‘Sumit ଙ୍କୁ ଡକ୍ଟର ଡିଗ୍ରୀ ଦେଲା କିଏ ? ରକ୍ଷକ ନୁହେଁ ସେ ଭକ୍ଷକ ! ଖରାୟ ଲାଗୁନି…’ ସୋସିଆଲ ମିଡିଆରେ ସୁମିତଙ୍କୁ ଏମିତି ଝାଡି ଦେଇଗଲେ ଏହି ମହିଳା, ଶୁଣି ଆପଣ ବି ହେବେ କାବା ! ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚାରେ ରହିଛି । ବର୍ତ୍ତମାନ ତପସ୍ଵିନୀଙ୍କ ଧାରଣା ସ୍ଥଳରେ ଅନେକ ଲୋକ ତାଙ୍କ ଦୁଃଖରେ ଛିଡା ହୋଇଛନ୍ତି । ଉଭୟ ପକ୍ଷରୁ ବର୍ତ୍ତମାନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ମାମଲାଟି ବ୍ୟକ୍ତିଗତ ହୋଇଯାଇଛି ଓ ଏହି ମାମଲାକୁ ନେଇ ଅନେକ ଲୋକ ପ୍ରରିକ୍ରିୟା ଦେଉଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ।

ଏହି ଭିଡିଓରେ ହରପ୍ରିୟା ରଥ ନାମକ ଜଣେ ମହିଳା ଏହି ମାମଲାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଭିଡିଓରେ ହରପ୍ରୟା ରଥ କହିଛନ୍ତି-‘ମୁ ହରପ୍ରିୟା ମୁ ଭୁବନେଶ୍ବରକୁ କହୁଛି ଆଜି ଡାକ୍ତର ସୁମିତଙ୍କର ଗୋଟେ ଭିଡିଓ ଦେଖିଲି ଯିଏ ନିଜେ ଏତେ ଦିନ ଲୁଚି ରହିବା ପରେ ଆଜି ତାଙ୍କର ଭିଡିଓ ବନେଇ ଛନ୍ତି ଆଉ କହିଛନ୍ତି ଯେ ସାଧାରଣ ଜନତା ଆସି ତାଙ୍କର ପର୍ଶନାଳ ପ୍ରପଟି ନଷ୍ଟ କରିଦେଇଛନ୍ତି’ ।

ଆଗକୁ ହରପ୍ରିୟା କହିଛନ୍ତି-‘ସେ ତାଙ୍କ ବାପାଙ୍କୁ କହି କୋର୍ଟରେ କେସ ଲଢିବେ ଯେ, ତାଙ୍କ ପର୍ଶନାଳ ପ୍ରପଟି ଓ ତାଙ୍କ ମାନ ସମ୍ମାନ ହାନି ହେଉଛି । ତମେ ଯାହାକୁ ମ୍ୟାରେଜ କରିଛ ଯିଏ ତମର ୱାଇଫ ସେ କଣ ତମ ପର୍ଶନାଳ ପ୍ରପଟି ନୁହେଁ ମ୍ୟାରେଜ କରିବା ବେଳକୁ ତ ବହୁତ ଭଲ ଲାଗୁଥିଲା । ସେ ଶୀତ କାକରରେ ପଡି ରହି କୁକୁର ବିଲେଇ ସହ ଯେତେବେଳେ ଶୋଉ ଥିଲେ ସେତେବେଳେ ଆପଣଙ୍କୁ ଦେଖା ଯାଉ ନଥିଲା ଆପଣଙ୍କ ପର୍ଶନାଳ ପ୍ରପଟି ନଷ୍ଟ ହେଉଛି ବୋଲି’ ।

ଆଗକୁ ହରପ୍ରିୟା କହିଛନ୍ତି-‘ ଆପଣ ଜାଣି ପାରୁ ନଥିଲେ ଆପଣ କଣ ଗୋଟେ ହୃଦୟ ହିନ ମଣିଷ କି । ମ୍ୟାରେଜ କରିବା ବେଳେ ଆପଣଙ୍କୁ ସବୁ ଠିକ ଲାଗୁଥିଲା ହେଲେ ବର୍ତ୍ତମାନ ସେ ଯେତେବେଳେ ତାଙ୍କ ଅଧିକାର ମାଗିଲେ ସେ ହୋଇଗଲେ ଭୁଲ । ଯଦି ଆପଣଙ୍କ ମାନ ସମ୍ମାନ ଓ ପ୍ରପଟି ନଷ୍ଟ ହେଇ ଯାଉଛି ତା ହେଲେ ଆମ ପ୍ରଥମ ଦିନରୁ ତାଙ୍କୁ ଘରକୁ ନେଇଥାନ୍ତେ ଘରେ ନେଇ ଆପଣ ସମାଧାନ କରିପାରି ଥାନ୍ତେ ଯେତେବେଳେ ଆପଣ ଘରେ ସମାଧାନ କରିପାରିଲେ ନାହିଁ ସେ ରାସ୍ତାକୁ ବାହାରିଲେ’ ।

ଆଗକୁ ହରପ୍ରିୟା କହିଛନ୍ତି-‘ଖରାପ ଲାଗୁନି ଆପଣଙ୍କୁ ଡାକ୍ତର ଡିଗ୍ରୀ ଦେଲା କିଏ ଆପଣ ରକ୍ଷକ ସାଜିବା କଥା ବର୍ତ୍ତମାନ ଆପଣ ଭକ୍ଷକ ସାଜି ଗଲେଣି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ହରପ୍ରିୟା ଏହି ମାମଲା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ତେବେ ହରପ୍ରିୟାଙ୍କ ଏହି ପ୍ରତିକ୍ରିୟା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *