ସ୍ବାମୀଙ୍କ ପୂର୍ବରୁ ବୟଫ୍ରେଣ୍ଡଙ୍କ ଠାରୁ ପ୍ରେଗନେଣ୍ଟ ହେଇ ଯାଇଥିଲେ Bollywood ର ଏହି 4 ଫେମସ Actress, ନଂ 3 ଙ୍କ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ !

ନମସ୍କାର ବନ୍ଧୁଗଣ ତେବେ ନିଶ୍ଚିଚ ଭାବେ ଗୋଟିଏ ମହିଳା କୁ ସେତେ ବେଳେ ବହୁତ ଗର୍ବିତ ଲାଗି ଥାଏ ଏବଂ ଗୋଟିଏ ଅଲଗା ପ୍ରକାରର ଅନୁଭବ ଆସି ଥାଏ। ଯେତେ ବେଳେ ସେହି ମହିଳା ଜଣଙ୍କ ଗର୍ଭବତୀ ହୋଇ ଥାଏ । ପରିବାର ସେହି ସମୟ ରେ ସଂମ୍ପର୍ଣ୍ଣ ଭାବେ ସୁଖ ଶାନ୍ତି ରେ ଭରି ଜାଇ ଥାଏ । ହେଲେ ଯଦି ସେହି ଗର୍ଭବତୀ ବିବାହ ପୂର୍ବ ରୁ ହୋଇ ଥାଏ । ତେବେ ସେମିତି ବେଳେ ସୁଖ ଶାନ୍ତୁ ଦୁଇଟି ହିଁ କୁଆଡେ ଗାୟବ୍ ହୋଇ ଜାଇ ଥାଏ ।

ଆପଣ ମାନଙ୍କୁ ଆମେ ଆଜି କିଛି ଏମିତି ଅଭିନେତ୍ରୀ ମାନଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ମାନେ ବିବାହ ପୂର୍ବ ରୁ ନିଜର ପ୍ରେମିକ ଙ୍କ ପାଖରୁ ପ୍ରେଗନେଣ୍ଟ୍ ହୋଇ ଥିଲେ ତେବେ ଆସନ୍ତୁ ଜାଣିନେବା ସେ ଅଭିନେତ୍ରୀ ସବୁ କିଏ ?

୧- ପ୍ରଥମ ରେ ହେଉଛନ୍ତି ସୋଲିନା ଜେଠଲୀ। ତେବେ ପୂର୍ବ ମିସ୍ ଇଣ୍ଡିଆ ବିବାହ ପୂର୍ବ ରୁ ନିଜର ପ୍ରେମିକ ଙ୍କ ପାଖରୁ ପ୍ରେଗନେଣ୍ଟ୍ ହୋଇ ଥିଲେ ଏବଂ ଏଥି୍ ପାଇଁ ସେ ଆବର୍ଶନ୍ ର ସାହାରା ମଧ୍ୟ ନେଇ ଥିଲେ । ପରେ ପରେ ସେ ପିଟର ହଗ୍ ଙ୍କ ସହିତ ବିବାହ କରି ନେଇ ଥିଲେ।ହେଲେ ସବୁଠୁ ଆଶ୍ଚର୍ଯ୍ୟ ର କଥା ଏହା ଲାଗେ କି ଏତେ ସବୁ କଥା ପିଟର୍ ଜାଣିବା ପରେ ବି ସେ ନିଜର ପତ୍ନୀ ଭାବେ ସ୍ୱୀକାର କରି ଥିଲେ।


୨- ଦ୍ଵିତୀୟ ରେ ହେଉଛନ୍ତି କଙ୍କଣ ସେନ୍ ଶର୍ମା। ତେବେ ଆମେ ଏଠାରେ କଙ୍କଣ ଙ୍କ କଥା କହିବା ସେ ବଲିଉଡ ଏବଂ ସାଉଥ ରେ ବହୁତ ଫିଲ୍ମ ମାନଙ୍କ ରେ କାର୍ଯ୍ୟ କରି ଥିବା ବେଳେ ସୃତି ଅନୁସାରେ ବିବାହ ପୂର୍ବ ରୁ ସେ ରଣବୀର ସିରୀ ଙ୍କ ସହିତ ସଂମ୍ପର୍କ ସ୍ଥାପନ କରି ସେ ପ୍ରେଗନେଣ୍ଟ୍ ହୋଇ ଥିଲେ ଏବଂ ପରେ ସେ ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରେଇ ଥିଲେ ଭଲ କଥା କି ସେମାନେ ସେଠାରେ ବିବାହ କରି ଥିଲେ। ଏବଂ ସେମିତି ବେଳେ ପ୍ରାୟ ୧୦ ବର୍ଷ ପରେ ନିଜ ନିଜ ଠାରୁ ସେମାନେ ଅଲଗା ହୋଇ ଗଲେ।


୩- ତୃତୀୟ ରେ ହେଉଛନ୍ତି ଅଭିନେତ୍ରୀ ସାରିକା। ତେବେ ସେହି ପରି ଯଦି ଏଠାରେ ଆମେ ଏହି ଅଭିନେତ୍ରୀ ଙ୍କ କଥା କହିବା ନିଶ୍ଚିତ ଭାବେ ସେହି ଦିନ ମାନଙ୍କ ରେ କମଲ ହାସନ୍ ଙ୍କ ପ୍ରେମ ରେ ପଡି ଥିବା ଏହି ସାରିକା ସାଉଥ ରେ ବହୁତ ଫିଲ୍ମ ରେ କାର୍ଯ୍ୟ କରି ଥିଲେ । ଏବଂ ସେ ସେହି ଦିନ ରେ ପ୍ରେମିକ ଙ୍କ ପାଖରୁ ପ୍ରେଗନେଣ୍ଟ୍ ହୋଇ ଥିଲେ ପରେ ସେମାନେ ଆବର୍ସନ୍ ର ସାହାରା ନେଇ ହେଲେ ପରେ ସେମାନେ ଦୁହେଁ ବିବାହ କରି ଥିଲେ।


୪- ଚତୁର୍ଥ ରେ ହେଉଛନ୍ତି ଅମୃତା ସିଂହ ଅରୋରା। ତେବେ ଅମୃତା ହେଉଛନ୍ତି ମଲାଇକା ଅରୋରା ଖାନ ଙ୍କ ଭଉଣୀ। ତେବେ ଅମୃତା ୨୦୦୯ ରେ ବ୍ୟବସାୟୀ ଶକିଲ ଦଲାକ୍ ଙ୍କୁ ବିବାହ କରିଥିଲେ। ତେବେ ସୂଚନାଯୋଗ୍ୟ ଯେ ସେ ବିବାହ ପୂର୍ବରୁ ହିଁ ଗର୍ଭବତୀ ହୋଇ ଯାଇଥିଲେ ଏବଂ ବିବାହ ର କିଛି ସମୟ ପରେ ସେ ନିଜ ଗର୍ଭବତୀ ହେବାର ଘୋଷଣା କରିଥିଲେ।
ତେବେ ଏହି ଖବର ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *