ଭୟଙ୍କର ଖୁଲାସା ! ସ୍ତ୍ରୀ ରଖୁଥିଲା ଅନୈତିକ ସମ୍ପର୍କ ସ୍ୱାମୀ କରୁଥିଲା ରେକର୍ଡ, ଘରର ପ୍ରତିଟି କୋଣରେ ଥିଲା…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ ବଡ ଲୋକ ହେବା ନିମନ୍ତେ କିଛି ଏଭଳି କାଣ୍ଡ କରିଛନ୍ତି ଯାହା ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡୁଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ବଡଲୋକ ହେବାର ଇଛାଶକ୍ତି ଉଭୟ ଙ୍କୁ ଏଭଳି ଭାବରେ ଅନ୍ଧ କରି ପକାଇ ଥିଲା ଯେ ସେମାନେ ସବୁକିଛି ଭୁଲି ଇଜ୍ଜତ ବିକିବାକୁ ପଛାଇଲେ ନାହିଁ । ପୁଳା ପୁଳା ଟଙ୍କା ଲୋଭ ରେ ଅର୍ଚ୍ଚନା ଙ୍କ କଳାକାରନାମା କୁ ରେକର୍ଡ କରୁଥିଲେ ଜଗବନ୍ଧୁ ।

ଅର୍ଚ୍ଚନା ଙ୍କ ଏହିଭଳି କାଣ୍ଡ ଭିଆଇବାରେ ସାଥ ଦେଇଥିଲେ ତାଙ୍କୁ ବିବାହ କରି ଘରକୁ ଆଣିଥିବା ତାଙ୍କର ସ୍ଵାମୀ ଜଗବନ୍ଧୁ । ଜଗବନ୍ଧୁ ଘରର ପ୍ରତିଟି କୋଣରେ ଖଞ୍ଜିଥିଲେ ସିକ୍ରେଟ କ୍ୟାମେରା । ଯେଉଁ କ୍ୟାମେରାରେ ସବୁ ବଡ ବଡିଆ ଙ୍କର କଳା କାରନାମା ରେକର୍ଡ ହେଉଥିଲା ତେବେ ଅର୍ଚ୍ଚନା ଙ୍କ ପାଖରେ ଥିବା ଝିଅ ମାନଙ୍କୁ ମୋବାଇଲ ରେ କିଭଳି ଭିଡିଓ ରେକରଡିଙ୍ଗ କରାଯାଇପାରିବ ତାହା ମଧ୍ୟ ଶିଖାଉଥିଲେ ଜଗବନ୍ଧୁ ।

ମୋଟ ଉପରେ କହିବାକୁ ଗଲେ ଜଗବନ୍ଧୁ ଥିଲେ ଫିଲ୍ମ ମେକର । ସ୍ତ୍ରୀ ସାହାର୍ଯ୍ୟରେ କରୁଥିଲେ ଅଶ୍ଳୀଳ ଚଳଚିତ୍ର । ଜଗବନ୍ଧୁ ନେତା ତଥା ବିଲଡର ମାନଙ୍କର ଲିଷ୍ଟ କରିବା ପରେ ଫୋନ କରି ଫସାଇବାକୁ ଅର୍ଚ୍ଚନା ନାଗ ଙ୍କୁ କହୁଥିଲେ । ଆଉ ଶିକାର ଫସିଗଲା ପରେ ଆରମ୍ଭ ହେଉଥିଲା ଦ-ଏହର ଖେଳ । ଏହି ଖେଳକୁ କ୍ୟାମେରାରେ ରେକର୍ଡ କରୁଥିଲେ ସ୍ଵାମୀ ଜଗବନ୍ଧୁ ।

ଆଉ ଏହା ପରେ ବ୍ଲଆ-କମେଲ କରି ଆଦାୟ କରୁଥିଲେ ପୁଳା ପୁଳା ଟଙ୍କା । ତେବେ ଟଙ୍କା ବ୍ୟବହାର ଲାଗି ନିଜ ଇଜ୍ଜତ କୁ ଏହିଭଳି ଭାବରେ ନିଲାମ କରିବା କେତେ ଦୂରେ ଠିକ ? ଟଙ୍କା ରୋଜଗାର କରି ବଡ ଲୋକ ହେଇ କି ଲାଭ ଯେଉଁ ମଣିଷ ର ଚରିତ୍ର ବୋଲି କିଛି ନଥିବ । ବାହାରୁ ସୁନ୍ଦର ହେଲେ ଭିତରରେ ଏଭଳି କାଣ୍ଡ ଭିଆଇବାର ପ୍ଲାନ କୁ ମାଣିବାକୁ ହେବ ।

ଉଭୟ ଙ୍କୁ ଦେଖିଲେ ସେମାନଙ୍କୁ କେହି କହିବେ ନାହିଁ ଯେ ସେମାନେ ଏଭଳି କିଛି କରିପାରିବେ । ମାତ୍ର ଏହା ନ ଲାଗିଲେ ମଧ୍ୟ ଏହା ନିରାଟ ସତ୍ୟ । ପୋଲିସ ଙ୍କ ତଦନ୍ତସୂତ୍ର ରୁ ବହୁତ କଥା ସାମ୍ନା କୁ ଆସିଲାଣି ଆଗକୁ କେଉଁ କେଉଁ ପର୍ଦାଫାର୍ଶ ହେଉଛି ତାହା ଦେଖିବା ବାକି ରହିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବାରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *