‘Sumit ଫେରାର ହେବା ଆଗରୁ ପ୍ରି ପ୍ଲାନିଂ ଥିଲା, କାରଣ ସେ…’ ମିଡିଆ ଆଗରେ କିଛି ଏମିତି କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗଞ୍ଜାମ ଜିଲ୍ଲା ତପସ୍ଵିନୀ ଓ ସୁମିତ କେସ ବିଷୟରେ ବେସ ଭଲ ଭାବରେ ଜଣାଇଥିବେ । ବର୍ତ୍ତମାନ ଏହି କେସକୁ ନେଇ ପୁଣି ଏକ ଚାଞ୍ଚଲ୍ୟ ଖବର ସାମ୍ନାକୁ ଆସିଛି । ତେବେ ଗତ କାଲି ସକାଳୁ ସୁମିତ ଚମ୍ପଟ ମଆରିଥିଲେ । ବନ୍ଧୁଗଣ ସୁମିତଙ୍କୁ ପାଇବା ପାଇଁ ତପସ୍ଵିନୀ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ସେ ଏମିତି ଅନେକ ଦିନ ଧରି ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇ ବସି ରହିଥିଲେ । କୋର୍ଟର ନିଷ୍ପତ୍ତି ଥିଲା ଉଭୟ ୭ ଦିନ ଗୋଟିଏ ଘର ଭିତରେ ରହି ବୁଝାବଣା କରିବେ ।

ହେଲେ ସୁମିତ ଗତ କାଲି ନିଜ ପତ୍ନୀଙ୍କୁ ଛାଡି ଚମ୍ପଟ ମାରିଛନ୍ତି । ଆଜି ସୁମିତଙ୍କ ଓକିଲ କହୁଛନ୍ତି ସୁମିତଙ୍କ ଦେହ ଅସୁସ୍ଥ ଥିବାରୁ ସେ ତାଙ୍କର ଏକ ବନ୍ଧୁଙ୍କ ଘରେ ଅଛନ୍ତି । ତେବେ ଏହି ଘଟଣାକୁ ନେଇ ପତ୍ନୀ ତପସ୍ଵିନୀ ଗଣମାଧ୍ୟମ ସାମ୍ନାରେ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ତପସ୍ଵିନୀଙ୍କ ସେହି ପ୍ରତିକ୍ରିୟା ବିଷୟରେ ।

ତପସ୍ଵିନୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ ଆପଣ ମାନେ ତ ଜାଣିଥିବେ ସେ ଗତ କାଲି କେମିତି ପୋଲିସଙ୍କୁ ଚକମା ଦେଇ ଫେରାର ହୋଇଯାଇଥିଲେ । ସେ ୪ ଦିନ ଛୁଟି ନେଇ ଫୋନ ଅଫ କରି କୁଆଡେ ଚାଲି ଯାଇଛନ୍ତି । ଗତ କାଲି ରାତିରେ ମୁ ଜାଣି ନଥିଲି ତାଙ୍କ ଦେହ ଖରାପ ଅଛି ଓ ତାଙ୍କ ଓକିଲ କହିଲେ ସେ ବାଲିଶିରାରେ ଅଛନ୍ତି । ମୁ ଗୋଟେ ପ୍ରଶ୍ନ କରିବାକୁ ଚାହିଁବି ଏଠି ପୋଲିସ ଅଛି ଆଉ ମୁ ବି ଏଠି ରହିବା କଣ ତାଙ୍କ ପାଇଁ ପ୍ରୋଟେକ୍ସନ ହେଲା ନାହିଁ ।

ଆଗକୁ ତପସ୍ଵିନୀ କହିଛନ୍ତି-‘ଯଦି ତାଙ୍କ ଦେହ ଖରାପ ହେଲା ତା ହେଲେ ସେ ହସ୍ପିଟାଲ ନଯାଇ ନିଜ ସାଙ୍ଗ ଘରେ ରହିଲେ ଏଇଟା କେତେ ଦୂରେ ଠିକ ଆପଣ କୁହନ୍ତୁ । ତାଙ୍କ ଓକିଲ କହୁଛନ୍ତି ଝେତୁ ସେ ଏକ ବର୍ଷ ହେଲାଣି ମୋ ସହ ଠିକ ସେ କଥା ହେଉ ନଥିଲେ ସେଥିପାଇଁ ସେ ମୋର ଦାୟିତ୍ଵ ନେଲେ ନାହିଁ । ଯେହେତୁ ଆପଣ ଜଣେ ଓକିଲ ତେବେ ଆପଣ ଜାଣିବା ଦରକାର କୋର୍ଟ ଅର୍ଡର ଦେଇଛି ସେ ମୋ ସହ କଥା ବାର୍ତ୍ତା ନକରନ୍ତୁ ହେଲେ ମୋତେ ଫୋନ କରି ପଚାରି ତ ପାରିବେ ମୁ ଖାଇଲି ନା ନାହିଁ ।

ଏଇଟା ଗୋଟେ ପ୍ରି ପ୍ଲାନିଂ ଥିଲା ସେ ୭ ଦିନ ଭିତରେ ବି ଫେରାର ହେଇଯାଇ ଥାନ୍ତେ ହେଲେ କୋର୍ଟ ନିୟମ ପାଇଁ ସେ ଯାଉ ନଥିଲେ । ସେ ଦୁଇଟି ଫୋନ ରଖିଥିଲେ ଅନ୍ୟ ଫୋନରେ ସେ ନିଜ ପରିବାର ସହ କଥା ହେଉଥିଲେ’ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *