ବନ୍ଧୁଗଣ, ଆପଣ ମାନେ ଗତକାଲି ର ଘଟଣା ସମ୍ବନ୍ଧରେ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଘଟଣା ଟି ହେଉଛି ରାଜଧାନୀ ଭୁବନେଶ୍ୱରର । ଆପଣ ମାନେ ନିଶ୍ଚିତ ଭାବରେ ଅଭିନେତା M ସୁମନ କୁମାର କୁ ଜାଣିଥିବେ । ଯାହାକୁ ଆପଣ ମାନେ କୁଆଁରୀ ବୋହୂ ସିରିୟଲରେ ସାଇ ଭାବରେ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଜଣକ ଅଭିନେତ୍ରୀ ଙ୍କ ସହିତ ଶାରୀରିକ ସମ୍ପର୍କ ରଖି ପ୍ରାୟ ୨ ବର୍ଷ ଲିଭିଙ୍ଗ ରିଲେସନସିପ ରେ ରହିବା ପରେ ବର୍ତ୍ତମାନ ତାଙ୍କ ଠାରୁ ଦୂରେଇବାକୁ ଚେଷ୍ଟା କରିଛନ୍ତି ।
ପ୍ରେମିକା ଜଣଙ୍କ ବିବାହ କରି୯ବା ନିମନ୍ତେ କହିଥିଲେ ମାତ୍ର ସେ ବିବାହ କରିବେ ବୋଲି କହି ତାଙ୍କ ଠାରୁ ଦୂରେଇ ଯାଇଛନ୍ତି । ସୂଚନା ମୁତବକ ସୁମନ ମହାରଣା ଙ୍କ ଆର୍ଥିକ ସ୍ଥିତି ସଠିକ ନଥିବା ସମୟରେ ପ୍ରେମିକା ସାରା ରାଉତ ବହୁତ ଅର୍ଥ ସାହାର୍ଯ୍ୟ କରିଛନ୍ତି । ବୁଲେଟ ନିମନ୍ତେ ୨ ଲକ୍ଷ ଟଙ୍କା ନେଇଥିବା ସମୟରେ ପ୍ରାୟ ୧ ଲକ୍ଷ ଟଙ୍କା ମଧ୍ୟ କ୍ୟାସ ନେଇଥିଲେ । ଏବଂ ଏହି ସବୁ ର ପ୍ରମାଣ ମଧ୍ୟ ସାରା ଙ୍କ ପାଖରେ ଅଛି ବୋଲି ସେ ପୋଲିସ ଆଗରେ ଅଭିଯୋଗ କରିଛନ୍ତି ।
ଉଭୟ ଭୁବନେଶ୍ୱର ର ହଂସପାଳ ନିକଟରେ ରହୁଥିଲେ । କିନ୍ତୁ ଲୁଚି ଲୁଚି ସୁମନ ଅନ୍ୟ ଯୁବତୀ ଙ୍କ ସହିତ ସମ୍ପର୍କ ରଖିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ପ୍ରେମିକା ସାରା ରାଉତ । ଏହି ସମସ୍ତ କଥା କହି ସୁମନ ଙ୍କ ପ୍ରେମିକା ଥାନା ରେ ଏତଲା ଦେବା ପରେ ସୋ-ସି-ଆ-ଲ ମି-ଡି-ଆ ରେ ଏହି ଖବର ଧୃତ ଗତିରେ ଖେଳି ଯାଇଥିଲା ।
ବର୍ତ୍ତମାନ ସୂଚନା ଅନୁଯାୟୀ ସୁମନ କୁ ପୋଲିସ ଗିରଫ କରିଛି । ସାରା ଙ୍କର ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ମଧ୍ୟ ତାଙ୍କ ପ୍ରେମିକ ଙ୍କ ଫଟୋ ଥିବାର ନଜର ଆସିଛି । ପ୍ରାୟ ୨ ବର୍ଷ ଉଭୟ ପରସ୍ପରକୁ ଭଲପାଇ ଆସୁଥିଲେ । ମାତ୍ର ବିବାହ ନିମନ୍ତେ ସାରା ରାଉତ କହିବ କ୍ଷଣି ସୁମନ ନାନା ପ୍ରକାରର କଥା ତଥା ଗାଳିଗୋଲଚ କରୁଥିଲେ । ଏବଂ
ସାରା କହିଛନ୍ତି ଯେ ସୁମନ ଅନ୍ୟ ଝିଅ ମାନଙ୍କ ସହିତ ପ୍ରେମରେ ପଡି ତାଙ୍କ ଠାରୁ ଦୂରତା ବନାଇ ରଖିଥିଲେ । ଏବଂ ଫୋନ ରୁ ବ୍ଲକ ତଥା ନମ୍ବର ଡିଲେଟ ମଧ୍ୟ କରିଦେଇଥିଲେ । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।