ଶୁଭଲକ୍ଷ୍ମୀ କୁ ବ୍ଲାକମେଲ କରୁଥିଲେ ଦୁଇ ପୁରୁଷବନ୍ଧୁ ଏବଂ ଅଙ୍କଲ, ଝିଅକୁ କାମରେ ଲଗାଇ ମାଲାମାଲ ହେଉଥିଲେ ଦଲାଲ ! ସମାଜସେବୀ ମଧୁମିତା

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବାର୍ଗାଗାର୍ଲ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲାକୁ ନେଇ ସମାଜସେବୀ ମଧୁମିତା ତାଙ୍କ ପ୍ରତିକ୍ରିୟା ପ୍ରଦାନ କରିଛନ୍ତି । ସମାଜସେବୀଙ୍କ କହିବା ଅନୁସାରେ ଶୁଭଲକ୍ଷ୍ମୀ ଜେନ ଗରିବ ଘରର ଝିଅ ଟିଏ ଥିଲା । ମୁଁ ଯେତିକି ଶୁଣିବାକୁ ପାଇଛି ସେ ବହୁତ  ଭଲ ପାଠପଢୁଥିଲା । ଯେବେ ସେ ଭୁବନେଶ୍ଵରକୁ ପାଠପଢିବା ପାଇଁ ତା ଅଙ୍କଲ ଆଣ୍ଟିଙ୍କ ଘରକୁ ଆସିଲା ତେବେ ଟଙ୍କା ରୋଜଗାର କରିବା ଉଦେଶ୍ୟରେ ତା ଅଙ୍କଲ ତାଙ୍କୁ ବାର୍ କୁ ନେଇକି ଗଲେ ।

କାହିଁକି ଆହୁରି ଅନେକ ପଥ ରହିଛି ଆଜି କାଲୀ ମୋଲ୍ ,ପାର୍ଟ ଟାଇମ ଜବ ଭଳି  କେତେକ କଣ ରହିଛି କିନ୍ତୁ ତା ଅଙ୍କଲ ବାର କୁ ହିଁ କାହିଁକି ନେଲେ । ତେବେ ନିଶ୍ଚୟ ସେ 70% ଟଙ୍କା ପାଉଥିବେ ଅଳ୍ପ ପରିମାଣରେ ଶୁଭଲକ୍ଷ୍ମୀକୁ ଦେଉଥିବେ । ଏଥିରେ ସେହି ଦୁଇ ପ୍ରେମିକ ଓ ଅଙ୍କଲଙ୍କର ମୁଣ୍ଡ ରହିଛି ଯାହା ଫଳରେ ଅଳ୍ପ ବୟସ ଥିବା ଝିଅକୁ ବାର ମାନଙ୍କରେ ଡ୍ୟାନ୍ସ କରିବାକୁ ନେଇକି ଯାଉଥିବେ ଏବଂ ଏହି ପ୍ରକ୍ରିୟାରେ ଶୁଭଲକ୍ଷ୍ମୀର ଭିଡିଓ ମଧ୍ୟ କରିଥିଲେ ।

କାରଣ ବାର୍ ମାନଙ୍କରେ ଡ୍ୟାନ୍ସ କରିବାକୁ ସାହସ ରଖିଥିବା ଝିଅ କଣ ପାଇଁ ଆତ୍ମହତ୍ୟା କରିବ । କଲିକତା ଓ ଭୁବନେଶ୍ବର ର୍ରେ ଝିଅ ଏକଲା ରାତି ସମୟରେ ହୋଟେଲ ମାନଙ୍କରେ ଡ୍ୟାନ୍ସ  ପରିବେଷଣ କରି ହଜାର ହଜାର ଟଙ୍କା ରୋଜଗାର କରୁଥିଲା  । ସେ ଯେବେ ଦେଖିଲା  ଡ୍ୟାନ୍ସ କରି ତାଙ୍କୁ ବହୁତ ଗୁଡାଏ ଟଙ୍କା ମିଳୁଛି । ଏଣୁ ସେ ଝିଅ ପାଠ ଆଉ କଣ ପାଇଁ ପଢିବ ।

ତେଣୁ ଯଦି ଆପଣ ଦୁଇ ପ୍ରେମିକ ,ଅଙ୍କଲ ଙ୍କୁ ଧରିବେ ଓ  ଭଲ ଭାବରେ ପଚାରିବେ ତେବେ ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ଥିବା ଅସଲି କାରଣ ସାମ୍ନାକୁ ଆସିବ । ଶୁଭଲକ୍ଷ୍ମୀଙ୍କ ମା ‘ ମଧ୍ୟ ସବୁ କିଛି ଜାଣିଛନ୍ତି ମା ‘ଙ୍କୁ ପଚରାଉଚରା କରିଲେ ମଧ୍ୟ କିଛି ତଥ୍ୟ ମିଳିପାରେ ।

ଏହା ସହିତ ବାର ମାନଙ୍କରେ ଝିଅ ପିଲାମାନଙ୍କୁ ନେଇଯାଉଥିବା ଦଲାଲ ମାନଙ୍କୁ ପୋଲିସ ଧରି ଏହାକୁ ବନ୍ଦ କରିବା ଉଚିତ୍ । ଏଭଳି କେତେକ ବିଷୟ କହିଛନ୍ତି ସମାଜସେବୀ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *