ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ହେଉଛନ୍ତି ଜଣେ ରାଜନୀତିଜ୍ଞ ଓ ସମାଜସେବୀ । ସେ ସବୁବେଳେ ନିଜ ସମାଜସେବା ଓ ନିଜ କଡା ବୟାନ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ରାଜନୀତି ସହିତ ସୁର ଭାଇ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ସେ ଅନେକ ଓଡିଆ ଆଲବମ ଗୀତ ଗାଇଛନ୍ତି ଓ ଅନେକ ଆଲବମ ଗୀତରେ ଅଭିନୟ ମଧ୍ୟ କରିଛନ୍ତି ।
ତେବେ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ସୁର ଭାଇ ଏହି ଭିଡିଓରେ ଯାହା ସବୁ କହୁଛନ୍ତି ଆପଣ ମାନେ ଶୁଣିଲେ ନିଜ ହସ ରୋକିପାରିବେ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଗତ କିଛି ଦିନ ତଳେ ଏକ ଖବର ଆସିଥିଲା ଯାହା ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବନ୍ଧୁଗଣ କେନ୍ଦ୍ରପଡା ଜିଲ୍ଲାର ଜଣେ ଡାକ୍ତରଙ୍କ ୧୪ଟି ଥିବାର ଖବର ବିଷୟରେ ତ ଆପଣ ମାନେ ନିଶ୍ଚୟ ଶୁଣିଥିବେ । ତେବେ ସୁର ଭାଇ ଏହି ଖବରକୁ ନେଇ ନିଜର କଡା ପ୍ରତିକ୍ରିୟା ରଖିଛନ୍ତି ।
ସୁର ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଏ ସୁପ୍ରିମ କୋର୍ଟ ଲୟର, ପୋଲିସ, କୋଟିପତି, ଡାକ୍ତର ମୋ ବୋପା ଲୋ କି ବାଣ କିରେ ତାର । କେନ୍ଦ୍ରାପଡା ଓହୋ କି ବାଣରେ କେନ୍ଦ୍ରାପଡିଆ ତମେ । ଏମିତି ଫୁଟା ଶଳା ଦଶରଥଙ୍କର ବି ତିନିଟା ଥିଲା ୟାର ୧୪ । ସାରଥିଙ୍କର ତ ରୁମ ଯେତେ ତାଙ୍କର ରୁମ ଯେତିକି ସେ ସେତିକି ନାରୀଙ୍କ ସହ ଖେଳ କରନ୍ତି’ । ଆଗକୁ ସେ କହିଛନ୍ତି-‘ମୁ ଶୁଣିଥିଲି ହାଇଦ୍ରାବାଦ ନିଜାମଙ୍କର ଥିଲା ୩୬୦ ସ୍ତ୍ରୀ ।
ସେଥିରେ ୬୦ ହିନ୍ଦୁ ଆଉ ୩୦୦ ହେଉଛନ୍ତି ମୁସଲମାନ । ସେ ପ୍ରଥମ ଦିନ ଯାହାକୁ ଧରନ୍ତି ତା ସହ ଏଞ୍ଜୋଏ କରନ୍ତି ଆଉ ତାକୁ ସ୍ତ୍ରୀ ରୂପେ ଗ୍ରହଣ କରନ୍ତି । ମଦ ପିଇକି ଯେଉଁ ଦିନ ଯାହା ରୁମରେ ପଶିଲେ ସେ ଦିନ ସେ ମହିଳା ହେଉଛି ତାଙ୍କ ସ୍ତ୍ରୀ । ଆଉ ଏ ୧୪ ମୁ ଭାବିଲି ଯାହା ହଉ ଓଡିଆ ଟୋକା ଗୋଟେ ବାଟ ଏମିତି ଫିଟେଇଛି’ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।