‘ଏ ବୟସରେ କ’ଣ ଶ୍ଵଶୁରଙ୍କର ବେଡରୁମ ଦରକାର ? ତୁମେ ବୁଢା ହେଲଣି ହୋ….’ Tapaswini ଙ୍କ ଶ୍ବଶୁରଙ୍କ ବିଷୟରେ Sura ଭାଇ ଯାହା କହିଲେ ନା…ଦେଖନ୍ତୁ ଏହି Video

ବନ୍ଧୁଗଣ, ବହୁ ଚର୍ଚ୍ଚିତ ତପସ୍ଵିନୀ ଏବଂ ସୁମିତ ମାମଲାର ବର୍ତ୍ତମାନ ଅନ୍ତ ଘଟିଛି । ୨ ମାସ ପାଖାପାଖି ଚାଲିଆସିଥିବା ଏହି ଘଟଣା ଟି ବର୍ତ୍ତମାନ ଏକ ନିର୍ଦ୍ଧାରିତ ନିର୍ଣ୍ଣୟ ଉପରେ ସ୍ଥଗିତ ହୋଇଛି । ଏହାକୁ ନେଇ ବର୍ତ୍ତମାନ ସାଂସଦ ସୁର ରାଉତରାୟ କିଛି ଏଭଳି କହିଛନ୍ତି, ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ସୁର ରାଉତରାୟ କହିଛନ୍ତି ଯେ, ତପସ୍ଵିନୀ ଙ୍କୁ ବର୍ତ୍ତମାନ କୋର୍ଟ ତରଫରୁ ଯେଉଁ ଅଡର ହେଇଛି, ତାହା ଏକ ବିଉଟିଫୁଲ ଅଡର ଅଟେ । ମାତ୍ର ଡାକ୍ତର ସୁମିତ ଙ୍କର କଣ ମୁଣ୍ଡ ଖରାପ ହୋଇଯାଇଥିଲା ?

ତପସ୍ଵିନୀ ସହିତ ପ୍ରେମ କଲେ ୩ ବର୍ଷ, ଏହା ପରେ ଯାଇ କୋର୍ଟ ରେ ବିବାହ କଲେ, ଏହାପରେ ଶୁଆସୁଇ କଲେ, ଏହାପରେ ତପସ୍ଵିନୀ ପ୍ରେଗନାଣ୍ଟ ହେଲେ, ସୁମିତ ବାପା ଆବ୍ରୋସନ କରାଇଲା । ମାତ୍ର ଏହା କଣ ଗୋଟେ ପ୍ରହସନ ଚାଲିଛି ? ସେ କଣ ଆଉ ଗୋଟେ ଝିଅ ଧରି ବୁଲୁଛି ? କିନ୍ତୁ ମୁଁ ଜାଣିନି ସେ ଝିଅ ଧରି ବୁଲୁଛି କି ପୁଅ ଧରି ବୁଲୁଛି ।

କିନ୍ତୁ କୋର୍ଟ ବିଉଟିଫୁଲ ଅଡର ଦେଇଛନ୍ତି ସେଥିପାଇଁ ଧନ୍ୟବାଦ । ସୁମିତ ସହିତ ତପସ୍ଵିନୀ ସାସୁ ଶଶୁର ଙ୍କୁ ମଧ୍ୟ ଅନୁରୋଧ କି ତାକୁ ସ୍ତ୍ରୀ ରୂପେ ତଥା ବୋହୁ ରୂପେ ଘରେ ରଖ । ମାତ୍ର ସୁମିତ ଘର ଲୋକେ କହିଛନ୍ତି ଯେ ତପସ୍ଵିନୀ ବେଡ ରୁମ ରେ ରହିବେନି ଉପର ଘରେ ରହିବେ । ଏହାକୁ ନେଇ ସୁର କହିଲେ ଯେ ଶ୍ଵଶୁର ଙ୍କର କଣ ଏହି ବୟସରେ ବେଡ ରୁମ ଦରକାର ? ସେ କାଇଁ ଏତେ ବେଡରୁମ କରୁଛନ୍ତି ?

ତମେ ବୁଢା ହୋଇଗଲାଣି ଯାଇ ଉପରେ ରୁହ ଆଉ ତଳକୁ ଓଲ୍ହାଅନି । ଶ୍ଵଶୁର ଙ୍କୁ ଉପରେ ରହିବା ଦରକାର, ଏବଂ ତପସ୍ଵିନୀ ଙ୍କୁ ବେଡରୁମ ଛାଡିଦେବା ଦରକାର । ତା’ ହେଲେ ଖୁବ ଭଲ ହେବ । ତେବେ ଏହିଭଳି ସୁର ରାଉତରାୟ ନିଜର ମନ୍ତବ୍ୟ ଦେଇଛନ୍ତି । କେବଳ ସୁର ନୁହନ୍ତି ସାରା ଓଡିଶା ବାସୀ ମଧ୍ୟ ମାନ୍ୟବର କୋର୍ଟ ର ଏହି ନିଷ୍ପତ୍ତି ରେ ବହୁତ ଖୁସି ଅଛନ୍ତି ।

କାରଣ ଦୀର୍ଘ ଦିନର କଷ୍ଟ ପରେ ତପସ୍ଵିନୀ ଙ୍କୁ ବର୍ତ୍ତମାନ ତାଙ୍କର ଅଧିକାର ମିଳି ପାରିଛି । ତପସ୍ଵିନୀ ମଧ୍ୟ ମି-ଡି-ଆ ମାଧ୍ୟମରେ ଓଡିଶା ବାସୀ ଙ୍କୁ ଧନ୍ୟବାଦ ଦେଇଛନ୍ତି । ବନ୍ଧୁଗଣ ଏହି ବିଶେଷ ଟିପ୍ପଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *