ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ଯାହାଫଳରେ ସେମାନେ ନିଜର ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଉନାହାନ୍ତି । ଯଦି ମଣିଷର ମନ ଭଲ ରହିବ ତା ହେଲେ ତାକୁ କାମ କରିବା ପାଇଁ ମଧ୍ୟ ମନ ଲାଗିବ । ମନ ଭଲ ରହିବା ପାଇଁ ଆପଣଙ୍କୁ ଖୁସି ହେବା ନିହାତି ଆବଶ୍ୟକ ।
ଆପଣଙ୍କ ଖୁସି ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିଲେ ଆପଣ ନିଶ୍ଚୟ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।
୧. ଦିନେ ରାତିରେ ଦିଅର ନିଜ ଶାଳି ସହ ରୋଡରେ ବୁଲୁଥିଲା, ଦିଅର- ବୁଝିଲ, ତୁମ ଭଉଣୀଙ୍କ ସହ ବିବାହ କରି ମତେ ବହୁତ ବଡ ଫାଇଦା ମିଳିଛି । ଶାଳି- କେଉଁ ଫାଇଦା ? ଦିଅର- ମୋର ଏହି ଜନ୍ମର ପାପର ଦଣ୍ଡ ମତେ ଏହି ଜନ୍ମରେ ମିଳିଯାଇଛି…
୨. ପୁଅ- ବାପା ମୁ ପୁଣି ଫେଲ ହେଇଗଲି… ବାପା- ଆଛା ଛାଡ, ତୁ ବାଘର ପୁଅ ଚିନ୍ତା କର ନାହିଁ । ପୁଅ- ବାପା ମତେ ଆମ ସ୍କୁଲ ଶିକ୍ଷୟତ୍ରୀ ମାନେ ମଧ୍ୟ ଏଇଆ କୁହନ୍ତି । ବାପା- କଣ କୁହନ୍ତି ? ପୁଅ- ସେମାନେ କୁହନ୍ତି, ତୁ କଉ ପଶୁର ଛୁଆ କେଜାଣି ?
୩. ପପୁ ଦେହ ଅସୁସ୍ଥ ହୋଇଗଲା, ସେଥିପାଇଁ ସେ ଡାକ୍ତର ଠାରୁ ଔଷଧ ଆଣି ଘରକୁ ଆସିଲା…
ସ୍ତ୍ରୀ- କଣ କହିଲେ ଡାକ୍ତର ?
ପପୁ- ଡାକ୍ତର କହିଲେ ଶୋଇବା ସମୟରେ ଚିନ୍ତାକୁ ନେଇ ନିଜ ସହ ଶୁଅନ୍ତୁ ନାହିଁ ।
ସ୍ତ୍ରୀ- ମାନେ ?
ପପୁ- ଆରେ ପାଗେଳି ସବୁବେଳେ ମୁ କାହାକୁ ନେଇ ଶୋଇଥାଏ, ତତେ ନା ।
୪. ଗୋଟେ ଝିଅର ତାର ବୟଫ୍ରେଣ୍ଡ ସହ ବହୁତ ଦିନ ହେବ କଥା ବାରତା ହୋଇନଥିଲା…
ସେଥିପାଇଁ ସେ ନିଜ ଫେସବୁକରେ ଅପଡେଟ କରିଲା, ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେ ଆନା…
ଏହି ପୋଷ୍ଟକୁ ଦେଖି ବୟଫ୍ରେଣ୍ଡ କହିଲା…
ବୟଫ୍ରେଣ୍ଡ- ଆରେ ଧୀରେ ଧୀରେ ହିଁ ମୁ ତୋ ଘରକୁ ଆସୁଥିଲି ହେଲେ ତୋ ପଡୋଶୀ ମତେ ଚୋର ଭାବି ନାଛି ଦେଇଗଲେ ।
୫. ଗାନ୍ଧୀଜୀ ସ୍ଵର୍ଗକୁ ଯାଇ ଭଗବାନଙ୍କୁ ନିଜର ତିନୋଟି ମାଙ୍କଡ ବିଷୟରେ ପଚାରିଥିଲେ, ଯେଉଁ ମାନଙ୍କୁ ସେ ପୃଥିବୀରେ ଛାଡି ଥିଲେ…
ଭଗବାନ- ସେହି ତିନି ଜଣ ମାଙ୍କଡ ବହୁତ ମଜା କରୁଛନ୍ତି ।
ଗାନ୍ଧୀଜି- ମାନେ ?
ଭଗବାନ- ଯିଏ ଅନ୍ଧ ଥିଲା ସେ ବର୍ତ୍ତମାନ ଆଇନା ହୋଇସାରିଛି, ଯିଏ ବଧିର ଥିଲା ସେ ବର୍ତ୍ତମାନ ସରକାର ହୋଇସାରିଛି ଓ ଯିଏ ଗୁଙ୍ଗା ଥିଲା ସେ ବର୍ତ୍ତମାନ ସ୍ଵାମୀ ହୋଇସାରିଛି ।
୬. ପପୁ ନିଜ ସ୍ତ୍ରୀକୁ ନେଇ କଫି ହାଉସ ଯାଇଥିଲା…
ପପୁ ସ୍ତ୍ରୀକୁ କହିଲା- ଯଲ୍ଦି କଫି ପିଅ, ନହଲେ ଥଣ୍ଡା ହୋଇଯିବ କଫି ।
ସ୍ତ୍ରୀ- ତା ହେଲେ କଣ ଅଛି ଥଣ୍ଡା ହୋଇଯାଉ ?
ପପୁ- ତମେ ମେନ୍ୟୁ ଦେଖିନ ବୋଧେ, ହଟ୍ କଫି ୧୫ ଟଙ୍କା ଓ କୋଲ୍ଡ କଫି ୪୫ ଟଙ୍କା, ସେଥିପାଇଁ କହୁଛି ଜଲ୍ଦି ପିଅ ନହଲେ ମୋ ପକେଟ ଖାଲି ହୋଇଯିବ …!!!
୭ । ଷ୍ଟୁଡେଣ୍ଟ (ମ୍ୟାଡମ ଙ୍କୁ)- ମହିଳାମାନଙ୍କର ପିଲା କେମିତି ହୋଇଥାଏ ?
ମ୍ୟାଡମ ଜବାବ ଦେଇ କହିଲେ-
ତୁ ଯେତେବେଳେ ବଡ ହେଇଯିବୁ ଓ
ତୋର ବାହାଘର ହେଇଯିବ ତ ରାତିରେ ….
ଗୋଟିଏ ପରୀ ଆସିବ ଓ ତୋର ଶୋଇଥିବା ସ୍ତ୍ରୀ କୋଳରେ
ଗୋଟିଏ ପିଲାକୁ ଶୁଆଇ ଦେଇ ଚାଲିଯିବ
ସ୍ଟୁଡେନ୍ଟ – ଓ ହୋ ! ତା ହେଲେ ସେ ସୁହାଗରାତ ବାଲା ସିଷ୍ଟମ ଶେଷ ହେଇଗଲା …
ଟୀଚର ରାଗିଯାଇ ଦେଲେ ଚାପୁଡା ଉପରେ ଚାପୁଡା …!!!
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।