ସମସ୍ତଙ୍କ ସାମ୍ନାରେ ରାସ୍ତା ମଝିରେ ସ୍ଵାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଚାଲିଲା ହାଇଡ୍ରାମା, Video ଦେଖିଲେ ଆପଣ ବି ହେବେ କାବା ! ଦେଖନ୍ତୁ…

ବନ୍ଧୁଗଣ, ସ୍ଵାମୀ-ସ୍ତ୍ରୀ ଏଭଳି ଏକ ସମ୍ପର୍କ ଯାହାକୁ ସମସ୍ତେ ବହୁତ ମାନ୍ୟତା ଦେଇଥାନ୍ତି । ବିବାହ ପରେ ଜନ୍ମଜନ୍ମାନ୍ତର ସାଥି ଭାବେ ଦୁଇଟି ମନ ଗୋଟିଏ ହୋଇଥାନ୍ତି । ମାତ୍ର ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଯାଜପୁର ପାଣିକୋଇଲି ଛକରେ ଏହି ହାଇଡ୍ରାମା ଦେଖିବାକୁ ମିଳିଛି । ବିଚ ରାସ୍ତାରେ ଭେଟା ଭେଟି ହୋଇଛନ୍ତି ସ୍ଵାମୀ ସ୍ତ୍ରୀ ।

ଏହି ଘଟଣା ଟି ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଦିନ ୧୨ ଟା ରେ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ବିଚ ରାସ୍ତାରେ ଲୋକ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ତେବେ ଏଠାରେ ସଂପୂର୍ଣ୍ଣ ମାମଲା ଟି ହେଉଛି ହଟାତ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ମଧ୍ୟରେ ଝଗଡା ଲାଗୁଥିବାର ଦେଖି ଲୋକମାନେ ରୁଣ୍ଡ ହୋଇଯାଇଥିଲେ ରାସ୍ତାରେ । ଚାଲିଥିଲା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଭୀଷଣ ଝଗଡା ।

ବିଚ ରାସ୍ତାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତରକ ଆରମ୍ଭ ହୋଇଥିଲା ଏବଂ ଯାହା ଶେଷରେ କଳିଝଗଡା ର ରୂପ ନେଲା । ତେବେ ଏଠାରେ ଜାଣିବାକୁ ମିଳିଥିଲା ଯେ ମହିଳା ଜଣକ ନିଜ ଘରୁ ଏହିଭଳି ବାରମ୍ବାର କେଉଁଆଡେ ଚାଲି ଜାଆନ୍ତି । ଯାହା କି ଏହି କଳି ର ମୁଖ୍ୟ କାରଣ ଥିଲା । ପାଣିକୋଇଲି ଛକ ରେ ଏହି ସ୍ଵାମୀ ସ୍ତ୍ରୀ ଙ୍କ ଝଗଡା ଦିନ ଦି ପହରେ ଲୋକ ଙ୍କୁ ରୁଣ୍ଡ କରିଥିଲା ।

ଦୁହି ଙ୍କ ଭିତରେ ଚାଲିଥିଲା କଥା କଟା କାଟି । ଆହୁରି ପୁଣି ସ୍ଵାମୀ ସ୍ତ୍ରୀ ପରସ୍ପର କୁ ଦୋଷ ଲଗାଇବାରେ ବ୍ୟସ୍ତ ଥିଲେ । ତେବେ ଏଠାରେ ସ୍ଵାମୀ ଙ୍କର ଅଭିଯୋଗ ଅନୁଯାୟୀ ମହିଳା ଜଣଙ୍କ ଘରେ କାହାକୁ ନ ଜଣାଇ କେଉଁଆଡେ ଚାଲି ଜାଆନ୍ତି । ଆଉ ଆଜି ବିଚ ରାସ୍ତାରେ ତାଙ୍କୁ ଧରି ପଚରା ଉଛର କରିବାରୁ ଝଗଡା ଆରମ୍ଭ ହୋଇଥିଲା ।

ଅନ୍ୟ ପଟରେ ପାଣିକୋଇଲି ପୋଲିସ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କୁ ନେଇ ଥାନା ରେ ପଚରା ଉଚରା କରୁଛି । ତେବେ ବନ୍ଧୁଗଣ ସ୍ଵାମୀ ସ୍ତ୍ରୀ ଏହିଭଳି ରାସ୍ତା ମଝିରେ ଝଗଡା କରିବା ତଥା ଲୋକ ମାନଙ୍କୁ ରୁଣ୍ଡ କରିବା କେତେ ଦୂରେ ସଠିକ ? ଘର କଥା ଘରେ ରହିଲେ ସୁନ୍ଦର ଲାଗେ ମାତ୍ର ଆଜିଭଳି ଦିନରେ ଘର କଥା ଦାଣ୍ଡରେ ପଡି ହାଟରେ ଉଠିବାରେ ଲାଗିଛି । ତେବେ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *