ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ହିନ୍ଦୀ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଜେନିଫର ବିଙ୍ଗେଟ । ଜେନିଫର ବିଙ୍ଗେଟ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ନିଜ ସୁନ୍ଦରତା ଓ ନିଜ ଅଭିନୟର ଜଲ୍ବା ଦେଖାଇ ଆଜି ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ଜେନିଫରଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଜେନିଫର ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣ ହେତୁ ଚର୍ଚ୍ଚାରେ ରୁହନ୍ତି ।
ଫ୍ୟାନ୍ସ ମାନଙ୍କ ଭଲ ପାଇବା ଆଉ ନିଜ କଷ୍ଟ ପାଇଁ ସେ ଏତେ ବଡ ସଫଳତା ପାଇଛନ୍ତି । ଆପଣ ମାନେ ତ ଜାଣିଥିବେ ଜେନିଫର 2010 ମସିହାରେ ନିଜ କୋ-ଷ୍ଟାର କରନ ସିଂହ ଗ୍ରୋବରଙ୍କ ସହ ପ୍ରେମ କରିଥିଲେ । ଉଭୟ ଦୁଇ ବର୍ଷ ରିଲେସନରେ ରହିବା ପରେ 2012 ମସିହାରେ ପରସ୍ପରକୁ ବିବାହ କରିଥିଲେ । ବିବାହର ତିନି ବର୍ଷ ପରେ କରନ ବଲିଉଡ ଅଭିନେତ୍ରୀ ବିପାଶା ବାସୁଙ୍କ ସହ ଲଭ ଅଫେୟାର ରଖିଲେ ।
ଏହା ପରେ କରନ ଜେନିଫରଙ୍କୁ ତଲାକ ଦେଇ ବିପାଶାଙ୍କ ସହ ବିବାହ କରିଲେ । ଏବେ ଖବର ଆସୁଛି ଯେ, ଜେନିଫର ପୁଣି ରିଲେସନରେ ରହିଛନ୍ତି । ତାଙ୍କ ନାମ ଟିଭିର ଲୋକପ୍ରିୟ ଅଭିନେତା ହର୍ଷଦ ଚୋପ୍ରାଙ୍କ ସହ ଯୋଡା ହୋଇଛି । ଗତ କିଛି ଦିନ ହେବ ଉଭୟ ହର୍ଷଦ ଓ ଜେନିଫରଙ୍କୁ ଏକା ସହ ଦେଖିବାକୁ ମିଳୁଛି । ହେଲେ ବନ୍ଧୁଗଣ ଏହି ଦୁଇଜଣ ମିଡିଆ ସାମ୍ନାରେ ନିଜ ରିଲେସନକୁ ନେଇ କୌଣସି ବୟାନ ଦେଇ ନାହାନ୍ତି ।
ଜେନିଫର ଆଉ ହର୍ଷଦ ଅଧିକାଂଶ ସମୟ ଏକା ସହ ରହୁଛନ୍ତି । ହର୍ଷଦ ମଧ୍ୟ ଜେନିଫରଙ୍କ ସହ ଅନେକ ସିରିଏଲରେ କାମ କରିଛନ୍ତି । ଉଭୟଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା ଥିଲା ହେଲେ ବର୍ତ୍ତମାନ ଉଭୟ ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡ ଭଳି ରହୁଛନ୍ତି ।
ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।