Sunny Deol ଙ୍କୁ ବହୁତ ଡରନ୍ତି Bollywood ର ଏହି 2 ଲୋକପ୍ରିୟ ଅଭିନେତ୍ରୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।


ତେବେ ସେହି ଅଭିନେତା ଜଣକ ହେଉଛନ୍ତି ସନି ଦେଓଲ । ଆପଣ ମାନେ ସମସ୍ତେ ସନିଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ସନି ନିଜ ଦମଦାର ଅଭିନୟ ଦ୍ଵାରା ବହୁତ ଲୋକ ପ୍ରିୟତା ହାସଲ କରିଛନ୍ତି । ଗୋଟେ ସମୟରେ ସନିଙ୍କର ସମସ୍ତ ଫିଲ୍ମ ସୁପର ହିଟ ହେଉଥିଲା ଓ ତାଙ୍କ ସହ ଅଭିନୟ କରିବା ପାଇଁ ଅଭିନେତ୍ରୀ ମାନେ ଇଛା କରୁଥିଲେ ।

ହେଲେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଦୁଇଟି ଅଭିନେତ୍ରୀ ଥିଲେ ଯେଉଁ ମାନେ ସନିଙ୍କୁ ବହୁତ ଭୟ କରୁଥିଲେ । ତେବେ ଆଜିଆମେ ଆପଣ ମାନଙ୍କୁ ଏହି ଦୁଇଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

୧- ପ୍ରଥମରେ ହେଉଛନ୍ତି ଶ୍ରୀଦେବୀ । ତେବେ ଶ୍ରୀଦେବୀ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଶ୍ରୀଦେବୀଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ତେବେ ଗୋଟେ ସମୟ ଏପରି ଥିଲା ଯେବେ ଶ୍ରୀଦେବୀ ଅଭିନେତା ସନି ଦେଓଲଙ୍କୁ ବହୁତ ଭୟ କରୁଥିଲେ । ଫିଲ୍ମ ‘ଘାୟଲ’ ପାଇଁ ପ୍ରଥମେ ଶ୍ରୀଦେବୀଙ୍କୁ ବଛା ହୋଇଥିଲା ।

ଏମିତିକି ଏହି ଫିଲ୍ମ ପାଇଁ ସନି ନିଜେ ଶ୍ରୀଦେବୀଙ୍କ ସହ ସମ୍ପର୍କ କରିଥିଲେ ହେଲେ ଶ୍ରୀଦେବୀ ଏହି ଫିଲ୍ମରେ କାମ କରିବା ପାଇଁ ମନା କରି ଦେଇଥିଲେ ।  କିନ୍ତୁ ଏହି ଫିଲ୍ମ ପୂର୍ବରୁ ସନି ଓ ଶ୍ରୀଦେବୀ ‘ସଲ୍ତାନତ, ଯୋସିଲେ ଓ ନିଘାଏ’ ଆଦି ଫିଲ୍ମରେ କାମ କରିଥିଲେ । ହେଲେ ବନ୍ଧୁଗଣ ଫିଲ୍ମ ‘ଘାୟଲ’ ପାଇଁ ଶ୍ରୀଦେବୀ ମନା କରିଦେଇଥିଲେ ଓ ତାଙ୍କ ଭୟର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ।


୨- ଦ୍ଵିତୀୟ ରେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ । ତେବେ ଐଶ୍ଵର୍ଯ୍ୟ ରାୟ ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ଐଶ୍ଵର୍ଯ୍ୟ ବଲିଉଡର ସମସ୍ତ ଦିଗଜ ଅଭିନେତା ମାନଙ୍କ ସହ କାମ କରିଛନ୍ତି ହେଲେ ସେ ସନି ଦେଓଲଙ୍କ ସହ କାମ କରିନହାନ୍ତି । ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ ସନି କହିଥିଲେ, ଗୋଟେ ଫିଲ୍ମରେ କାମ କରିବା ପାଇଁ ସନି ଐଶ୍ଵର୍ଯ୍ୟଙ୍କୁ ପ୍ରପୋସଲ ଦେଇଥିଲେ ହେଲେ ଐଶ୍ଵର୍ଯ୍ୟ ସେହି ଫିଲ୍ମରେ କାମ କରିବା ପାଇଁ ମନା କରି ଦେଇଥିଲେ ।

ସନିଙ୍କ ମତରେ, ‘ବୋଧେ ତାଙ୍କ ଫିଲ୍ମରେ ଅଧିକ ଅଭିନେତା ଉପରେ ଧ୍ୟାନ ଦିଆ ଯାଇଥାଏ, ଯାହା ଫଳରେ ଅଭିନେତ୍ରୀଙ୍କ ଭୂମିକା କମ ହୋଇ ଯାଇଥାଏ ଓ ଏହି କାରଣ ହେତୁ ବୋଧେ ଐଶ୍ଵର୍ଯ୍ୟ କାମ କରିବାକୁ ମନା କରି ଦେଇଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *