ଶୋଇବା ପୂର୍ବରୁ ସ୍ତ୍ରୀଙ୍କ ସହ ନିଶ୍ଚୟ କରନ୍ତୁ ଏହି 3 ଟି କାମ, ସ୍ତ୍ରୀ କେବେ ବି ଧୋକା ଦେବେନି !

ନମସ୍କାର ବନ୍ଧୁଗଣ ବିବାହ ଏକ ପବିତ୍ର ବନ୍ଧନ ବିବାହ କେବଳ ଦୁଇ ଜଣ ବ୍ୟକ୍ତି ଙ୍କ ଭିତରେ ନୁହେଁ ଦୁଇ ପରିବାର ଭିତରେ ହୋଇଥାଏ । କିନ୍ତୁ ବିବାହ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟକ୍ତି । ଅର୍ଥାତ ଭଲ ବ୍ୟକ୍ତି ସହ ବିବାହ କଲେ ଜୀବନ ସୁଖ ମେ ହୋଇଥାଏ । କିନ୍ତୁ ଖରାପ ବ୍ୟକ୍ତି ସହ ବିବାହ କଲେ ଜୀବନରେ ଦୁଃଖ ର ଲହରୀ ଆସିଯାଏ । ତେବେ ବିବାହ କରିବା ଏବଂ ଏହାକୁ ବଜାୟ ରଖିବା ପିଲାଙ୍କ ଖେଳ ନୁହେଁ ।


ବିବାହ ପରେ ଉଭୟ ସ୍ୱାମୀସ୍ତ୍ରୀଙ୍କୁ ଅନେକ ବଳିଦାନ ଦେବାକୁ ପଡିବ । କାରଣ ବେଳେବେଳେ ସମ୍ପର୍କର ଛୋଟ ଭୁଲ ମଧ୍ୟ ଏକ ଭୟଙ୍କର ରୂପ ନେଇଥାଏ ଏବଂ ଏହି ପବିତ୍ର ସଂପର୍କରେ ବିଚ୍ଛିନ୍ନତା ସୃଷ୍ଟି କରେ । ଏହାକୁ ବିିଶ୍ବସ  କର ଯେ ତୁମର ଏକ ଛୋଟ ଭୁଲ ମଧ୍ୟ ତୁମର ବିବାହିତ ଜୀବନକୁ ନର୍କରେ ପରିଣତ କରିପାରେ ।

ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ଝିଅ ବିବାହ ପରେ ନିଜ ସ୍ୱାମୀଙ୍କ ସହିତ ସଂସାର କରିବାକୁ  ଅସମର୍ଥ ଅଟନ୍ତି ଏବଂ ସେମାନଙ୍କୁ ଅଣଦେଖା କରନ୍ତି ଏବଂ ଅଣପୁରୁଷମାନଙ୍କ ସଂସ୍ପର୍ଶରେ ଆସନ୍ତି । ଏଥିରେ ଦୋଷ କେବଳ ସେହି ଝିଅ ମାନଙ୍କର ନୁହେଁ ବରଂ ପୁଅମାନଙ୍କର ମଧ୍ୟ ଅଟେ । ତେବେ ଆସନ୍ତୁ ଜାଣିନେବା ଗୋଟିଏ ସ୍ୱାମୀ କୁ ଶୋଇବା ପୂର୍ବରୁ କଣ କରିବା ଉଚିତ ।

ତେବେ ପ୍ରଥମ ରେ ହେଉଛି ଆପଣ ଦିନ ଯାକ ଯେତେ କାମ କରନ୍ତୁ ଯେତେବି ଥକି ଯାଆନ୍ତୁ କିନ୍ତୁ ରାତିରେ ଶୋଇବା ପୂର୍ବରୁ ଆପଣ ନିଜ ସ୍ତ୍ରୀ ଙ୍କ ସହିତ ପ୍ରେମ ଭରା କଥା କୁହନ୍ତୁ ଏବଂ ନିଜ ଜୀଵନ ରେ କିଛି ରୋମାଣ୍ଟିକ ଆଣିବା ଆବଶ୍ୟକ ଏହା କରିବା ଦ୍ୱାରା ସ୍ତ୍ରୀ ବହୁତ ଖୁସି ହୋଇଯାଏ । ଦ୍ଵିତୀୟ ରେ ହେଉଛି ନାରୀ ମାନଂକୁ ପ୍ରଶଂସା ଶୁଣିବା ବହୁତ ପସନ୍ଦ ତେଣୁ ଆପଣ ନିଜ ସ୍ତ୍ରୀ ଙ୍କ ଭରି ଭରି ପ୍ରଶଂସା କରନ୍ତୁ ତାଙ୍କ କେଶ, ଆଖି, ସବୁ ର ପ୍ରଶଂସା କରିବା ଦ୍ୱାରା ସେମାନେ ବହୁତ ଖୁସି ହୁଅନ୍ତି ଏବଂ ଆପଣ ଙ୍କୁ ବହୁତ ଭଲ ମଧ୍ୟ ପାଇବେ ।


ତୃତୀୟ ରେ ଏବଂ ଶେଷ ରେ ଆପଣ ନିଜ ବୈବାହିକ ଜୀଵନ କୁ ସୁଖ କର କରିବା ପାଇଁ ରାତିରେ ଶୋଇବା ସମୟରେ ନିଜ ସ୍ତ୍ରୀ ଙ୍କୁ କୁଣ୍ଢେଇ ଏବଂ ପ୍ରେମ ରେ ଶୁଅନ୍ତୁ ଏହା ଦ୍ୱାରା ଆପଣ ଙ୍କୁ ଏବଂ ତାଙ୍କୁ ଉଭୟ ଙ୍କୁ ବହୁତ ଭଲ ଏବଂ ଶାନ୍ତି ଲାଗିବ । ତେବେ ଏହି ଉପାୟ ଦ୍ୱାରା ଆପଣ ନିଜ ସ୍ତ୍ରୀ ଙ୍କୁ ଖୁସିରେ ରଖି ପାରିବେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published.