Pintu Nanda ମଦକୁ କଣ ପାଇଁ ଆପଣାଇ ଥିଲେ ? ଅଭିନେତା Suman Moharana କହିଲେ ଅସଲ କାରଣ

ଦର୍ଶକ ବନ୍ଧୁ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଏବେ ଲିଭର ଶିରୋସିସ ସମସ୍ୟାରେ ଉପୁଜୁ ଛନ୍ତି ଆଉ ସେ ଖୁବ ଶୀଘ୍ର ଚିକିତ୍ସା ପାଇଁ ଦିଲ୍ଲୀ ଯାଇଛନ୍ତି । ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜି ଥିବା ବେଳେ ଅନେକ ଓଡିଆ କଳାକାର ଏବଂ ଓଡିଶାବାସୀ ଏକ ଜୁଟ ହୋଇ ତାଙ୍କୁ ଟଙ୍କା ଦେଉଛନ୍ତି । ଏବେ ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ ହେବା ନିମନ୍ତେ ତାଙ୍କୁ ଦିଲ୍ଲୀ ନିଆଯିବ । ଅନେକ କଳାକାର ଏନେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ଏଠି ଚର୍ଚ୍ଚା ହେଉଛି ଯେ ଏହି ଲିଭର ଜନିତ ସମସ୍ୟା ମ-ଅଦ ପିଇବା କାରଣରୁ ହେଇଛି ଅବଶ୍ୟ ଏହାର ଅନ୍ୟ କିଛି ବି କାରଣ ରହିଛି ଯେମିତି ମୋଟାପଣ । ହେଲେ ଅଧିକାଂଶ ଲୋକ ଭାବୁଛନ୍ତି ପିଣ୍ଟୁ ନନ୍ଦ ଅଧିକ ମ-ଅଦ୍ୟପାନ କରିବା ହେତୁ ତାଙ୍କୁ ଏଭଳି ରୋଗ ହେଇଛି । ତେବେ ଏହି କଥାକୁ ସ୍ପର୍ଷ୍ଟ କରିଛନ୍ତି ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା ।

ସୁମନ ମହାରଣା ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସୁମନଙ୍କ କହିବା ମୁତାବକ-‘ମଝିରେ ଆପଣ ମାନେ ଜାଣିଥିବେ ପିଣ୍ଟୁ ଭାଇ ଆଉ ତାଙ୍କ ୱାଇଫଙ୍କ ମଧ୍ୟରେ କଣ ହେଇଥିବ ଆମେ କହି ପାରିବାନି । ଗୋଟେ ମଣିଷ ଯଦି ଏକା ରାହି ଯାଏ ତା ହେଲେ କେମିତି ଲାଗିବ ଆପଣ ଭାବନ୍ତୁ ।

ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଛାଡି ଦୂରରେ ରହିବ ଆପଣଙ୍କୁ କେମିତି ଲାଗିବ । ସ୍ତ୍ରୀ, ବାପା, ମାଆ ଆଉ ପିଲା କେହି ନଥିବେ ଆପଣଙ୍କୁ କେମିତି ଲାଗିବ ଆଉ ଆପଣ କାହାକୁ ସାହାରା ବନେଇବ । ସେ ଯେହେତୁ ଏକା ମଣିଷ ତାଙ୍କ ମୁଣ୍ଡରେ ଏତେ ପ୍ରେସର ସେ ଆଉ କଣ କରିବେ । ତେଣୁ ସେ ମ-ଅଦକୁ ଆପଣାଇଲେ । ଯେଉଁ କୁହନ୍ତିନି କିଛି ଦୁଃଖ ମ-ଅଦ ନେଇ ଯାଏ କିନ୍ତୁ ଆମେ ଜାଣିଛୁ ସେଇଟା ଖରାପ ।

ହେଲେ କଷ୍ଟକୁ ଭୁଲିବା ପାଇଁ ସେ ମ-ଅଦକୁ ଆପଣାଇ ଥିଲେ । ମଝିରେ ତାଙ୍କର ଜଣ୍ଡିସ ହେଇଥିଲା ସେ ମେଡ଼ିସିନ ଖାଉଥିଲେ । ଡାକ୍ତର ବି ମନା କରିଥିଲେ ମ-ଅଦ କମେଇ ଦେବା ପାଇଁ । ମଝିରେ ମୁଁ ଏକ ପାର୍ଟିରେ ଯାଇଥିଲି ମୁଁ ଦେଖିଥିଲି ସମସ୍ତେ ମ-ଅଦ ପିଉଛନ୍ତି ହେଲେ ପିଣ୍ଟୁ ଭାଇ ପିଉ ନାହାନ୍ତି ମୁଁ ଆଶ୍ଚର୍ଯ୍ୟ ହେଇଗଲି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *