‘ସେ ଏକାଠି ହେଇ ଭିତରକୁ ପଶି ସାରିଲେଣି, Sumit, Tapaswini ଙ୍କୁ ଆଉ…’ ଦେଖନ୍ତୁ ସୁମିତ ଓ ତପସ୍ଵିନୀଙ୍କ ବିଷୟରେ କଣ କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କୋର୍ଟଙ୍କ ନିର୍ଦ୍ଦେଶମତେ ତପସ୍ୱିନୀ ଦାଶ ଆଉ ସୁମିତ ସାହୁ ସାତ ଦିନ ପାଇଁ ଏକାଠି ରହିଛନ୍ତି । ତେବେ ଇତିମଧ୍ୟରେ ଧୀରେଧୀରେ ୭ ଦିନର ଅବଧି ସରିବାକୁ ଯାଉଛି । ମଝିରେ ଆଉ ମାତ୍ର ଦୁଇ ଦିନ ବାକି । ଏହା ପରେ ଆସନ୍ତା ୯ ତାରିଖରେ କୋର୍ଟରେ ତପସ୍ୱିନୀଙ୍କ ପିଟିସନ ଉପରେ ପକ୍ଷ ରଖିବେ ସୁମିତଙ୍କ ଓକିଲ । ଏସଡିଜେଏମ କୋର୍ଟରେ ହାଜର ହେବାକୁ ସୁମିତଙ୍କ ପକ୍ଷଙ୍କୁ କୁହାଯାଇଛି ।

ଏଥିସହ ଆସିକା ଆଇଆଇସି ଓ ସୁରକ୍ଷା ଅଧିକାରୀ ଦମ୍ପତିଙ୍କ ସମ୍ପର୍କରେ ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ କରିବାକୁ ଏସଡିଜେଏମ କୋର୍ଟ କହିଛନ୍ତି । ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତଙ୍କ ସହ ରହିବାକୁ ଚାହୁଁଛନ୍ତି ବୋଲି ନିଜ ପିଟିସନରେ ଉଲ୍ଲେଖ କରିଥିଲେ । ମାତ୍ର ଅନ୍ୟପଟେ ସୁମିତ ତପସ୍ୱିନୀଙ୍କଠାରୁ ଡିଭୋର୍ସ ଚାହୁଁଛନ୍ତି ବୋଲି ଗଣମାଧ୍ୟମରେ କହିଥିଲେ । ତପସ୍ୱିନୀ ସୁମିତଙ୍କୁ ହାରାସମେଣ୍ଟ କରୁଥିବା ନେଇ ସୁମିତଙ୍କ ଓକିଲ ଅଭିଯୋଗ କରିଥିଲେ ।

ବୋହୂଠାରୁ ତାଙ୍କ ପୁଅ ଛାଡ଼ପତ୍ର ଚାହୁଁଥିବା ସୁମିତଙ୍କ ବାପା ପ୍ରମୋଦ ସାହୁ ମଧ୍ୟ କହିଥିଲେ । ପରେ ପରବର୍ତ୍ତୀ ସମୟରେ କୋର୍ଟଙ୍କ ଐତିହାସିକ ରାୟ ପରେ ସବୁ ଝଡ଼ ଥମିଯାଇଥିଲା, ସୁମିତ ଆଉ ତପସ୍ୱିନୀ ଏକାଠି ରହିଥିଲେ । ତେବ ୯ ତାରିଖରେ ସୁମିତଙ୍କ ପକ୍ଷର ଓକିଲ କୋର୍ଟରେ କ’ଣ ମତ ରଖିବେ? ସୁମିତଙ୍କ ଓକିଲଙ୍କ ପକ୍ଷ ପୁଣି ତପସ୍ୱିନୀଙ୍କ ବୈବାହିକ ଜୀବନରେ ଝଡ଼ ଆଣିବନି ତ? କାରଣ ପୂର୍ବବର୍ତ୍ତୀ ସମସ୍ତ ଘଟଣାବଳୀକୁ ଅନୁଧ୍ୟାନ କଲେ ତପସ୍ୱିନୀ ଏତେ ଶୀଘ୍ର ନ୍ୟାୟ ପାଇବା ଆଦୌ ଜଣାପଡ଼ୁନାହିଁ ।

ତେବେ ଏହାକୁ ନେଇ କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି କି ସେମାନଙ୍କ ଦୁଇ ଜଣଙ୍କ ଭିତରେ ସମ୍ପର୍କ ଏକଦମ ନିବିଡ଼ ହୋଇ ଯାଇଛି । ସେମାନଙ୍କ ସଂପର୍କ କୁ କେହି ବି ଭାଙ୍ଗି ପାରିବେ ନାହିଁ କେହି ବାପା ମାଆ ମଧ୍ୟ ସେମାନଙ୍କ ଭିତରେ ପଶି ପାରିବେ ନାହିଁ ଏବଂ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯେଉଁ ସବୁ ଖବର ଆସୁଛି ଅଲଗା ହେବେ ସେସବୁ ମିଛ ଖବର ।

ସେମାନେ ଦୁଇ ଜଣ ଗୋଟିଏ ଘରେ ଏକୁଟିଆ ରହିଲେ ନିଶ୍ଚିତ ଭାବରେ ଦୁହେଁ ଆହୁରି ନିବିଡ଼ ହୋଇ ଯିବେ ଏବଂ ସେମାନଙ୍କ ମନରେ ଥିବା ସବୁ ସ୍ନେହ ପ୍ରେମ ଶ୍ରଦ୍ଧା ବାହାରିବ ଏବଂ ଦୁହେଁ ଖୁସିରେ ରହିବେ । ତେବେ ଆପଣ ମାନେ ଜାଣିଥିବେ କି ସୁର ରାଉତ ରାୟ କୌଣସି ନା କୌଣସି କଥା କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି । ତେବେ ବର୍ତ୍ତମାନ ସେ ତପସ୍ୱିନୀ ଏବଂ ସୁମିତ ଙ୍କ ସମ୍ପର୍କ କୁ ନେଇ କହିଥିବା କଥା କୁ ନେଇ ଚର୍ଚ୍ଚା ରେ ଅଛନ୍ତି ।

ତେବେ ଏହି ଖବର ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *