ଦର୍ଶକ ବନ୍ଧୁ ଏବେ ଗଣମାଧ୍ୟମ ହାତରେ ଏକ ବଡ ପ୍ରମାଣ ମିଳିଛି । ପ୍ରଯୋକ ବଖାଣି ଛନ୍ତି ସମସ୍ତ କଥା । କେମିତି ଚାଲି ଥିଲା ହନି ଟ୍ରାପ ଓ ବ୍ଲଆକ ମଏଲିଂ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନାଙ୍କ ବିରୋଧରେ ଦେଲେ ଏତଲାର ଏକ୍ସକ୍ଲୁସିଭ କପି । ହନିଟ୍ରାପରେ ଫସାଇ ବ୍ଲଆକମଏଲ କରି ମାଗିଥିଲେ 3 କୋଟି ଟଙ୍କା । ପୁରା ଘଟଣା ପଛରେ ଥିଲା ରହସୟମୟି । ଅର୍ଚ୍ଚନା ଙ୍କ ସହ ଥିଲେ ଆଉ ଜଣେ ମହିଳା ଟଙ୍କା ଦିଅ ନହଲେ ପିସ ପିସ କରିଦେବି ।
ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ ଏଥିସହ ବରବାଦ କରିଦେବାର ଧମକ ବି ମିଳୁ ଥିଲା । ନିଜେ ଅର୍ଚ୍ଚନା କୁଆଡେ ସାମ୍ନା ସାମ୍ନି କହୁଥିଲେ । ହଁ ଦର୍ଶକ ବନ୍ଧୁ ଏଭଳି କିଛି କହି ଅର୍ଚ୍ଚନାଙ୍କ ପୋଲ ଖୋଲି ଛନ୍ତି ଅକ୍ଷୟ ପରିଜା । ଥାନାରେ ଦେଇଥିବା ଏତଲା ଅନୁସାରେ ପ୍ରଥମେ ନିଜକୁ ଆଇନଜୀବୀ କହି ପରିଚୟ ଦେଇଥିଲେ ଅର୍ଚ୍ଚନା ନାଗ ।
ଜଣେ ଯୁବତୀଙ୍କ ସହ ପ୍ରଯୋଜକଙ୍କ ଅନ୍ତରଙ୍ଗ ଭିଡିଓ ଥିବା କହିଥିଲେ । ସେହି ଯୁବତୀ ତାର ବହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନ ଦେଲେ ଯୁବତୀ ଜଣକ ଥାନାକୁ ଯିବେ ବୋଲି ଧମକ ଦେଇଥିଲେ । ନହଲେ ମାନହାନି ସହ କାରିୟର ବରବାଦ କରିଦେବ ବୋଲି ଧମକ ଦେଇଥିଲା । ସମ୍ମାନ ହାନି ଭୟରେ ବୁଝାବଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା ।
ଏଥିପାଇଁ ଭୁବନେଶ୍ବରର ଶ୍ୟାଣ୍ଡି ଟାୱାରରେ ଅର୍ଚ୍ଚନାଙ୍କ ସହ ସାକ୍ଷାତ କରି ଆଲୋଚନା ବି କରିଥିଲେ । ହେଲେ ସେଠାରେ କୁଆଡେ ମାମଲାକୁ ରଫା ଦଫା କରିବା ପାଇଁ ତିନି କୋଟି ଟଙ୍କା ମାଗିଥିଲା ଅର୍ଚ୍ଚନା । ଟଙ୍କା ନ ଦେଲେ ଖଣ୍ଡ ଖଣ୍ଡ କରି କାଟି ଦେବି ବୋଲି କହିଥିଲା । ଏପରି କି ଭୁବନେଶ୍ବର ବାହାରକୁ ଯାଇପାରିବେ ନାହିଁ ବୋଲି ଧମକ ଦେଇଥିଲା ଅର୍ଚ୍ଚନା । ହ
ନିଟ୍ରାପରେ ଅର୍ଚ୍ଚନା ସେହି ଯୁବତୀଙ୍କୁ ବ୍ୟବହାର କରି ପ୍ରଯୋଜକ ଅକ୍ଷୟଙ୍କୁ ଫସାଉ ଥିଲେ ବୋଲି ସେ ସନ୍ଦେହ କରିଥିଲେ । ଯଦି ଏ ଘଟଣା ସତ ହୋଇଥାଏ ତେବେ ସାଂଘାତିକ । ଏବେ ସବୁଠାରୁ ବଡ ପ୍ରଶ୍ନ ଏ ଅଭିଯୋଗକୁ କେତେ ଗୁରୁତ୍ଵର ସହ ନେଉଛି କମିସନରେଟ ପୋଲିସ । ଏ କପି ଆଧାରରେ ତଦନ୍ତ ହେଉଛି ନା ନାହିଁ ତାହା ତ ଆଗକୁ ଜଣା ପଡିଯିବ । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।