ସୁନ୍ଦର ଦେଖାଯିବା ପାଇଁ ସବୁ ସୀମା ଟପିଗଲେ Bollywood ର ଏହି 7 ହିରୋଇନ, କିଏ କଲା ଓଠ ର ସର୍ଜରୀ ଟ କିଏ କରିଛି ନାକର ସର୍ଜରୀ

ନମସ୍କାର ବନ୍ଧୁଗଣ ତେବେ ବଲିଉଡ଼ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଦମଦାର ଅଭିନୟ କାରଣରୁ ଲୋକଙ୍କୁ ଦିୱାନା କରିସାରିଛନ୍ତି କିନ୍ତୁ ଏହିସବୁ ମଧ୍ୟରେ କିଛି ଅଭିନେତ୍ରୀ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ଅଭିନୟ ସଙ୍ଗେ ସଙ୍ଗେ ନିଜର ସୁନ୍ଦରତା ଓ ଗ୍ଲେମରସ୍ ଶୈଳୀରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । କିନ୍ତୁ କଣ ଆପଣଙ୍କୁ ଜଣାଛନ୍ତି, ଗ୍ଲେମରସ୍ ଲୁକ୍ ଓ ନିଜ ସୁନ୍ଦରତାକୁ ବଢ଼ାଇବା ପାଇଁ କିଛି ଅଭିନେତ୍ରୀ ପ୍ଲାଷ୍ଟିକ ସର୍ଜରୀର ସାହାଯ୍ୟ ନେଇଛନ୍ତି ।

ଯେଉଁଥି କାରଣରୁ ସେହି ଅଭିନେତ୍ରୀମାନଙ୍କ ସୌନ୍ଦର୍ଯ୍ୟରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯେଉଁମାନଙ୍କ ସୌନ୍ଦର୍ଯ୍ୟ ବା ଲୁକ୍ ପ୍ଲାଷ୍ଟିକ ସର୍ଜରୀ କାରଣରୁ ବିଶେଷ ପରିବର୍ତ୍ତନ ଆସିଅଛି । ତେବେ ଆସନ୍ତୁ ଜାଣିବା ।

୧- ପ୍ରଥମ ରେ ହେଉଛନ୍ତି ନାମଟି ରହିଛି ଶ୍ରୀ ଦେବୀ ଙ୍କ ଏହି ଦୁନିଆଁ ରେ ସେ ନାହାଁନ୍ତି ହେଲେ ସବୁ ସମୟ ରେ ସର୍ଜରୀ କରିବା ପାଇଁ ଜଣା ଜାଆନ୍ତି । ସେ ନିଜର ମୃତ୍ୟୁ ପୂର୍ବ ରୁ ହିଁ ଦୁଇଟି ସର୍ଜରୀ କରେଇ ଥିଲେ । ଯେମିତି ଲିପ୍ସ ଏବଂ ନିଜର ବର୍ଡି ସଂମ୍ପର୍ଣ୍ଣ ଭାବେ ଟପ କରି ନେବ ।


୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ସୁସ୍ମିତା ସିଂହ ଙ୍କର ବର୍ତମାନ ସମୟ ରେ ସେ ବହୁତ ପପୁଲାର ରହି ଥିବା ବେଳେ ମିସ୍ ଇୟୁନିଭର୍ସ ରହିବା ସହିତ ସେ ବଲିଉଡ ରୁ ବହୁତ ଦୂର ରେ ରହିଛନ୍ତି । ହେଲେ ସେ ନିଜର ଜିବନ କୁ ଅଧିକ ସୁନ୍ଦର କରିବା ପାଇଁ ସେ ବହୁତ ଗୁଡିଏ କସ୍ମେଟିକ୍ ସର୍ଜରୀ ର ପ୍ରୟୋଗ କରି ଥିବାର ଜଣା ପଡେ ।

୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ବଲିଉଡ଼ର ଦେଶୀ ଗାର୍ଲ ଏବଂ ମିସ ଇଣ୍ଡିଆ ପ୍ରିୟଙ୍କା ଚୋପଡ଼ା ମଧ୍ୟ ନିଜ ସୁନ୍ଦରତାକୁ ବୃଦ୍ଧି କରିବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି । ପ୍ରିୟଙ୍କା ନିଜ ନାକ ଓ ଓଠକୁ ସର୍ଜରୀ କରାଇଲେ । ଯାହାପରେ ଅଭିନେତ୍ରୀଙ୍କ ଚେହେରାରେ ଖୁବ ପରିବର୍ତ୍ତନ ଦେଖାଦେଇଛି ।


୪-ଚତୁର୍ଥ ରେ ହେଉଛନ୍ତି ଅନୁଷ୍କା ଶର୍ମା । ତେବେ ଅନୁଷ୍କା ଶର୍ମା ନିଜ ଚେହେରାକୁ ଆହୁରି ଆକର୍ଷକ କରିବା ପାଇଁ ନିଜ ଓଠକୁ ସର୍ଜରୀ କରାଇଛନ୍ତି । ଏହାପରେ ଅନୁଷ୍କା ଶର୍ମାଙ୍କ ସୌନ୍ଦର୍ଯ୍ୟ (ଲୁକ୍)ରେ ପରିବର୍ତ୍ତନ ଆସିଅଛି । ଯଦିଓ ସର୍ଜରୀ ପରେ ଅଭିନେତ୍ରୀଙ୍କୁ ଖୁବ୍ ଟ୍ରୋଲ୍ କରାଯାଇଥିଲା । ଏହାପରେ ଅନୁଷ୍କାଙ୍କ ଫ୍ୟାନମାନେ ତାଙ୍କୁ ସାହାଯ୍ୟ କଲେ

୫- ପଞ୍ଚମ ରେ ହେଉଛନ୍ତି ଅଭିନେତ୍ରୀ ଆଏଶା ଟାକିଆ । ଫିଲ୍ମ ‘ତାର୍ଜନ’ରୁ ନିଜର ବଲିଉଡ କାରିୟରର ଆରମ୍ଭ କରିଥିବା ଅଭିନେତ୍ରୀ ଆଏଶା ଟାକିଆ ବର୍ତ୍ତମାନ ବଲିଉଡକୁ ତ୍ୟାଗ କରି ସାରିଛନ୍ତି । ତେବେ ସେ ନିଜର ଓଠର ସର୍ଜରୀ କରିଥିଲେ । ଏହି ସର୍ଜରୀ ପାଇଁ ଆଏଶାଙ୍କର ବହୁତ ଅଧିକ ମଜାକ ଉଡା ଯାଇଥିଲା । କାରଣ ଓଠର ସର୍ଜରୀ କରିବା ପରେ ଆଏଶାଙ୍କ ଚେହେରା ବହୁତ ଅଧିକ ବିଗିଡି ଯାଇଥିଲା ।


୬- ଷଷ୍ଠ ରେ ହେଉଛନ୍ତି କରିନା କପୂର । କରିନା ବଲିଉଡ ର ସବୁଠାରୁ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ତାଙ୍କ ର ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ଏବଂ ତାଙ୍କ ସୁନ୍ଦରତା ର ପ୍ରଶଂସା ମଧ୍ୟ କରନ୍ତି କିନ୍ତୁ ସେ ମଧ୍ୟ ନିଜର ନାକର ଅଗ୍ରଭାଗର ପ୍ଲାଷ୍ଟିକ ସର୍ଜରୀ କରିଥିଲେ ଏବଂ ତାଙ୍କ ଲୁକ ଏକଦମ ବଦଳି ଯାଇଥିଲା ।


୭- ସପ୍ତମ ରେ ହେଉଛନ୍ତି ବାଣୀ କପୂର । ତେବେ ବାଣୀ କପୂର ଯେତେବେଳେ ନିଜର କ୍ୟାରିଆର ଆରମ୍ଭ କରିଥିଲେ ସେତେବେଳେ ସେ ବହୁତ ସୁନ୍ଦର ଏବଂ ପ୍ୟାରା ଦେଖା ଯାଉଥିଲେ କିନ୍ତୁ ସେ ନିଜର ଲୁକ କୁ ବଦଳାଇବା ପାଇଁ ନିଜର ଓଠ ଏବଂ ନାକ ର ସର୍ଜରୀ କରିଥିଲେ ଯାହା ପରେ ତାଙ୍କ ଲୁକ ବହୁତ ବଦଳି ଯାଇଥିଲା ଏବଂ ଦର୍ଶକ ମାନେ ତାଙ୍କର ଏହି ଲୁକ କୁ ବହୁତ ଟ୍ରୋଲ କରିଥିଲେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *