ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି । ଜଣେ ରାଜନେତା ହୋଇ ସୁର ଭାଇ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅଧିକାଂଶ ସମୟ ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ କିଛି ଅଲଗା କାରଣ ପାଇଁ ସୁର ଭାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସୁର ଭାଇ ଏବେ ତାଙ୍କ ଲେଟେଷ୍ଟ ଲୁକ୍ ପାଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି । ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଭିଡିଓରେ ସୁର ଭାଇଙ୍କ ଲେଟେଷ୍ଟ ଲୁକ୍ ଦେଖି ଲୋକ ମାନେ ବହୁତ ଖୁସି ହେଉଛନ୍ତି । ଖାସ କରି ସୁର ଭାଇଙ୍କ ଫ୍ୟାନ୍ସ ମାନଙ୍କ ମୁହଁରେ ହସ ଫୁଟି ଯାଉଛି । ତେଣୁ ବନ୍ଧୁଗଣ ଆପଣ ମାନେ ବି ସୁର ଭାଇଙ୍କ ଲେଟେଷ୍ଟ ଲୁକ୍ ର ଏହି ଭିଡିଓଟିକୁ ଟିକେ ଭଲ ଭାବରେ ଦେଖନ୍ତୁ । ଗତ କିଛି ମାସ ତଳେ ସାଉଥର ସୁପର ହିଟ ଫିଲ୍ମ ‘ପୁଷ୍ପା’ ରିଲିଜ ହୋଇଥିଲା ।
ପୁଷ୍ପା ଫିଲ୍ମ ଆସିବା ପରେ ସମସ୍ତେ ପୁଷ୍ପା ଷ୍ଟାଇଲକୁ କପି କରିଥିଲେ । କିଏ ପୁଷ୍ପାର ଡାଇଲାଗ ତ କିଏ ପୁଷ୍ପାର ଗୀତରେ ଷ୍ଟାଇଲ ମାରିଥିଲେ । ହେଲେ ପୁଷ୍ପା ଷ୍ଟାଇଲକୁ ଦେଖି ସୁର ଭାଇ ନିଜର ଏକ ନୂଆ ଷ୍ଟାଇଲ ବାହାର କରିଛନ୍ତି । ଭାଇରାଲ ହେଉଥିବା ଭିଡିଓରେ ସୁର ଭାଇଙ୍କ ଚଷମା ପିନ୍ଧିବା ଷ୍ଟାଇଲ ଦେଖନ୍ତୁ । ସୁର ଭାଇ ଏକ ନିଆରା ଢଙ୍ଗରେ ଚଷମା ପିନ୍ଧୁ ଛନ୍ତି ।
ଆଉ ଚଷମା ପିନ୍ଧିବା ପରେ ସୁର ଭାଇ କ୍ୟାମେରାକୁ ଏକ ନୂଆ ଷ୍ଟାଇଲରେ କିଛି ସମୟ ଚାହୁଁ ଛନ୍ତି । ଆଉ ଏହା ପରେ ସୁର ଭାଇ ନିଜ ଷ୍ଟାଇଲରେ ହାତଟିକୁ ହଲାଇ ଚାଲି ଯାଉଛନ୍ତି । ସୁର ଭାଇ ନିଜ ଲେଟେଷ୍ଟ ଷ୍ଟାଇଲ ପାଇଁ ଏବେ ବହୁତ ଚର୍ଚ୍ଚାରେ ଅଛନ୍ତି ।
ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ଷ୍ଟାଇଲ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।