‘2 ବର୍ଷ ଧରି ମୋର ମଜା ନେଲା, ଟଙ୍କା ଲୁଟିଲା ଆଉ ବୁଲେଇ ବୁଲେଇ ଛାଡିଦେଲା, ଆଉ ଏବେ ସେ…’ Suman ଙ୍କ ବିଷୟରେ ତାଙ୍କ ଗର୍ଲଫ୍ରେଣ୍ଡ ଯାହା କହିଲେ ନା…ଦେଖନ୍ତୁ Video

ବନ୍ଧୁଗଣ, ହ୍ୟାଣ୍ଡସମ ଷ୍ଟାଇଲିସ ଲୁକ ଏହା ସହିତ ମିଠା ମିଠା ଚିକଣ କଥା । ମନ ମୋହିନେଇଥିଲା ଅଭିନେତ୍ରୀ ଙ୍କର ଏହି ଅଭିନେତା ଜଣଙ୍କ । ଆପଣ ମଧ୍ୟ ଚିନ୍ତା କରିପାରନ୍ତି ଯେ ମୋର ଏଭଳି ଏକ ବୟଫ୍ରେଣ୍ଡ ଥାଆନ୍ତା କି ? ମାତ୍ର ଏହି ଯୁବକ ଙ୍କ ସମ୍ବନ୍ଧରେ ଜାଣିବା ପରେ ଆପଣ କହିବେ ନା ବାବା ନା ଏଭଳି ପ୍ରେମ କୁ ମୁ ଦୂରୁ କରୁଛି ଜୁହାର । ତେବେ ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଏହି ଅଭିନେତା ଜଣଙ୍କ ଅଭିନୟ କରୁ କରୁ ବାସ୍ତବ ଜୀବନରେ ମଧ୍ୟ ପ୍ରେମ ର ଅଭିନୟ କରିଦେଲେ ।

ଓଡିଆ ଧାରାବାହିକ ର ଅଭିନେତା ମିଲନ ସୁମନ ଙ୍କ ନାମ ରେ ଅଭିନେତ୍ରୀ ସାରା ରାଉତ ଏହି ଅଭିଯୋଗ ଆଣିଛନ୍ତି ଯେ, ମିଳନ ମହାରଣା ଙ୍କ ସହିତ ମୋର ସମ୍ପର୍କ ପ୍ରାୟ ୨ ବର୍ଷ ହୋଇଯିବ । ସେ ମୋ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ଆମ୍ଭେ ଦୁଇ ଜଣ ଭଲ ପାଇବା ପରେ ଲିଭିଙ୍ଗ ରିଲେସନସିପ ରେ ରହି ଆସୁଥିଲୁ । ଆମ୍ଭେ ଏକାଠି ମଧ୍ୟ ଥିଲୁ ମାତ୍ର ଏହି କିଛିଦିନ ହେବ ମିଲନ ମହାରଣା ଅଲଗା ଝିଅ ସହିତ ସମ୍ପର୍କ ରେ ଆସି ମୋ ସହିତ ସମ୍ପର୍କ କାଟିଦେଲେ ।

ମୋତେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ମୋ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ବର୍ତ୍ତମାନ କହୁଛନ୍ତି ଯେ ମୋର ତତେ ବିବାହ କରିବାର ନାହିଁ । ମାତ୍ର ବର୍ତ୍ତମାନ ସେ ମୋ ସହିତ ମିଛ ପ୍ରତାରଣା ର ଖେଳ ଖେଳୁଛନ୍ତି । ମୋ ଠାରୁ ସେ ବହୁତ ସାହାର୍ଯ୍ୟ ନେଇଛନ୍ତି । କାରଣ ତାଙ୍କ ଜୀବନରେ ବହୁତ ଅସୁବିଧା ଥିଲା ।

ଯେବେଠାରୁ ମୁଁ ତାଙ୍କ ଜୀବନରେ ଆସିଛି ମୁଁ ଜାଣିଛି । ମୋ ଠାରୁ ସେ ଗାଡି ନିମନ୍ତେ ୨ ଲକ୍ଷ ଟଙ୍କା କ୍ୟାସ ନେଇଥିଲେ । ଏହା ପୂର୍ବ ରୁ ମଧ୍ୟ ସେ ଗୋଟିଏ ବୁଲେଟ କିଣିଥିଲେ ଏବଂ ତାହା ପାଇଁ ମଧ୍ୟ ସେ ମୋ ଠାରୁ ୧ ଲକ୍ଷ ଉପରେ ପଇସା ନେଇଛନ୍ତି । ଏହାର ପ୍ରମାଣ ମଧ୍ୟ ମୋ ପାଖେ ଅଛି । ତେବେ ଅଭିନେତା ସୁମନ ୨ ବର୍ଷ ରିଲେସନଶିଫ ରେ ରହିଥିଲେ ଅଭିନେତ୍ରୀ ସାରା ଙ୍କ ସହିତ ଏବଂ ଭଲପାଇବାର ସବୁ ସୀମା କୁ ଟପିଯାଇଥିଲେ ।

ତାଙ୍କ ଠାରୁ ଟଙ୍କା ମଧ୍ୟ ହଡପି ନେଇଥିଲେ । ମାତ୍ର କେଉଁ କାରଣ ବଶତା ପ୍ରେମିକା ଙ୍କ ଠାରୁ ପିଛା ଛଡାଇ ଅନ୍ୟ ଝିଅ ଙ୍କ ସହିତ ସମ୍ପର୍କ ବନାଇବାରେ ବସିଛନ୍ତି । ତେବେ ଅଭିନେତ୍ରୀ ସାରା ଙ୍କ ଅଭିଯୋଗ କ୍ରମେ ପୋଲିସ ବର୍ତ୍ତମାନ ଅଭିନେତା ମିଲନ ସୁମନ ମହାରଣା ଙ୍କୁ ଗିରଫ କରିଛି । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *