Swapna Shastra- ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ ? ଏହି 5 ଟି ସ୍ଵପ୍ନ ଭୁଲରେ ବି ଖାକୁ କହିବେ ନାହିଁ, ଦେଇଥାଏ ଅଶୁଭ ଫଳ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଶୋଇବା ସମୟରେ ଦେଖିଥିବା ଏହି ପାଞ୍ଚଟି ସ୍ୱପ୍ନ ବିଷୟରେ କାହା ଆଗରେ ମଧ୍ୟ କୁୁହନ୍ତୁ ନାହିଁ । ଯଦି କହିବେ ତେବେ ଆପଣ ବହୁତ ହିଁ ବଡ ସମସ୍ୟାରେ ପଡିପାରନ୍ତି । ଏହି ସ୍ୱପ୍ନକୁ ଆପଣ ମାନେ ନିଜର ପରିବାର ଲୋକଙ୍କ ସହିତ ମଧ୍ୟ ସେୟାର କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ପାଞ୍ଚଟି ସ୍ୱପ୍ନ । ଶୋଇବା ସମୟରେ ପ୍ରାୟତଃ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । କିଛି ସ୍ୱପ୍ନ ଏମିତି ହୋଇଥାଏ ଯାହା ନିଦ ଭାଙ୍ଗିବା ପରେ ଆମର ମନେ ପଡିନଥାଏ ।

ମାତ୍ର ବେଳେ ବେଳେ ଏମିତି ସ୍ୱପ୍ନ ରହିଥାଏ ଯାହା ଶୋଇକି ଉଠିବା ପରେ ମଧ୍ୟ ଆମର ମନେ ରହିଥାଏ । ଯାହାକୁ ଆମେ ମାନେ ଅନ୍ୟ ମାନଙ୍କ ଆଗରେ କହିଦେଇଥାଉ । ତେବେ କିଛି ସ୍ୱପ୍ନ ଏମିତି ହୋଇଥାଏ କି ଯାହାକୁ ଶାସ୍ତ୍ର ଅନୁସାରେ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ । କାହିଁକିନା ତାହା ଦ୍ୱାରା ଭବିଷ୍ୟତରେ ମିଳିବାକୁ ଥିବା ଫଳ ଆଉ ମିଳିପାରିନଥାଏ । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ସ୍ୱପ୍ନ ବିଷୟରେ ।

୧- ପ୍ରଥମ ରେ ହେଉଛି ଯଦି ଆପଣ ମାନେ ଏହିପରି କିଛି ସ୍ୱପ୍ନ ଦେଖୁଛନ୍ତି ଯେଉଁଥିରେ ଆପଣ ପ୍ରକୃତିର ବହୁତ ପାଖରେ ଅର୍ଥାତ ସ୍ୱପ୍ନରେ ସମୁଦ୍ର , ବୃକ୍ଷଲତା , ପାହାଡ , ନଦୀ , ଏହି ସମସ୍ତ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ବହୁତ ହିଁ ବଡ ଖୁସି ଖବର ଆସିବାକୁ ଯାଉଛି । ଯେମିତିକି ପ୍ରକୃତିର ପାଖକୁ ଗଲେ ଆମର ମନ ପ୍ରସନ୍ନ ହୋଇଥାଏ ଠିକ ସେହିପରି ଏହି ସ୍ୱପ୍ନର ଅର୍ଥ ତାହା ହିଁ ହୋଇଥାଏ ।

୨- ଦ୍ଵିତୀୟ ରେ ହେଉଛି ବେଳେ ବେଳେ ଆମେ ଏମିତି ସ୍ୱପ୍ନ ଦେଖିଥାଉ ୟେଉଁଥିରେ ଆମେ ନିଜର ବା ଅନ୍ୟ କାହାର ମୃତ୍ୟୁ ବିଷୟରେ ଦେଖିଥାଉ । ଏହିପରି ସ୍ୱପ୍ନ ଦେଖିବା ପରେ ଆମେ କେବେ କେବେ ଡରିଯାଉ । ଯଦି ଆପଣ ମାନେ ଏପରି ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣ ବିଚଳିତ ହୁଅନ୍ତୁ ନାହିଁ । କାରଣ ମୃତ୍ୟୁର ସ୍ୱପ୍ନ ଆପଣଙ୍କର ସମସ୍ୟାର ଅନ୍ତ ହେବାର ଦର୍ଶାଇଥାଏ । ମାତ୍ର ଏହି ସ୍ୱର୍ନକୁ କାହା ଆଗରେ କହିଲେ ତାହା ଫଳ ପ୍ରଦ ହୁଏ ନାହିଁ ।

୩- ତୃତୀୟ ରେ ହେଉଛି ଆପଣ ମାନେ ସ୍ୱପ୍ନରେ ସାପ ଦେଖନ୍ତି ତେବେ ଆପଣ ମାନେ ଡରିଯାଆନ୍ତି ମାତ୍ର ସ୍ୱପ୍ନରେ ସାପ ଦେଖାଗଲେ ଡରିବାର କୌଣସି ଆବଶ୍ୟକତା ନାହିଁ । କାରଣ ସ୍ୱପ୍ନରେ ସାପ ଦେଖିଲେ ଆପଣଙ୍କର ଆଗକୁ ଆସୁଥିବା ସମୟ ବ୍ୟାପାର ବା କାର୍ଯ୍ୟରେ ଉନ୍ନତି ଘଟିବ । ମାତ୍ର ଏହି ସ୍ୱପ୍ନ କାହାକୁ କହିଲେ ତାହା ଫଳ ପ୍ରଦ ହେବ ନାହିଁ ।

୪- ଚତୁର୍ଥ ରେ ହେଉଛି ଯଦି ଆପଣଙ୍କୁ ସ୍ୱପ୍ନରେ କୌଣସି ଭଗବାନଙ୍କର ଦର୍ଶନର ପ୍ରାପ୍ତି ହୋଇଥାଏ ତେବେ ଏହାର ଅର୍ଥ ଏହା କି ଆପଣଙ୍କର ଜୀବନରେ ବହୁତ ଜଲଦି ହିଁ ଖୁସି ଆସିବା ପାଇଁ ଯାଉଛି । ସ୍ୱପ୍ନରେ ଭଗବାନଙ୍କର ଦର୍ଶନର ଅର୍ଥ କିଛି ବଡ ସଫଳତାର ସୂଚନା ଅଟେ । ସେଠିପାଇଁ ଆପଣ ମାନେ ଏହି ସ୍ୱପ୍ନକୁ କେବେବି କାହା ଆଗରେ ସେୟାର କରିବେ ନାହିଁ ନଚେତ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ ନାହିଁ ।

୫- ପଞ୍ଚମ ରେ ହେଉଛି ଯଦି ଆପଣ ସ୍ୱପ୍ନରେ କୌଣସି ପ୍ରକାରର ମାଛ ପହଁରୁଥିବାର ଦେଖନ୍ତି ବା ଆପଣ ବା ଅନ୍ୟ କୌଣସି ଲୋକ ମାଛ ଖାଉଥିବାର ସ୍ୱପ୍ନରେ ଦେଖନ୍ତି ତେବେ କାହାକୁ ବହୁତ ହିଁ ଶୁଭ ମାନାଯାଏ । ସ୍ୱପ୍ନରେ ମାଛ ଦେଖିବାର ଅର୍ଥ ଏହା କି ଅଚାନକ ଧନ ଲାଭ ହେବା । ଆଗକୁ ଆସୁଥିବା ଏକ ମାସ ଭିତରେ ହିଁ ମିଳି ଯାଇଥାଏ । ଯେଉଁଥିପାଇଁ ଆପଣ ମାନେ ଏହି ସ୍ୱପ୍ନକୁ କାହା ଆଗରେ କହିବେ ନାହିଁ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *