସଲଫର ।
14- ଚଢେଇ ନୁହେଁ ସେ ଗଛର ଫଳ, ପେଟ ଭରା ଥାଏ ପାଣି ଅଥଳ ?
ଉତ୍ତର;- ନଡିଆ ।
15- ତାହା କେଉଁ ଜିନିଷ ଗରିବ ମାନେ ଫିଙ୍ଗି ଦିଅନ୍ତି, ଧନୀ ଲୋକମାନେ ସାଇତି ରଖନ୍ତି । ତାହା କଣ ?
ଉତ୍ତର;- ସିଙ୍ଘାଣି । ଅର୍ଥାତ ଗରିବ ମାନେ ଫିଙ୍ଗି ଦିଅନ୍ତି, ହେଲେ ଧନୀ ଲୋକ ମାନେ ରୁମାଲରେ ପୋଛିକି ରଖନ୍ତି ।
ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ନିହାତି ଭାବେ ଶେୟାର କରନ୍ତୁ ।