ମୁଁ ଉଦିତ ସହ ସୁନା କଣ୍ଢେଇ ଆଲବମ କରିଛି, ସେ ରାଗ କଣ୍ଟ୍ରୋଲ ନକରି ଏମିତି କରିଛି, Subham !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ Untalented Guy ରାଗ କଣ୍ଟ୍ରୋଲ ନକରିପାରି ହିଁ ଏମିତି କିଛି କରିଦେଇଛି । ତେବେ ବହୁ ଚର୍ଚିତ ସୁନା କଣ୍ଢେଇ ଆଲବମର ନିର୍ଦ୍ଧେଶକ ଶୁଭମ ଗଣ ମାଧ୍ୟମ ସମ୍ମୁଖରେ ଉଦିତ ନାଏକଙ୍କୁ ନେଇ ଏପରି କିଛି କହିଛନ୍ତି । ମୁଁ ଉଦିତଙ୍କ ସହ ବ୍ୟକ୍ତିଗତ ଭାବରେ ପରିଚିତ । କାରଣ ସୁନା କଣ୍ଢେଇ ଆଲବମରେ ମୁଁ ତାଙ୍କ ସହ ମିଶି କାମ କରିଥିଲି । ପିଲା ହିସାବରେ Untalented Guy ବା ଉଦିତ ଜଣେ ଭଲ ପିଲା ।

ହେଲେ ସେ ନିଜର ୟୁଟ୍ଯୂବ ଭିଡିଓରେ ଅସଭ୍ୟ ଭାଷାର କଣ୍ଟେଣ୍ଟ ପ୍ରସ୍ତୁତ କରି ଭିଡିଓ ପୋଷ୍ଟ କରେ । ହେଲେ ଏମିତି କଣ୍ଟେଣ୍ଟର ଭିଡିଓ ବହୁତ ଲୋକ ତ କରୁଛନ୍ତି । ହେଲେ ତାଙ୍କ ବିରୁଦ୍ଧରେ କେହି କିଛି ତ କାର୍ଯ୍ୟନୁଷ୍ଠାନ ନେଉଆନାହାନ୍ତି । ତେବେ ଉଦିତଙ୍କର ଯେଉଁ ଯୂଟ୍ଯୂବ ଓ ଇନଷ୍ଟାଗ୍ରାମ ବ୍ୟାନ ହେବ ବୋଲି କଥା ଉଠୁଛି । ସେଇଟା କିନ୍ତୁ ଜମାରୁ ମଧ୍ୟ ଠିକ ହେଉନାହିଁ । କାରଣ ୟୁଟ୍ଯୂବର ତ ଗୋଟେ ଭେରୀଫିକେସନ ନିୟମ ମଧ୍ୟ ଅଛି । ଯେଉଁ ଭିଡିଓ ଠିକ ନୁହେଁ ।

ସେଇ କଣ୍ଟେଣ୍ଟ ତ ୟୁଟ୍ଯୂବ ନିଜ ଆଡୁ ହିଁ ବନ୍ଦ କରିଦିଏ । ତ ଉଦିତ ତା’ ପସନ୍ଦ ଅନୁଯାଇ କେଉଁ କଣ୍ଟେଣ୍ଟ ତିଆରି କରି ପୋଷ୍ଟ କରିବ । ସେଇଟା ତ ତା’ ଉପରେ ନିର୍ଭର କରେ । ଯଦି ଉଦିତଙ୍କର ଗୁଳିକାଣ୍ଡ କଥା ଉପରେ କହିବାକୁ ଜୀବି । ତେବେ କୌଣସି ଏକ ଝିଅର କଥାକୁ ନେଇ ହିଁ ଏମିତି କିଛି ଗୁଳିକାଣ୍ଡ ହେବା ଯାଏ ଯାଇଛି । ତେବେ ମୁଁ କହୁଛି ଯେ ଯଦି ଝିଅ ଏଥିରେ ନଥାନ୍ତା । ତେବେ ଏତେ କଥା ହେବା ଯାଏ ମଧ୍ୟ ଯାଇନଥାନ୍ତା । ପୁଅର ଖାଲି ସଫଳତା ପଛରେ ନାରୀ ନୁହେଁ ।

ବଂର ବିଫଳତା ପଛରେ ବି ବହୁତ ନାରୀ ମୁଖ୍ୟ କାରଣ ହୋଇଥାନ୍ତି । ହେଲେ ଅପରାଧ ସବୁବେଳେ ଅପରାଧ ହିଁ ହୋଇଥାଏ । କାରଣ ଯାହା ବି ହେଉଥାଉ, ହେଲେ ଏପରି ଆଇନ ହାତକୁ ନେଇ ଏପରି କିଛି ଘଟଣା ଘଟାଇବା କିନ୍ତୁ ଉଦିତ କରିବା ଜମାରୁ ମଧ୍ୟ ଠିକ ହୋଇନାହିଁ ।

ତେଣୁ ଏଥିପାଇଁ ତ ଆଇନ ତରଫରୁ ଉଦିତକୁ ଦଣ୍ଡ ମିଳିବ । Untalented Guy ର ସୋସିଆଲ ମିଡିଆ ହଣ୍ଡେଲ ବ୍ୟାନ କରିବା ଠିକ ହେଉନାହିଁ । ହେଲେ ସେଥିରେ ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *