ସ୍ୱାମୀଙ୍କ ଜୀବନକୁ ସ୍ୱର୍ଗ ପରି ସୁନ୍ଦର କରି ଦିଅନ୍ତି ଏହି 5 ଟି ନାମର ଝିଅ (Astrology)

ନମସ୍କାର ବନ୍ଧୁଗଣ ତେବେ ଜ୍ୟୋତିଷ ଶାସ୍ତ୍ର ରେ ବିବାହ କୁ ନେଇକି କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ତନ୍ମଧ୍ୟରେ ଏହା ବିଷୟରେ ମଧ୍ୟ ଲେଖାଯାଇଛି ଯେ କେତେକ ନାମ ର ଝିଅ ଅଛନ୍ତି ଯିଏ ନିଜ ପତି ଙ୍କ ହୃଦୟ ରେ ରାଣୀ ପରି ରହିଥାନ୍ତି ଓ ତାଙ୍କ ପରିବାରର ମଧ୍ୟ ସମସ୍ତଙ୍କ ପ୍ରିୟ ହୋଇଥାନ୍ତି ଏହା ସହ ଏହି ନାମ ର ଝିଅ ମାନେ ନିଜ ସ୍ୱାମୀ ଙ୍କ ଜୀଵନ କୁ ସ୍ୱର୍ଗ ମଧ୍ୟ କରି ଦେଇଥାନ୍ତି । ତେବେ ଚାଲନ୍ତୁ ଦେଖିବା କିଏ ସେହି ନାମ ର ଝିଅ ଅଟନ୍ତି । ୧- ପ୍ରଥମ ଅକ୍ଷର ହେଉଛି C ନାମର ଝିଅ ମାନେ । ତେବେ ଏହି ନାମର ଝିଅ ମାନେ ବହୁତ ଭଲ ସ୍ଵାମୀ ପାଇବାରେ ସଫଳ ହୋଇଥାନ୍ତି । କାରଣ ଏହି ନାମ ର ଝିଅ ନିଜ ପରିବାର ଓ ପତିଙ୍କ ପ୍ରତି ନିଜକୁ ଉତ୍ସର୍ଗ କରିଥାନ୍ତି । ଏମାନେ ନିଜ ପତି ଙ୍କ ସମେତ ପରିବାର ର ଅନ୍ୟ ସଦସ୍ୟ ଙ୍କ କଥା ମଧ୍ୟ ବହୁତ ଭଲ ଭାବରେ ବୁଝିଥାନ୍ତି । ସମସ୍ତଙ୍କର ଯତ୍ନ ନେଇଥାନ୍ତି । ଏମାନେ ନିଜର ଅଫିସ କାମ ସହିତ ଘର କାମ କୁ ମଧ୍ୟ ଅତି ନିଖୁଣ ଭାବରେ ତୁଲାଇଥାନ୍ତି । ତେଣୁ ସେ ନିଜ ପତି ଙ୍କ ହୃଦୟରେ ଘର କରି ପାରିଥାନ୍ତି ଏବଂ ସ୍ୱାମୀ ର ଜୀଵନ ମଧ୍ୟ ସ୍ୱର୍ଗ ଭଳି ସୁନ୍ଦର କରି ଦେଇଥାନ୍ତି ।

୨- ଦ୍ଵିତୀୟ ରେ ହେଉଛି G ନାମ ଥିବା ଝିଅ ମାନେ । ତେବେ ଏହି ନାମ ର ଝିଅ ମାନେ ମଧ୍ୟ ନିଜ ପତିଙ୍କ ହୃଦୟ ରେ ଜାଗା ବନେଇବାରେ ସଫଳ ହୋଇଥାନ୍ତି । ଏମାନେ ବହୁତ ସ୍ୱଚ୍ଛ ହୃଦୟ ଏବଂ ସରଳ ବିଶ୍ୱାସୀ ପ୍ରକୃତିର ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥି ଙ୍କ ପାଇଁ ସବୁକିଛି କରିଥାନ୍ତି  ।


ଏହି ନାମ ର ଝିଅ ମାନେ ସମସ୍ତଙ୍କୁ ବହୁତ ପ୍ରଭାବିତ କରିପାରିଥାନ୍ତି । ଏମାନଙ୍କର କିଛି ଖାସ ସ୍ଵଭାଵ ପାଇଁ ସେମାନେ ବହୁତ ଶୀଘ୍ର ଅତି ସହଜ ରେ ସମସ୍ତଙ୍କ ମନ ଜିଣି ପାରନ୍ତି । ଏମାନେ ନିଜ ସାଥି ଙ୍କ ବ୍ୟତୀତ ପରିବାର ର ସମସ୍ତ ସଦସ୍ୟଙ୍କ ଯତ୍ନ ନେଇଥାନ୍ତି ଓ ଭଲ ଆଚରଣ ପ୍ରଦର୍ଶନ କରିଥାନ୍ତି ।

୩- ତୃତୀୟ ଅକ୍ଷର ଟି ହେଉଛି S । ତେବେ ଏହି ନାମ ର ଝିଅ ମାନେ ବହୁତ ଖୁସି ମିଯାଜ ର ହୋଇଥାନ୍ତି । ଏମାନେ ବହୁତ ଶାନ୍ତ ଓ ସରଳ ସ୍ଵଭାଵ ର ହୋଇଥାନ୍ତି । ଏମାନେ ବହୁତ ନିରୀହ ହୋଇଥାନ୍ତି ଓ କୌଣସି ପ୍ରକାର ଚାଲାକି କରିନଥାନ୍ତି । ଏମାନେ ନିଜର କୋୖଣସି କଥା କୁ ନେଇ ମନ ରେ ଗର୍ବ କରିନଥାନ୍ତି । ଏହି ଭଳି ପ୍ରକୃତି ପାଇଁ ସେ ନିଜ ଜୀବନ ସାଥୀଙ୍କର ବହୁତ ପ୍ରିୟ ର ପାତ୍ର ହୋଇଥାନ୍ତି । ସେ ନିଜ ପତି ଙ୍କ ସହିତ ପରିବାରର ମଧ୍ୟ ବେଶ ଧ୍ୟାନ ରଖିଥାନ୍ତି । ସେ ନିଜ ସାଥି ଙ୍କୁ କେବେ ବି ଧୋକା ଦେବା ପାଇଁ ଚେଷ୍ଟା କରିନଥାନ୍ତି । ସେମାନେ ପତି ଙ୍କ ହୃଦୟ ର ରାଣୀ ପରି ରହିଥାନ୍ତି ।


୪-ଚତୁର୍ଥ ରେ ହେଉଛି J ଅକ୍ଷର ର ଝିଅ ମାନେ । ତେବେ ଏହି ନାମର ଝିଅ ମାନେ ନିଜ ଆକର୍ଷିତ କାର୍ଯ୍ୟ ବଳ ରେ ନିଜର ପତି ଏବଂ ପରିବାର ସମସ୍ତ ଙ୍କ ର ପ୍ରିୟ ହୋଇଥାନ୍ତି । ସେହି ମାନସମ୍ମାନ ପାଇଥାନ୍ତି ଯାହାର ସିଏ ପ୍ରକୃତ ହକଦାର ହୋଇଥାନ୍ତି । ଏମାନେ ବହୁତ ଭଲ ଓ ଶାନ୍ତ ସ୍ଵଭାଵ ର ହୋଇଥାନ୍ତି । ଏମାନେ ନିଜ ପତି କୁ ବହୁତ ଭଲ ପାଇଥାନ୍ତି ଓ ସମସ୍ତ କାର୍ଯ୍ୟ ରେ ସମ୍ପୂର୍ଣ୍ଣ ସହଯୋଗ କରିଥାନ୍ତି । ତଥା ନିଜର କାର୍ଯ୍ୟ ଦ୍ୱାରା ସେ ନିଜ ସ୍ୱାମୀ ର ଜୀଵନ ସ୍ୱର୍ଗ ଭଳି କରି ଦେଇଥାନ୍ତି ।


୫- ପଞ୍ଚମ ରେ ହେଉଛି P ନାମ ର ଅକ୍ଷର । ତେବେ ଏହି ନାମ ର ଝିଅ ମାନେ ସମୟ ରେ ନିଜର ଜୀବନ ସାଥି ଙ୍କ ପାଇଁ ସେବା ଭାବ ରଖି ଥାନ୍ତି ଏବଂ ଏମାନେ ନିଜର ଜୀବନ ସାଥି ଙ୍କୁ ଆଖି ପଲୋକ ରେ ରଖି ଥାନ୍ତି । ଏମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇ ଥାନ୍ତି । ଏହି ନାମର ମହିଳା ମାନେ ନିଜର ଜୀବନ ସାଥି ଙ୍କୁ ବହୁତ ଖୁସୀ ରେ ରଖନ୍ତି । ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *