Sunny Deol ଙ୍କ ପରମ ଶତୃ ଅଟନ୍ତି Bollywood ର ଏହି 4 ଜଣ ବଡ ଷ୍ଟାର, ନଂ 2 ଓ 4 ଙ୍କ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଲିଉଡ ର ଚର୍ଚ୍ଚା ସମସ୍ତ ବିଶ୍ୱ ରେ ହେଉଛି । ବଲିଉଡ ର ଦାମୀ ଫିଲ୍ମ ତଥା ବଲିଉଡର ଆକ୍ସନ ଦ୍ୱାରା ବର୍ତ୍ତମାନ ସମୟ ରେ ସମଗ୍ର ବିଶ୍ୱ ରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ପରିଚିତ କରାଇ ପାରିଛି । ବଲିଉଡର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଅବଦାନ ମଧ୍ୟ ଏଥିରେ ସାମିଲ ଅଛି । ତେବେ ବନ୍ଧୁଗଣ ଆପଣ ମାନେ ବଲିଉଡ ର ସୁପରଷ୍ଟାର ସନୀ ଦେଓଲ ଙ୍କୁ ତ ନିଶ୍ଚୟ ଜାଣିଥିବେ ।

ସନୀ ନିଜର ଅଭିନୟ ଓ ଆକ୍ସନ ପାଇଁ ସମଗ୍ର ବିଶ୍ୱ ରେ ବେଶ ପରିଚିତ ଅଟନ୍ତି । ତାଙ୍କର ଡାଇଲୋଗ ଗୁଡିକ ବର୍ତ୍ତମାନ ସମୟ ରେ ସମସ୍ତଙ୍କ ମୁହଁ ରେ ଶୁଣିବାକୁ ମିଳୁଛି । ସନୀ ନିଜର ଅଭିନୟ ଦ୍ୱାରା ସାରା ଭାରତ ବର୍ଷର ଦର୍ଶକ ଙ୍କ ହୃଦୟ ରେ ଏକ ସ୍ଵତନ୍ତ୍ର ସ୍ଥାନ ନିର୍ମାଣ କରିପାରିଥିଲେ । ଲାଗିଥିବ । ତେବେ ଆଜି ଆମେ ସେହି ଅଭିନେତା ଙ୍କ ବିଷୟ ରେ ଆଲୋଚନା କରିବା ଯିଏ କି ସନୀ ଦେବଲ ଙ୍କ ଶତ୍ରୁ । ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

୧- ପ୍ରଥମରେ ହେଉଛନ୍ତି ଅଜୟ ଦେଵଗନ । ତେବେ ସନି ଙ୍କ ଶତ୍ରୁ ଭିତରେ ପ୍ରଥମରେ ଆସୁଛନ୍ତି ଅଭିନେତା ଏବଂ ବଲିଉଡ ର ସିଙ୍ଘମ ଅଜୟ । ତେବେ ସେମାନଙ୍କ ଶତ୍ରୁତା ସେବେ ଆରମ୍ଭ ହୋଇଥିଲା ଯେବେ ଦ ଲେଜେଣ୍ଡ ଭଗତ ସିଂହ ସିନେମା ରେ ସନି ଅଜୟ କୁ ଅନୁରୋଧ କରିଥିଲେ କି ସେ ବବି ଙ୍କୁ ଏହି ଫିଲ୍ମ ରେ କାମ ଦିଅନ୍ତୁ କିନ୍ତୁ ଅଜୟ ମାନି ନଥିଲେ ଏବଂ ଆରମ୍ଭ ହୋଇଯାଇଥିଲା ଶତ୍ରୁତା ।

୨- ଦ୍ଵିତୀୟ ରେ ହେଉଛନ୍ତି ବଲିଉଡ ର ପରଫେକ୍ସନ ଅଭିନେତା ଆମୀର ଖାନ । ତେବେ ଆମିର ଙ୍କ ସିନେମା ଲଗାନ ଏବଂ ସନି ଙ୍କ ସିନେମା ଗଦାର ଗୋଟିଏ ଦିନରେ ରିଲିଜ ହେବାର ଥିଲା ତେବେ ସନି ଆମୀର ଙ୍କୁ ତାଙ୍କ ଫିଲ୍ମ ରିଲିଜ ଡେଟ ଘୁଂଚେଇବାକୁ କହିଥିଲେ କିନ୍ତୁ ସେ ରାଜି ହୋଇ ନଥିଲେ ଏବଂ ସେବେଠାରୁ ଦୁହେଁ ଶତ୍ରୁ ହୋଇ ରହିଛନ୍ତି ।

୩- ତୃତୀୟ ରେ ହେଉଛନ୍ତି ଅନୀଲ କପୁର । ତେବେ ରାମ ଅବତାର ଫିଲ୍ମ ର ସୁଟିଂ କଲାବେଳେ ଦୁହିଙ୍କ ଭିତରେ କୌଣସି କଥା କୁ ନେଇ ଝଗଡା ଆରମ୍ଭ ହୋଇ ଯାଇଥିଲା । ସନି ଅନିଲଙ୍କ କଲର କୁ ମଧ୍ୟ ଧରି ନେଇଥିଲେ ତେବେ ସେବଠାରୁ ଦୁହିଁଙ୍କ ଭିତରେ ଘୋର ଶତ୍ରୁତା ଆରମ୍ଭ ହୋଇଥିଲା ଯାହା ଏ ପର୍ଯ୍ୟନ୍ତ କାୟମ ରହିଛି । ସନି ଅନୀଲ ଙ୍କ ପରିବାର କୁ ପସନ୍ଦ କରନ୍ତି ନାହିଁ ।

୪- ଚତୁର୍ଥ ରେ ହେଉଛନ୍ତି ଶାହାରୁଖ ଖାନ । ବଲିଉଡ ର କିଙ୍ଗ ଶାହାରୁଖ ମଧ୍ୟ ସନୀ ଙ୍କ ଶତ୍ରୁ । ତେବେ ଡର ସିନେମା ରେ ଦୁହେଁ ଏକାଠି କାମ କରିଥିଲେ । ତେବେ ଏହି ଫିଲ୍ମ ରେ ଶାହାରୁଖ ଖଳନାୟକ ଥିଲେ ଏବଂ ସନୀ ନାୟକ କିନ୍ତୁ ଦର୍ଶକ ମାନେ ଶାହାରୁଖ ଙ୍କୁ ଅଧିକ ପସନ୍ଦ କଲେ ଯାହା ସନୀ ଙ୍କୁ ପସନ୍ଦ ହେଲା ନାହିଁ ଏବଂ ସେ ଶାହାରୁଖ ଙ୍କ ସହ ଆଉ ସିନେମା କଲେ ନାହିଁ ଏବଂ ଶତ୍ରୁତା କରି ବସିଲେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *