Tapaswini ଙ୍କୁ ଡାକିଲେ ଶ୍ଵଶୁର, ଦେଖନ୍ତୁ Video

ଦୀର୍ଘଦିନ ଧରି ତପସ୍ଵିନୀ ଓ ସୁମିତଙ୍କ ମାମଲାର ଅନ୍ତ ଘଟିଛି । ଗତକାଲି ଦୌରା ଜଜ ଏହି ମାମଲାର ଅନ୍ତ କରିଛନ୍ତି । ସେ ଗତକାଲି ଏହି ମାମଲାରେ ଶୁଣାଣି କରି ରାୟ ଦେଇଛନ୍ତି କି ତପସ୍ଵିନୀ ଏବେ ନିଜର ଶଶୁର ଘରେ ରହିବେ । ଏହି ଖବର ଆସିବା ପରେ ଯିଏ ବି ତପସ୍ଵିନୀଙ୍କୁ ସପୋର୍ଟ କରୁଥିଲେ ସମସ୍ତେ ଖୁସି ହୋଇ ଯାଇଛନ୍ତି । ଏହା ସହିତ ତପସ୍ଵିନୀ ଓ ତାଙ୍କର ପରିବାର ବି ବହୁତ ଖୁସି ଅଛନ୍ତି । ତପସ୍ଵିନୀ କହିଲେ କି ଧର୍ମ ଓ ସତ୍ୟର ଜୟ ହୋଇଛି ।

ଭଗବାନ ଜଜ ରୂପରେ ଆସି ମୋର ସାହାର୍ଯ୍ୟ କରିଛନ୍ତି । ମୋର ବିଶ୍ଵାସ ଥିଲା ଓ ସେ ମୋର ବିଶ୍ଵାସକୁ ଭାଙ୍ଗିବାକୁ ଦେଇ ନାହାନ୍ତି । ଏହା ମଧ୍ୟରେ ତପସ୍ଵିନୀଙ୍କ ଶଶୁରଙ୍କ ରାୟ ବି ନେବାକୁ ଚେଷ୍ଟା କରାଗଲା । ତପସ୍ଵିନୀଙ୍କ ଶଶୁର ଗଣମାଧ୍ୟମ ସାମ୍ନାକୁ ଆସି କହିଲେ କି ମୁଁ ସୁରକ୍ଷା ଅଧିକାରୀଙ୍କୁ ମୋର ଘର ଦେଖାଇଛି ଓ ସେ ଘରର ସ୍ଥିତି କଣ ଅଛି ସେ ଦେଖିଛନ୍ତି ।

ସେ ଯାହା କହିବେ ଆମେ ସେହି ଅନୁସାରେ ଆଗକୁ ପଦକ୍ଷେପ ନବୁ । ଜିଲ୍ଲା କୋର୍ଟ ଯେଉଁ ଆଦେଶ ଦେଇଛନ୍ତି ହୁଏତ ଆମେ ହାଇକୋର୍ଟରେ ଅପିଲ ବି କରିବୁ । ସୁମିତଙ୍କ ବିଷୟରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା ତେବେ ସୁମିତଙ୍କ ବାପା କହିଲେ କି ସେ ଅସୁସ୍ଥ ଅଛନ୍ତି ଓ ସେ ଆରାମ କରୁଛନ୍ତି । କୋର୍ଟନଙ୍କ ରାୟ ଉପରେ ସୁମିତଙ୍କ ବାପା କହିଲେ କି କୋର୍ଟର ସେହିଭଳି କିଛି ନିର୍ଦ୍ଦେଶ ନାହିଁ କି ତପସ୍ଵିନୀ ଘରେ ରହିବେ, ନା ବେଡରୁମରେ ରହିବେ କି କଉଠି ରହିବେ ।

ଆମେ ସୁବିଧା ଦେଖି ତାଙ୍କୁ ରଖିବୁ । ଆମେ କୌଣସି ବି ପ୍ରକାରର ବିବାଦ କରିବୁ ନାହିଁ । କିନ୍ତୁ ଏହି ସବୁ ମଧ୍ୟରେ ତପସ୍ଵିନୀଙ୍କ ସ୍ଵାମୀ ଡାକ୍ତର ସୁମିତଙ୍କ କୌଣସି ଖବର ନାହିଁ । ମଝିରେ ମଝିରେ ସେ କିଛି ଭିଡିଓ ଓ ଅଡିଓ ଓ କିଛି ଫଟୋ ଶେୟାର କରୁଥିଲେ । କହିବାକୁ ଗଲେ ସେ ଆରମ୍ଭରୁ ହିଁ ଏହି ମାମଲାରୁ ଦୂରେଇ ଦୂରେଇ ରହୁଛନ୍ତି ।

ଗଣମାଧ୍ୟମ ସାମ୍ନାକୁ ଆସି ବି କିଛି କହୁ ନାହାନ୍ତି । ଗତକାଲି ଏତେ ବଡ ଶୁଣାଣି ପରେ ବି ତାଙ୍କର କୌଣସି ଖବର ନାହିଁ । ଏହା ସହିତ କହିଦେଉଛୁ କି ସୁମିତଙ୍କ ବାପା କୋର୍ଟଙ୍କ ଏହି ରାୟ ଉପରେ ସନ୍ତୁଷ୍ଟ ନାହାନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *