ନମସ୍କାର ବନ୍ଧୁଗଣ ତେବେ ଆମେ ଜାଣିଛୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଣିଷର, ହସ୍ତ ଓ କପାଳ ର ରେଖା ଓ ରାଶି ଓ ଜାତକକୁ ନେଇ ମଣିଷର ଭାଗ୍ୟ ସମ୍ଭନ୍ଧୀୟ, ସ୍ଵଭାବ, ବ୍ୟକ୍ତିତ୍ବ ଆଦି ସମ୍ଭନ୍ଧରେ ଜଣାପଡିଥାଏ । କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଣିଷର ନାମ ର ପ୍ରଥମ ଅକ୍ଷର ଦ୍ଵାରା ମଣିଷର ସ୍ଵଭାବ ଓ ବ୍ୟକ୍ତିତ୍ବ ସମ୍ଭନ୍ଧ ରେ ଜଣା ପଡିଥାଏ। ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ବ୍ୟକ୍ତି ର ସ୍ଵଭାଵ ବିଷୟରେ ଜଣାଇଥାଏ ।
ତେବେ ଅନେକ ପ୍ରକାରର ଲୋକ ଅଛନ୍ତି ଦୁନିୟାରେ । ଯେଉଁ ମାନଙ୍କ ସ୍ଵଭାବ ପରସ୍ପର ଠାରୁ ଖୁବ ଅଲଗା ହୋଇ ଥାଏ । ଯଦି ଦେଖିବା ପାଇଁ ଜୀବ ଆସେମାନେ ସବୁ ବେଳେ ଖୁସି ରେ ନ ରହି ସବୁ ବେଳେ ଦୁଃଖରେ ରହିବା ପାଇଁ ପସନ୍ଦ କରନ୍ତି । ଏହି ଭଳି କହିବାର କାରଣ ହେଉଛି କି ଏହି ନାମର ମହିଲା ମାନେ ସବୁ ବେଳ ନିଜକୁ ଦୁଃଖରେ ରଖନ୍ତି।
ତେବେ ସ୍ବାମୀଙ୍କ ଠାରୁ ମିଳିବା ଭଲପାଇବା ସମ୍ମାନ ଓ ତା ସହିତ ସାରା ଜିବନ ତାଙ୍କର ମନର କଥା ଓ ତାଙ୍କ ଇଚ୍ଛାର ସମ୍ମାନ କରିବା ଏମିତି ବହୁତ କିଛି ହୋଇଥାଏ ଯାହା ଜଣେ ଝିଅ ନିଜ ସ୍ବାମୀଙ୍କ ଉପରେ ଏକ୍ସପେଟ କରିଥାଏ ଓ ସାରାଜୀବନ ମନପ୍ରାଣ ଦେଇ ନିଜ ସ୍ବାମୀ ସହ ରହିଥାଏ ଓ ଜୀବନରେ ତାଙ୍କର ବରାବରରେ ସବୁ ସମୟରେ ସାଙ୍ଗରେ ଚାଲିଥାଏ । ସମୟର ସହିତ ସ୍ବାମୀ ସ୍ତ୍ରୀର ସମ୍ପର୍କ ଗଭିର ହୋଇଥାଏ ଓ ତାଙ୍କ ମଧ୍ୟରେ ପ୍ରେମ ଓ ସମ୍ମାନ ଭାବନା ବଢ଼ିବାରେ ଲାଗିଥାଏ।
କିନ୍ତୁ କିଛି ସ୍ଵାମୀ ସ୍ତ୍ରୀଙ୍କ ଜୀବନରେ ବାଲାନ୍ସ ରହି ନଥାଏ । କାହିଁକି ନା ସ୍ବାମୀ ନିଜ ସ୍ତ୍ରୀଙ୍କ ସାଥିରେ ନଥାନ୍ତି, ତାଙ୍କର କଥା ଶୁଣନ୍ତି ନାହିଁ ଓ ତାଙ୍କର ଇଛାଗୁଡିକ ଓ ଭାବନାର ସମ୍ମାନ କରିନଥାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ୨ ଟି ନାମର ଝିଅ ଯିଏ ନିଜ ସ୍ବାମୀଙ୍କ ସହିତ ଜିବନସାରା ଠିକ ସେ ରହିପାରି ନାହାନ୍ତି । ସେମାନଙ୍କୁ ଜୀବନସାରା ତାଙ୍କର ସ୍ବାମୀଠୁ କେବଳ ଦୁଃଖ ମିଳିଥାଏ । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କିଏ ସେହି ଦୁଇଟି ନାମର ସ୍ତ୍ରୀ ଯାହାକୁ କେବେ ବି ସ୍ୱାମୀର ସୁଖ ମିଳେ ନାହିଁ, ବିବାହିତ ଜୀବନର ସୁଖ ମିଳେନାହିଁ।
୧- ପ୍ରଥମ ରେ ହେଉଛି P। ଏହି ନାମର ମହିଳା ମାନେ ନିଜର ସ୍ବାମୀଙ୍କୁ ବହୁତ ପ୍ରେମ କରିଥାନ୍ତି ଓ ତାଙ୍କୁ ଖୁସି ରଖିବା ପାଇଁ ଭରପୁର ଚେଷ୍ଟା କରିଥାନ୍ତି । ସେ ସବୁବେଳେ ନିଜ ସ୍ବାମୀ ପାଇଁ ସଜାଗ ଓ ସମ୍ବେନ୍ଧଶୀଳ ରହିଥାନ୍ତି । ନିଜ ସ୍ବାମୀଙ୍କୁ ଏତେ ଭଲ ପାଆନ୍ତି କି ସେ କେବେ ଚାହାନ୍ତି ନାହିଁ କି ତାଙ୍କ ସ୍ବାମୀ ତାଙ୍କୁ ଛାଡି କି ଅନ୍ୟ କୁଆଡେ ଯାଆନ୍ତୁ ତାଙ୍କୁ ଏହା ଲାଗେ କି ୨୪ ଘଣ୍ଟା ସ୍ବାମୀ ସବୁ କାମ ଛାଡ଼ି ତାଙ୍କୁ ଭଲ ପାଆନ୍ତୁ ।
ଏବେ ଜୀବନ ବଞ୍ଚିବା ପାଇଁ କାମ କରିବା ସେତିକି ହିଁ ଜରୁରୀ ଅଟେ ଯେତିକି ହିଁ ଜରୁରୀ ନିଃଶ୍ୱାସ ନେବା ଓ ପ୍ରେମ କରିବା କିନ୍ତୁ ଏହି କଥା ସେହି ମହିଳାମାନେ ବୁଝିପାରନ୍ତି ନାହିଁ ଓ ଘରେ ରାଗି କି ବସିପଡ଼ନ୍ତି । ଯେଉଁଥି ପାଇଁ ତାଙ୍କ ଘରେ ଆସନ୍ତି ଲାଗି ରହିଥାଏ ଓ ନିଜ ସ୍ଵାମୀଙ୍କ ସହ ସବୁବେଳେ ଝଗଡ଼ା ଲାଗି ରହିଥାଏ।
୨- ଦ୍ଵିତୀୟ ରେ ହେଉଛନ୍ତି S। ଏହି ନାମର ମହିଳା ମାନେ ନିଜ ସ୍ବାମୀ ପାଇଁ ସଂପୂର୍ଣ୍ଣ ଭାବେ ପ୍ରେମଭାବ ରଖି ଥାଆନ୍ତି ଓ ତାଙ୍କର ଭଲ ଭାବରେ ଧ୍ୟାନ ରଖିଥାନ୍ତି ଓ ତାଙ୍କର ସ୍ବାମୀଙ୍କ ପାଇଁ ବହୁତ ହିଁ ସମ୍ବେନ୍ଦନଶୀଳ ହୋଇଥାନ୍ତି ଓ ତାଙ୍କ ପ୍ରତି ପ୍ରେମ୍ ଭାବନା ରଖିଥାନ୍ତି ତାଙ୍କୁ ଭରପୁର ପ୍ରେମ ଦେଇ ତାଙ୍କୁ ନିଜର କରିବାକୁ ଚେଷ୍ଟା କରିଥାନ୍ତି । ଏହି ମହିଳାମାନେ ଚାହାନ୍ତି କି ତାଙ୍କର ଜିବନ ଖୁସିରେ କଟୁ ସେ ସବୁବେଳେ ଚାହାନ୍ତି କି ତାଙ୍କର ସ୍ବାମୀ ତାଙ୍କୁ ସବୁବେଳେ ତାଙ୍କୁ ଭରପୁର ପ୍ରେମ କରନ୍ତୁ ।
କିନ୍ତୁ ଏମିତି ମହିଳାମାନଙ୍କର ଗୋଟେ ଖରାପ ଅଭ୍ୟାସ ତାଙ୍କ ସମ୍ପର୍କରେ ଅସୁବିଧା ସୃଷ୍ଟି କରିବାର କାମ କରିଥାଏ। ସେ ସବୁବେଳେ ଚାହାନ୍ତି କି ତାଙ୍କ ସ୍ୱାମୀ ଯୁଆଡେ ବି ଯିବେ କିମ୍ବା କିଛି କାର୍ଯ୍ୟ କରିବା ପୂର୍ବରୁ ତାଙ୍କୁ ପଚାରିବେ। ତେବେ ଏହା ପାଇଁ ସେମାନେ ସୁଖୀ ରହି ପାରନ୍ତି ନାହିଁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।