‘ସ୍ବାସ୍ଥ୍ୟମନ୍ତ୍ରୀ ପଦ ମାଗିବ ନ ହେଲେ ନବୀନ ମୁଣ୍ଡ ଖରାପ କରିବ, ତୁମର ଗୁମର କଣ କଣ ଅଛି ଖୋଲିବି କହି…’: ମିନତୀ ବହିଦାର

ନମସ୍କାର ବନ୍ଧୁଗଣ, ମନ୍ତ୍ରୀ ନବ ଦାସଙ୍କ ଘଟଣା ପରେ ଶ୍ରୀମତୀ ମିନତୀ ବହିଦାର ନିଜ ମୁହଁ ଖୋଲିଛନ୍ତି ଆଉ ନିରାଟ ସତ ପରେ ସତ ଓଗାଳି ଚାଲିଛନ୍ତି । ଯାହା ଲୋକଙ୍କ ପଛରେ କରାଯାଉଥିଲା ତାହାର ଚିଠା ଖୋଲୁଛନ୍ତି ମିନତୀ ବହିଦାର । ବର୍ତ୍ତମାନ ସେ  ଏକ ବଡକଥା କହିଛନ୍ତି ମିଡିଆ ସାମ୍ନାରେ ଯାହାକି ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିଙ୍କ ସମ୍ବନ୍ଧୀୟ ଅଟେ । ଏହା ଶୁଣିବା ପରେ ରାଜନୀତି ହଲିଯିବ । ତେବେ ଆସନ୍ତୁ ଜାଣିବା ସେ କେଉଁ କଥାର ଖୁଲାସା କରିଛନ୍ତି ।

ମିନତୀ କହିଛନ୍ତି ନବ ଦାସଙ୍କ ମୃତ୍ୟୁ ପରେ ଦୀପାଳି ନିହାତି ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀର ପଦବୀ ଦାବି କରିବ , ଯଦି ତାକୁ ଏହି ପଦବୀ ଦିଆ ନଯାଏ । ତେବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଣ୍ଡ ଖରାପ କରିବ । ଆଉ ତାଙ୍କୁ ଏହା ମଧ୍ୟ ଦେବା କି ମତେ ପଦବୀ ଦିଅ ନଚେତ ମୁଁ ତୁମର ସବୁ ଗୁମର ପର୍ଦାଫାସ କରିଦେବି ବୋଲି କେହିବେ ଦୀପାଳି । ଏହାପରେ ମିନତୀ କହିଛନ୍ତି ଦୀପାଳି ଦାସ କି ମନ୍ତ୍ରୀ ହେବ ।

ସେ କଣ ଜାଣିଛି ଗ୍ରାଉଣ୍ଡ ଜିରୋର ଅବସ୍ତା । ସେ କଣ ଯାଇ କାହା ଘର ଗହର ବୁଲି ଦୁଃଖ ସୁଖ କାହାର ଦେଖିଛି । ଦୀପାଳି ଅଏସ ଆରାମରେ ଯାଇ ସ୍ପେନରେ ରହି ପାଠ ପାଢ ପଢିଥିବା ଝିଅ ଗ୍ରାଉଣ୍ଡ ଜିରୋର ଅର୍ଥ ସେ କେବେ ବୁଝିପାରିବନି । ଦୀପାଳି ଦାସ କଣ ଗୋଟେ କାମ କରିବା ଏଟଟେ ଏରୋଗାଣ୍ଟ ଝିଅଟେ ଏଭଳି ମନ୍ତବ୍ୟ ରଖିଛନ୍ତି ମିନତୀ ।

ଏହା ସହିତ କହିଛନ୍ତି କି ଯଦି ସେମାନେ ଲୋକଙ୍କୁ ପରିବାର ବୋଲି ଭାବୁଥିଲେ ତେବେ ଯଦି ଗୋଟିଏ ସ୍ତ୍ରୀଲୋକ ଯାଇ ତାଙ୍କ ଦୁଆର ବନ୍ଧରେ ବସିଥିଲା ତାହାଲେ ତାକୁ ଲାତ କାହିଁକି ମ-ରା-ଗଲା । ଗୋଟିଏ ମହିଳା କିଛି କହିଲା ବୋଲି ତାକୁ ସିଧା ଗାଡି କାହିଁକି ଚଢାଇ ଦିଆଗଲା ଏଭଳି କିଛି ସତ ପଦାକୁ ଆଣିଛନ୍ତି ମିନତୀ ।

ନବ ଦାସ ସବୁ ଲୁଟିକି ଖାଇଛି ବେ-ଆ-ଇ-ନ କାମ ସବୁ କରି ଲୋକଙ୍କ ତ-ଣ୍ଟି ଚି-ପି କଳାଧନ କମାଇଛି ନବ ଦାସ । ତେଣୁ ଏହି ସବୁକୁ କାହିଁକି ଝିଅ ଦୀପାଳି ଲୁଚାଇ ଭଲ ଦେଖାଇ ହେଉଛି ବୋଲି ମିନତୀ ବହିଦାର କହିଛନ୍ତି । ଏହା ସମ୍ପର୍କରେ ଆପଣଙ୍କର ମତ କଣ ରହିବ ତାହା କାମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *