‘ଲଜ୍ୟା ଲାଗୁନି ଦାଢି କାଟିଦିଅ…’ PM Modi ଙ୍କ ପାଇଁ ହଠାତ ମିଡିଆ ଆଗରେ କଂଗ୍ରେସ ବିଧାୟକ Sura Routray ଯାହା କହିଲେ ନା…ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

କଂଗ୍ରେସ ନେତା ସୁର ରାଉତରାୟ ସବୁବେଳେ ନିଜର କୌଣସି ନା କୌଣସି ମନ୍ତବ୍ୟକୁ ନେଇ ଚର୍ଚାରେ ରହିଥାନ୍ତି । ସେ ସବୁ ସାମାଜିକ, ରାଜନୈତିକ ଓ ଅନ୍ୟ କେତେକ ମାମଲାରେ ନିଜର ମନ୍ତବ୍ୟ ଦେଇଥାନ୍ତି । କେତେକ ଆନ୍ଦୋଳନରେ ସାମିଲ ହୁଅନ୍ତି । କହିବାକୁ ଗଲେ ତପସ୍ଵିନୀ ଓ ସୁମିତଙ୍କ ମାମଲାରେ ବି ସୁର ଭାଇ କିଛି ନା କିଛି ରାୟ ଦେଇଥାନ୍ତି । ଯାହାକି ବହୁତ ଅଜବ ଗଜବ ହୋଇଥାଏ । ସେ ଓଡିଶାର ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଛାଡନ୍ତି ନାହିଁ ।

ସେ ତାଙ୍କ ବିଷୟରେ ବି ଗଣମାଧ୍ୟମ ସାମ୍ନାକୁ ଆସି କହିଥାନ୍ତି । ବେଳେ ବେଳେ ତାଙ୍କ କଥା ମଜାଦାର ଲାଗେ କିନ୍ତୁ ସେ ସତ କୁହନ୍ତି । କହିବାକୁ ଗଲେ ପୁଣି ଥରେ ସେ ନବୀନ ପଟ୍ଟନାୟକ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ବି କହିଛନ୍ତି । ଯାହାକୁ ଶୁଣିବା ପରେ ଆପଣଙ୍କୁ ହସ ବି ଲାଗି ପାରେ । ସେ କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସପକ୍ଷରେ କୁହନ୍ତି ତ କେତେବେଳେ ବିପକ୍ଷରେ କୁହନ୍ତି ।

କିନ୍ତୁ ବର୍ତ୍ତମାନ ସେ ମୋଦୀଙ୍କ ସପକ୍ଷରେ କହୁଥିବାର ନଜର ଆସିଛନ୍ତି । ସୁର ରାଉତରାୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ତଳେ ପଞ୍ଜାବ ଗସ୍ତରେ ଯାଇଥିଲେ ଓ ସେହି ସମୟରେ ତାଙ୍କ ସହିତ ଯେଉଁ ବ୍ୟବହାର ହୋଇଛି ତାହା ବିଷୟରେ ସୁର ଭାଇ ଗଣମାଧ୍ୟମକୁ କହୁଥିବାର ନଜର ଆସିଛନ୍ତି । ସେ କହିଲେ କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ସମସ୍ତଙ୍କୁ ସମ୍ମାନ ଦେବା ଉଚିତ ।

ସେ ଯେ କୌଣସି ବି ପାର୍ଟିର ହୋଇଥିଲେ ବି ତାଙ୍କୁ ସମ୍ମାନ ଦେବା ଉଚିତ । ମୋଦୀଙ୍କ ସହ ଯେଉଁଭଳି ପ୍ରକାରର ବ୍ୟବହାର କରାଗଲା ତାହା ଠିକ ନୁହେଁ । ଏହା ସମ୍ପୂର୍ଣ ରୂପରେ ଭୁଲ । ଭାରତର ପ୍ରଧାନମନ୍ତ୍ରୀ ଅଟନ୍ତି । କିନ୍ତୁ ତାଙ୍କୁ ଅଧ ଘଣ୍ଟା ଅଟକାଇ ଶେଷରେ ଫେରାଇ ଦେବା ଏହା ଉଚିତ ନୁହେଁ ।

ସେ ପ୍ରଥମେ ମୋଦୀଙ୍କ ସହ ଖରାପ ହୋଇଛି ବୋଲି କହୁଥିଲେ କିନ୍ତୁ ଶେଷରେ ମୋଦୀଙ୍କ ବିପକ୍ଷରେ କହିବା ଆରମ୍ଭ କରିଦେଲେ । ସେ କହିଲେ କି ମୋଦୀ ଅଧିକା କହି ଦେଉଛନ୍ତି । ମୋଦୀର କଣ କହିବା ଦରକାର ମୁଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଞ୍ଚିଗଲି । ତା ହେଲେ ତୁ ଗଲୁନି ସେହି ବ୍ରିଜ ତଳେ ଶୋଇ ଗଲୁନି । ଶେଷରେ ସୁର ଭାଇ କହିଲେ କି ମୁଁ ବଞ୍ଚିଗଲି ପଞ୍ଚାବ ମୁଖ୍ୟ ମନ୍ତ୍ରୀଙ୍କ ପାଇଁ । ଲଜ୍ୟା ଲାଗୁନି ନରେନ୍ଦ୍ର ମୋଦୀ । ଦାଢି କାଟି ଦେ ।

Leave a Reply

Your email address will not be published. Required fields are marked *