ସ୍ୱର୍ଗଦ୍ୱାରରେ ଅଭିନେତା Rai Mohan ଙ୍କ ଶେଷକୃତ୍ୟ ହେଲା ସମ୍ପନ୍ନ..ମୁଖାଗ୍ନି ଦେଲେ ଦୁଇ ଝିଅ, ଦେଖନ୍ତୁ Video

ନମସ୍କାର ଫ୍ରେଣ୍ଡ୍ସ, ଫ୍ରେଣ୍ଡ୍ସ ଆପଣ ମାନେ ତ ଜାଣିଥିବେ ଗତକାଲି ଓଲିଉଡ ର ସୁନାମଧାନ୍ୟ ଖଳନାୟକ ରାଇମୋହନ ପରିଡାଙ୍କର ପର ଲୋକ ହୋଇ ଯାଇଛି । କୁହା ଯାଉଛି କି ସେ ଆତ୍ମହତୟଆ କରି ନେଇଛନ୍ତି । ତେବେ ଯାହା ବି ହେଉ ହଠାତ ରାଇମୋହନ ଙ୍କ ପରଲୋକ ହେବା ସମସ୍ତଙ୍କୁ ଶକ୍ତ ଆଘାତ ଦେଇଛି । କେହି ଏହାକୁ ହଜମ କରି ପାରୁ ନାହାଁନ୍ତି କି ରାଇମୋହନ ଆତ୍ମହତୟଆ କରିଛନ୍ତି ବୋଲି ।

ଏତେ ଷ୍ଟ୍ରଙ୍ଗ ପର୍ସନ ହୋଇ ଏମିତି କେମିତି ସେ କରି ପାରିବେ ? ତେବେ ତାଙ୍କର ପରଲୋକରେ ଓଲିଉଡ ରେ ଏକେ ବିରାଟ ଶୂନ୍ୟାସ୍ଥାନ ତିଆରି ହୋଇ ଯାଇଛି । ଯେଉଁ ସ୍ଥାନକୁ ଆଉ କେହି ବି ଭରି ପାରିବେ ନାହିଁ । ସେ ବହୁତ ସାରା ଫିଲ୍ମ ସହିତ ଯାତ୍ରା ରେ ମଧ୍ୟ ଅଭିନୟ କରିଛନ୍ତି । ପିଲାଟି ଦିନରୁ ଅଭିନେତା ହେବାର ସ୍ବପ୍ନରେ ବିଭୋର ଥିଲେ ସେ । ଅଭିନୟ ପ୍ରତି ଥିବା ଏହି ଦୁର୍ବଳତା ତାଙ୍କୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇବାକୁ ପ୍ରେରିତ କରିଥିଲା ।

ସେଠାର ସେ ଅଭିନୟ କଳାରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ଚଳଚ୍ଚିତ୍ରରେ ପ୍ରବେଶ ଲାଗି ସଂଘର୍ଷ ଆରମ୍ଭ କରିଥିଲେ । ତାପରେ ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ‘ପକାକମ୍ବଳ ପୋତ ଛତା’ରେ ତାଙ୍କୁ ମିଳିଥିଲା ଏକ ଛୋଟିଆ ଚରିତ୍ରରେ । ଏହି ଠାରୁ ତାଙ୍କର ଅଭିନୟ କ୍ଯାରିୟର ଆରମ୍ଭ ହୋଇଥିଲା । ଆଜି ଓଲିଉଡ ସହିତ ପୁରା ଓଡିଶା ମଧ୍ୟ ତାଙ୍କ ପାଇଁ କାନ୍ଦୁଛି ।

ରାଇମୋହନ ଙ୍କ ମୃତ୍ୟୁ ପରେ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି । ବଡି କୁ ପୋସ୍ଟ ମର୍ଟମ ପାଇଁ ମଧ୍ୟ ପଠା ଯାଇଥିଲା ଏହା ପରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଛି । ଅଭିନେତା ରାଈ ମୋହନଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସ୍ଵର୍ଗ ଦ୍ଵାରରେ କରା ଯାଇଛି । ତେବେ ତାଙ୍କର କୌଣସି ପୁଅ ନଥିବାରୁ ସେ ଝିଅ ମାନଙ୍କୁ ନିଜର ପୁଅ ମାନୁ ଥିଲେ । ତେବେ ଦୁଇ ଝିଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି ।

ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପାଦନ କରିଛନ୍ତି । ଯାହା ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ । କିପରି ଦୁଇ ଝିଅ ତାଙ୍କୁ ମୁଖାଗ୍ନି ଦେଉଛନ୍ତି । ତେବେ ତାଙ୍କର ଅକାଳ ବିୟୋଗ କୁ ଆଜି କେହି ବି ବିଶ୍ଵାସ କରି ପାରୁ ନାହାଁନ୍ତି । ଏତେ ଭଲ ମଣିଷ ଟା କେମିତି ଏତେ ବଡ ସ୍ଟେପ ନେଇ ପାରିଲା । ତେବେ ଯାହା ହେଉ ପୋଲିସ ମଧ୍ୟ ତାହାର କାମ କରିବ । ଆମେ ଏତିକି ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ତାଙ୍କର ଅମର ଆତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *