ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ଵିଷ୍ଟ , ନୂଆ ପ୍ରେମିକ ଅନିଲକୁ ଉଠାଇନେଇ ପଚରାଉଚରା କରୁଛି ପୋଲିସ !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ   ଶୁଭଲକ୍ଷ୍ମୀ ଯିଏ କିଏ ବାରଗାର୍ଲ ଭାବରେ ଦୀପାଳି ହୋଟେଲରେ କାମ କରୁଥିଲେ । ରାଜଧାନୀ ଭୁବନରେଶ୍ଵରକୁ ପାଠପଢିବ ବୋଲି ଘରେ କହି ଆସିଥିଲେ ଏବଂ ଟଙ୍କା ରୋଜଗାର କରିବା ନିଶାରେ ପଡି ବାର ର ଗ୍ରାହକ ମାନଙ୍କୁ ଉପଭୋଗ କରି ରାତାରାତି ହଜାର ହାଜର ଟଙ୍କା ରୋଜଗାର କରୁଥିଲେ । ଘଟଣା ପରେ ପୋଲିସ ଏହି ମାମଲାକୁ ଜବତ କରି ତନତନ ତଦନ୍ତ କରୁଛି ।

କାରଣ ଶୁଭଲକ୍ଷ୍ମୀଙ୍କ ବାପାଙ୍କ ମତ ଅନୁଯାୟୀ ଏହା ଆତ୍ମା ହ-ତ୍ୟା ନୁହେଁ ବରଂ ହତ୍ୟା ଅଟେ । ପୋଲିସ ଏହାର ପ୍ରକୃତ ସତ ଜାଣିବା ପାଇଁ ଶୁଭଲକ୍ଷ୍ମୀ ର ପୁରାତନ ପ୍ରେମିକ ସଞ୍ଜୟ ଓ ଅନିଲ କୁ ଖୋଜିବାରେ ଲାଗିଥିଲେ । ତେବେ ପୁରାତନ ପ୍ରେମିକ ପୋଲିସର ପ୍ରଶ୍ନବାଣ ରେ ସବୁକିଛି କହିଥିଲା । ଯେ କିପରି ଉଭୟଙ୍କର ପ୍ରେମ ହୋଇଥିଲା ଏବଂ ଅନେକ ଦିନ ପ୍ରେମ ସମ୍ପର୍କରେ ରହୁଥିଲେ ।

ସଞ୍ଜୟ ଜଣେ ବାର୍ ର ଏଜେଣ୍ଟ ଭାବରେ କାମ କରୁଥିଲେ ଓ ପ୍ରେମିକାଙ୍କ ପାଇଁ ଡୀଲ କରୁଥିଲେ । ଉଭୟ ଏହି କ୍ଷେତ୍ରରେ ବହୁ ଟଙ୍କା ରୋଜଗାର କରୁଥିଲେ ।ମାତ୍ର ତାଙ୍କ ଜୀବନ ରେ ଏଣ୍ଟ୍ରି କରିଥିଲେ ଅନିଲ ଯାହା ପରେ ଜୀବନ ସଂପୂର୍ଣ୍ଣ ବଦଳିଯାଇଥିଲା ॥  ତେବେ ଶୁଭଲକ୍ଷ୍ମୀଙ୍କ  ମାମଲା ରେ ଆସିଛି ନୂଆ ଟ୍ଵିଷ୍ଟ । ଅନିଲ କୁ ଉଠାଇବେଳେ ପୋଲିସ ଏବଂ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ବାଣ ବର୍ଷାଉଛି ପୋଲିସ ।

ଶୁଭଲକ୍ଷ୍ମୀଙ୍କ ସହ କିପରି ହୋଇଥିଲା ପରିଚୟ ଦୁହେଁ ମିଶି କୁଆଡେ କୁଆଡେ ବୁଲିବାକୁ ଯାଉଥିଲେ ଏ ଭଳି ଅନେକ ପ୍ରଶ୍ନ ପଚାରିଥିଲେ । କାରଣ ପୋଲିସ ଷ୍ଟେସନ ବାହାରରେ ଦେଖିବାକୁ ମିଳିଛି  ଅନିଲର ଗାଡି । ଯାହା ଦ୍ଵାରା ସ୍ପଷ୍ଟ ଜଣାପଡୁଛି କି ପୋଲିସ ଅନିଲକୁ ଧରିଛି ଏବଂ ଶୁଭଲକ୍ଷ୍ମୀଙ୍କ ମାମଲା ବାବଦରେ ପଚାରିଛନ୍ତି । ସୂଚନା ଅନୁସାରେ ଖୁବ୍ ଶୀଘ୍ର ଅନିଲ ସବୁସତ କହିଦେବ ।

ଏହି ଗାଡିରେ ବସି ଉଭୟ ଅନେକ ସ୍ଥାନରେ ବୁଲିଛନ୍ତି ତେବେ ଏହି ଗାଡି ଅନିଲ ଥିବାର ପ୍ରମାଣ ଦେଉଛି । ତେବେ ଅନିଲ ବୟାନ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରେ ବୋଲି ଆକଳନ କରୁଛନ୍ତି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *