Odia Gk- ତାହା କଣ ଯାହା ଶୁଖିଗଲେ 2 କିଲୋ, ଓଦା ହେଲେ 1 କିଲୋ ଓ ଜଳିଗଲେ 3 କିଲୋ ହୋଇଥାଏ ?

ନମସ୍କାର ବନ୍ଧୁଗଣ ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଉତ୍ତରର ଖେଳ। ଏହା ମାଧ୍ୟମରେ ଆପଣ କିଛି ଅଜଣା କଥା ମଧ୍ୟ ଜାଣିପାରିବେ। ଏହା ସହ ନିଜର ବୁଦ୍ଧି କୁ ମଧ୍ୟ ପରୀକ୍ଷା କରିନେବେ। ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର।

୧- ମୋ ସାମ୍ନା କୁ ଯିଏ ଆସେ ସେ ମୁରୁକି ହସେ।ମୁଁ କିଏ?
ଉତ୍ତର- କ୍ୟାମେରା।

୨- ଯେତେ ବ୍ୟବହାର କରିବ ସେତେ ବଢିବ ସେ କଣ?
ଉତ୍ତର- ବିଦ୍ୟା।

୩- କାହାର ଶଯ୍ୟା ଅଛି କିନ୍ତୁ ସେ ଶୁଏ ନାହିଁ।
ଉତ୍ତର- ନଦୀ।

୪- ରାତି ସମୟରେ ଗଛ ତଳେ ଶୋଇବା ନାହିଁ କାହିଁକି?
ଉତ୍ତର- ରାତିରେ ଗଛ ଶ୍ୱାସକ୍ରିୟା ରେ ଅଙ୍ଗାରକାମ୍ଳ ଗ୍ୟାସ ଛାଡେ ସେଥିପାଇଁ।

୫- ଜ୍ଵର ରେ ପୀଡିତ ଥିବା ଲୋକଙ୍କ କପାଳ ରେ ଆମେ ଓଦା କପଡା କଣ ପାଇଁ ଦେଉ?
ଉତ୍ତର- ଶରୀରର ତାପମାତ୍ରା କୁ କମେଇବା ପାଇଁ।

୬- ଟ୍ରାଫିକ ସଙ୍କେତ ରେ ଲାଲ ଆଲୋକ କାହିଁକି ବ୍ୟବହାର କରାଯାଏ।
ଉତ୍ତର- ଏହାର ତରଙ୍ଗ ବହୁତ ବାଟ ପର୍ଯ୍ୟନ୍ତ ଗତି କରିପାରେ ଏବଂ ବହୁ ଦୁରତାରୁ ସହଜ ରେ ଦେଖି ହୁଏ।

୭- ମେଘୁଆ ରାତି ବହୁତ ଗରମ ଲାଗେ କାହିଁକି?
ଉତ୍ତର- ବାଦଲ ତାପୀୟ ବିକିରଣ କୁ ପ୍ରତିରୋଧ କରିବା ଯୋଗୁଁ।

୮- ଶ୍ରୀଲଙ୍କା ର ପୁରାତନ ନାମ କଣ ଥିଲା।
ଉତ୍ତର- ଲଂକାପୁରୀ।

୯- ଦିଲ୍ଲୀ ର ପୁରାତନ ନାମ କଣ ଥିଲା।
ଉତ୍ତର- ଇନ୍ଦ୍ରପ୍ରସ୍ଥ।

୧୦- ତାହା କଣ ଯାହା ଶୁଖିଗଲେ ୨ କିଲୋ, ଓଦାହେଲେ ୧ କିଲୋ ଏବଂ ଜଳିଗଲେ ୩ କିଲୋ ହୋଇଥାଏ?
ଉତ୍ତର- ସଲଫର।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *