ବନ୍ଧୁଗଣ, ସୂଚନା ଅନୁଯାୟୀ ଏକ ମନ୍ଦିରରେ ଶଶୁର ବିବାହ କରିଛି ନିଜ ପୁଅ ର ସ୍ତ୍ରୀ ଅର୍ଥାତ ନିଜ ବୋହୂ କୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଶଶୁର ଜଣଙ୍କ କହିଛନ୍ତି ଯେ ମୋ ପୁଅ ର ଦେହାନ୍ତ ହେବାପରେ ମୋ ବୋହୂ କୁ ଦେଖିବାକୁ ଆଉ କେହି ନଥିଲେ ଏଣୁ ମୁଁ ଚିନ୍ତା କରିଲି ଯେ ଘର କଥା ଘରେ ରହିବ ଏଣୁ ବିବାହ କରିଦେଲି । ମୋ ବୋହୂ ର ଆଗକୁ ତଥା ପଛ କୁ କେହି ନାହାଁନ୍ତି ଏବଂ ମୋର ମଧ୍ୟ ଏକମାତ୍ର ପୁଅ ଥିଲା ଯାହାକି ବର୍ତ୍ତମାନ ସେ ଆରପାରି କୁ ଚାଲିଯାଇଅଛି ।
ଅପର ପାର୍ଶ୍ଵରେ ବୋହୂ କହିଛି ଯେ ମୁଁ ମୋ ନିଜ ଇଛା ରେ ବିବାହ କରିଛି । ମତେ କେହି ମଧ୍ୟ ଜୋର ଜବରଦସ୍ତି କରି ନାହାଁନ୍ତି । ସୂଚନା ଅନୁଯାୟୀ ବୋହୂ ର ବୟସ ୨୫ ଥିବା ବେଳେ ଶଶୁର ର ବୟସ ୪୫ ରହିଅଛି । ମାତ୍ର ଏହା ଏକ ନିନ୍ଦନୀୟ ବିଷୟ ଅଟେ ଯେ ସ୍ଵାମୀ ଚାଲିଯିବା ପରେ ଶଶୁର ଘରକୁ ଝିଅ ରୂପେ ଆଣିଥିବା ବୋହୂ ସାଙ୍ଗେ ବିବାହ କରି ସାହାରା ଦେବା କଥା ଚିନ୍ତା କରିବ ।
ଶଶୁର କହିଛନ୍ତି ଯେ ଏହା ଆମ୍ଭ ଘର ମାମଲା ଅଟେ କୌଣସି ଲୋକଙ୍କର କୌଣସି ପ୍ରକାରର ଅଧିକାର ରହୁନାହିଁ ଯେ ଏହା ଉପରେ କିଛି କହିବେ । ମାତ୍ର ସମାଜ ଏକା ଆଦୌବ କହୁନାହିଁ ଯେ ନିଜ ବୋଧୂ ସାଙ୍ଗରେ ବିବାହ କରନ୍ତୁ । ତେବେ ବୋହୂ ଜଣଙ୍କୁ ସେହି ମନ୍ଦିରରେ ଥିବା ଦୁଇ ଲୋକ ପଚରିଥିଲେ ଯେ ତୁମ୍ଭକୁ ଲାଜ ଲାଗିଲାନି ଯେ ୨୫ ବର୍ଷ ବୟସରେ ତୁମେ ୪୫ ବର୍ଷ ବୟସ୍କ ଲୋକଙ୍କୁ ବିବାହ କରିଲ ?
ଏହାପରେ ମହିଳା ଜଣଙ୍କ କହିଲେ ଯେ ଏହା ଆମ୍ଭ ଘରର ମାମଲା ଆପଣ କାହିଁକି ମଝିରେ ଜବରଦସ୍ତି ପସୁଛନ୍ତି । ମୋର ଅସୁବିଧା କାରଣରୁ ମୁଁ ବିବାହ କରିଲି କାରଣ ମୋ ଧ୍ୟାନ ରଖିବାକୁ କେହି ନାହାଁନ୍ତି । ମାତ୍ର ଏହି ମହିଳା ଜଣଙ୍କ ଏକୁଟିଆ ନୁହଁନ୍ତି ଯେ ତାଙ୍କ ସ୍ଵାମୀଙ୍କର ଦେହାନ୍ତ ହୋଇଯାଇଅଛି ।
ଆହୁରି ଅନେକ ଏଭଳି ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ ଘର ବର୍ବାଦ ହୋଇଯାଇଅଛି ତେବେ କ’ଣ ସେମାନେ ଏହିଭଳି ନିଜ ଶଶୁର ଙ୍କ ସହିତ ବିବାହ କରିଦେଉଛନ୍ତି କି ? ତେବେ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।