ନମସ୍କାର ବନ୍ଧୁଗଣ ତେବେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ହେଉଛି ଏକ ଅବିସ୍ମରଣୀୟ ସମ୍ପର୍କ ଯାହା ଉପରେ ଶରୀର, ମନ, ଅର୍ଥ, ସବୁକିଛି ଆମନ୍ତ୍ରିତ ହୁଏ । ଏହା ହେଉଛି ପ୍ରେମର ସମ୍ପର୍କ, ଏହା ଏକ ସମ୍ପର୍କ ଯାହାକୁ ଆମେ ହୃଦୟ ଏବଂ ଆତ୍ମା ସହିତ ଗ୍ରହଣ କରୁ। ଏହା ହେଉଛି ସେହି ସମ୍ପର୍କ ଯାହା ପାଇଁ ଆମେ ଆମ ଜୀବନର ସବୁକିଛି ପରସ୍ପରକୁ ବଳିଦାନ ଦେଇଥାଉ ।ଏବଂ ଏହା ସହିତ, ଆମେ ଆମର ଦିନ, ରାତି, ଆମର ସକାଳ, ସନ୍ଧ୍ୟା ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦେଇଥାଉ।
ଏହାର ପ୍ରତିବଦଳରେ, ଯେତେବେଳେ ଆମେ ସେହି ବ୍ୟକ୍ତିଙ୍କଠାରୁ ପ୍ରେମ ପାଇଥାଉ ନାହିଁ, ଯେତେବେଳେ ଆମେ ସେହି ବ୍ୟକ୍ତିଙ୍କଠାରୁ ସେହି ପ୍ରେମ ପାଇ ନଥାଉ ତେବେ ଆମେ ବହୁତ ଏକୁଟିଆ ହୋଇଥାଉ। ତେବେ ଆଜି ଆମେ ଏକ କାହାଣୀ ମାଧ୍ୟମରେ ଜାଣିବା କି ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ କିପରି ହେବା ଆବଶ୍ୟକ। ତେବେ ଏକ ରାଜ୍ୟରେ ଜଣେ ଯୁବକ ନୂତନ ବିବାହ କରିଥିଲେ।
ତେବେ ବିବାହ ର ସାତ ଦିନ ପରେ ତାଙ୍କୁ କୃଷ୍ଠ ରୋଗ ହୋଇ ଗଲା। ତେବେ ସେତେବେଳେ ଯୁବକ ର ବାପା ମାଆ ଭାଇ ଭଉଣୀ ସମସ୍ତେ ଦୁରେଇ ଗଲେ କିନ୍ତୁ ନୂଆ ବିବାହ କରି ଆସି ଥିବା ସେହି ଯୁବକ ର ସ୍ତ୍ରୀ ନିଜ ସ୍ୱାମୀ ଙ୍କ ଠାରୁ ଦୂରେଇ ନ ଯାଇ ତାଙ୍କ ସେବାରେ ନିଜ ମନପ୍ରାଣ ଲଗାଇଲେ ଏବଂ ନିଜ ପତ୍ନୀ ଧର୍ମ କୁ ନିଭାଇଲେ।
ତେବେ ଏହି ଭଳି ଭାବରେ ୧୫ ବର୍ଷ ବିତିଗଲା ଏବଂ ସେହି ସ୍ତ୍ରୀ ଜଣଙ୍କ ସେହିଭଳି ନିଜ ପତିଙ୍କ ସେବାରେ କାର୍ଯ୍ୟରତ ଥିଲେ। ତେବେ ଦିନେ ସ୍ୱାମୀ ଜଣଙ୍କ ନିଜ ଘର ଦୁଆର ରେ ବସିଥିବା ବେଳେ। ଜଣେ ବେଶ୍ୟା ଯାଇଥିଲା ତେବେ ସେହି ବେଶ୍ୟା କୁ ଦେଖି ସ୍ୱାମୀ ଙ୍କ ର ମନ ମଧ୍ୟ ସେଠାରେ ଲାଗିଗଲା। ତେବେ ସେ ନିଜ ସ୍ତ୍ରୀ ଙ୍କୁ ସବୁ କଥା ଜଣାଇଲେ।
ତେବେ ଆର ଦିନ ସ୍ତ୍ରୀ ନିଜ ସ୍ୱାମୀ ଙ୍କ ଇଚ୍ଛା ସେହି ବେଶ୍ୟା କୁ ଜଣାଇଥିଲେ ତେବେ ବେଶ୍ୟା ଏକଥା ଶୁଣି କହିଥିଲେ କି ଆପଣ ଙ୍କ ପତି ଧର୍ମ ସବୁଆଡେ ଚର୍ଚ୍ଚିତ ତେବେ ଆପଣ ଦେବୀ ଆପଣଙ୍କ କଥା ମୁଁ କେବେବି ଅମାନ୍ୟ କରି ପାରିବି ନାହିଁ। ତେବେ ସେ ତାଙ୍କ ସ୍ୱାମୀ ଙ୍କ ସହ ଭେଟିବା ପାଇଁ ରାଜି ହୋଇଗଲେ। ତେବେ ରାତିରେ ଜଂଗଲ ବାଟରେ ଯାଉ ଜସୁ ସ୍ୱାମୀ ର ପାଦ ସେହି ସାଧୁ ଜଣଙ୍କ ଦେହରେ ସ୍ପର୍ଶ ହୋଇଗଲା ଏବଂ ତାଙ୍କ ସାଧନା ଭଙ୍ଗ ହୋଇଗଲା।
ତେବେ ସାଧୁ କ୍ରୋଧରେ ସେହି ବ୍ୟକ୍ତି କୁ ସୂର୍ଯ୍ୟ ଉଦୟ ହେଲେ କ୍ଷଣି ମୃତ୍ୟୁ ହେବାର ଅଭିଶାପ ଦେଇଦେଲେ। ତେବେ ସ୍ତ୍ରୀ ଏହି କଥା ଶୁଣି ସୂର୍ଯ୍ୟ ଦେବତା ଙ୍କୁ ପାର୍ଥନା କରି କହିଥିଲେ କି ଯଦି ମୁଁ ସତୀ ଏବଂ ନିଜ ପତି ଙ୍କ ଛଡା ଆଉ କାହା କଥା ଭାବି ନାହିଁ ତେବେ ଆପଣ ଉଦୟ ହେବେ ନାହିଁ।ତେବେ ସୂର୍ଯ୍ୟ ଦେବତା ଉଦୟ ନ ହେବାରୁ ଚାରି ଆଡ଼େ ହାହାକାର ଉଠିଲା ।
ତେବେ ଶେଷ ରେ ସତୀ ଅନୁସୟା ସେହି ସ୍ତ୍ରୀ ଙ୍କୁ ସ୍ୱାମୀ ଙ୍କ ଜୀଵନ ଦେବେ ବୋଲି ଵଚନ ଦେଇଦେଲେ। ତେବେ ଏହା ହେଲା ସୂର୍ଯ୍ୟ ଉଦୟ ପରେ ସ୍ୱାମୀ ଙ୍କ ର ମୃତ୍ୟୁ ହୋଇଗଲା ଏବଂ ସତୀ ଅନୁସୟା ନିଜ ସତିତ୍ୱ ବଳ ରେ ସ୍ୱାମୀ ଙ୍କୁ ଜୀଵନ ଦାନ ଦେଇଦେଲେ ଏବଂ ତାଙ୍କ କୃଷ୍ଠ ରୋଗ ମଧ୍ୟ ଭଲ ହୋଇ ଗଲା।ତେବେ ସର୍ଵଦା ଏହି ପରି ଭାବରେ ପତି ଏବଂ ପତ୍ନୀ ଧର୍ମ ପାଳନ କରିବା ଉଚିତ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।