ନିଜ ସ୍ତ୍ରୀଙ୍କୁ ରାଣୀ ପରି ରଖନ୍ତି ଏହି 8 ଟି ନାମର ଲୋକ, କେବେ ବି ପତ୍ନୀଙ୍କ ମନରେ ଦିଅନ୍ତି ନାହିଁ ଦୁଃଖ (Astrology)

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୮ଟି ନାମ ଥିବା ପୁରୁଷ ଙ୍କ ନାମ କହିବାକୁ ଯାଉଅଛୁ ଯେଉଁମାନେ ନିଜ ସ୍ତ୍ରୀ ର ସମସ୍ତ ଇଛା କୁ ପୂରଣ କରିଥାନ୍ତି । ସାଧାରଣତ ସବୁ ଝିଅ ଙ୍କ ସ୍ଵପ୍ନ ରହିଥାଏ, ଯେ ତାଙ୍କ ସ୍ଵାମୀ ତାଙ୍କୁ ବହୁତ ପ୍ରେମ କରନ୍ତୁ ଏବଂ ଶାଶୁଘରେ ମଧ୍ୟ ଇଜ୍ଜତ ମିଳୁ । ସାଧାରଣତ ସମସ୍ତେ ଚାହିଁଥାନ୍ତି ଯେ ତାଙ୍କ ପାର୍ଟନର ତାଙ୍କ ଦୁଖ ଏବଂ ସୁଖ ରେ ତାଙ୍କ ସହିତ ଛିଡା ହୋଇ ରହିଥାଉ ।

ମାତ୍ର ଯଦି ଆଜିଭଳି ସମୟ ର କଥା କହିବା ତେବେ ପତି ପତ୍ନୀ ଙ୍କ ମଧ୍ୟରେ ଝଗଡା ଏକ ସାଧାରଣ କଥା ହୋଇ ଗଲାଣି । ସାଧାରଣତ ଲୋକେ ପ୍ରେମ ବିବାହ କରିବା ପରେ ମଧ୍ୟ ପରସ୍ପରକୁ ବୁଝି ପାରନ୍ତି ନାହିଁ । ମାତ୍ର ଏହି ୮ ନାମ ପୁରୁଷ ନିଜ ସ୍ତ୍ରୀ ଙ୍କ ସବୁ ଇଛା କୁ ପୂରଣ କରିଥାନ୍ତି । ତେବେ ଆସନ୍ତୁ ଜାଣିନେବା ସେମାନଙ୍କ ବିଷୟରେ ।

୧- ପ୍ରଥମରେ ହେଉଛି A । ତେବେ ଏହି ନାମର ପୁଅ ନିଜ ପତ୍ନୀ ଙ୍କର ସବୁଠାରୁ ଅଧିକ ଧ୍ୟାନ ରଖିଥାନ୍ତି । ଏମାନଙ୍କୁ ସାଧାରଣତ ନିଜ ସ୍ତ୍ରୀ ର ଛୋଟ ରୁ ଛୋଟ କଥା ମଧ୍ୟ ମାନେ ରହିଥାଏ । ଏମାନେ ସାଧାରଣତ ନିଜ ପକ୍ଷରୁ ଚେଷ୍ଟା କରିଥାନ୍ତି ଯେ ନିଜ ସ୍ତ୍ରୀ କୁ କୌଣସି ପ୍ରକାରର କଷ୍ଟ ଯେମିତି ନହେବ । ଏମାନେ ନିଜ ସ୍ତ୍ରୀ କୁ ବହୁତ ଭଲ ପାଇଥାନ୍ତି ।

୨- ଦ୍ଵିତୀୟ ରେ ହେଉଛି J । ତେବେ ଏହି ନାମର ପୁଅ ନିଜ ପତ୍ନୀ ଙ୍କୁ ଆଖି ଏବଂ ମସ୍ତିଷ୍କରେ ବସାଇ ରଖିଥାନ୍ତି । ଏମାନେ ସାଧାରଣତ ନିଜ ସ୍ତ୍ରୀ ଙ୍କୁ ବହୁତ କମ କାମ କରାଇଥାନ୍ତି । ଏହି ନାମର ପୁରୁଷ ମାନେ ନିଜ ସ୍ତ୍ରୀ ଆଖ ପାଖରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ କେବେ ମଧ୍ୟ ନିଜ ପତ୍ନୀ କୁ ନିଜଠାରୁ ଦୂରକୁ ଯିବାକୁ ଦେଇନଥାନ୍ତି ।

୩- ତୃତୀୟ ରେ ହେଉଛି K ନାମ ଥିବା ପୁରୁଷ । ତେବେ ଏହି ନାମର ପୁରୁଷ ମାନଙ୍କର ବହୁତ କ୍ରୋଧ ରହିଥାଏ । କିନ୍ତୁ ଏମାନେ ଅନ୍ୟ ମାନଙ୍କ ସାଙ୍ଗେ ଯେଉଁଭଳି କଥା ହୁଅନ୍ତୁ ନା କାହିଁକି ନିଜ ସ୍ତ୍ରୀ ସାଙ୍ଗରେ ବହୁତ ଭଲ ଭାବରେ କଥା ହୁଅନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କର ସମସ୍ତ କଥା ମାନିଥାନ୍ତି । ଏମାନଙ୍କ କ୍ରୋଧ ପତ୍ନୀ ଙ୍କର ଗୋଟିଏ ହସ ଦେଖି ଦେଲେ ଶାନ୍ତ ହୋଇ ଯାଇଥାଏ ।

୪- ଚତୁର୍ଥ ରେ ହେଉଛି H ନାମ ର ପୁଅ । ତେବେ ଏହି ନାମ ଥିବା ପୁରୁଷ ନିଜ ସ୍ତ୍ରୀ କୁ ବହୁତ ଭଲ ପାଇଥାନ୍ତି । ସେମାନଙ୍କ ସମସ୍ତ କଥାକୁ ମାନିଥାନ୍ତି । ଏହା ସହିତ ଅନେକ ଲୋକେ ଏମାନଙ୍କୁ ସ୍ତ୍ରୀ ର ଗୋଲମ ମଧ୍ୟ କହିଥାନ୍ତି । ଏହିଭଳି ଲୋକଙ୍କୁ ସମାଜ ଏବଂ ଲୋକ ମାନଙ୍କର ଥାନା ମଧ୍ୟ ଶୁଣିବାକୁ ମିଳିଥାଏ । ମାତ୍ର ଏମାନେ ସଂପୂର୍ଣ୍ଣ ଭାବରେ ନିଜ ଧ୍ୟାନ ନିଜ ପତ୍ନୀ ଉପରେ ହିଁ ଦେଇଥାନ୍ତି । ଯେଉଁ ଝିଅ ଏହି ଅକ୍ଷରର ନାମ ଥିବା ବ୍ୟକ୍ତି ଙ୍କୁ ବିବାହ କରେ ସେ ଆଜୀବନ ସୁଖୀ ରହିଥାଏ ।

୫- ପଞ୍ଚମ ରେ ହେଉଛି R ନାମ ଥିବା ପୁଅ । ତେବେ ଏହି ନାମର ପୁରୁଷ ମାନେ ନିଜ ପତ୍ନୀ ଙ୍କୁ ସବୁ ବେଳେ ଆଗକୁ ଯିବା ପାଇଁ ପ୍ରୋସ୍ଛାହନ ଦିଅନ୍ତି ଏମାନଙ୍କ ଅପେକ୍ଷା ଯଦି ଏମାନଙ୍କ ପତ୍ନୀ ଆଗକୁ ଯାଏ ତେବେ ସେମାନେ ଅଧିକ ଖୁସି ହୋଇଥାନ୍ତି । ଏହି ନାମର ପୁରୁଷ ମାନେ ନିଜ ଅପେକ୍ଷା ନିଜ ପତ୍ନୀ ଙ୍କୁ ଅଧିକ ଭରସା କରିଥାନ୍ତି । ଏହି ନାମର ପୁରୁଷ ମାନେ ଅନ୍ୟ ନାରୀ କୁ ଖରାପ ନିଜର ରେ ଦେଖନ୍ତି ନି ଶେଥି ପାଇଁ ଦୁଇ ଜଣଙ୍କର ସମ୍ପର୍କ ଅଧିକ ଭଲ ହୋଇ ଥାଏ ।

୬- ଷଷ୍ଠ ରେ ହେଉଛି P ନାମ ର ପୁରୁଷ । ତେବେ ଏହି ନାମର ପୁରୁଷ ମାନେ ଅଧିକ ନମ୍ର ହୋଇ ଥାନ୍ତି । ଏହି ନାମର ପୁରୁଷ ମାନେ ନିଜର ପତ୍ନୀ ଙ୍କୁ ଖୁସି କରିବା ପାଇଁ କିଛି ନା କିଛି କରୁଥାନ୍ତି । ଏହି ଭଳି ପୁରୁଷ ମାନେ ପୁଅ ଝିଅ ଭିତରେ କେବେବି ପାର୍ଥକ୍ଯ କରନ୍ତିନୀ । ସେମାନେ ନିଜ ସ୍ତ୍ରୀ କୁ ସବୁ ବେଳେ ଖୁସି ଦିଅନ୍ତି । ଏଭଳି ପୁରୁଷ ଭାଗ୍ୟରେ ଥିଲେ ମିଳେ ।


୭- ସପ୍ତମ ରେ ହେଉଛି S ନାମ ର ପୁଅ । ତେବେ ଏହି ନାମର ପୁରୁଷ ମାନେ କେବେବି ନିଜ ପତ୍ନୀ ଆଖିରେ କେବେବି ଲୁହ ଦେଖି ପାରନ୍ତିନି । ସେମାନେ ସବୁବେଳେ ନିଜର ସ୍ତ୍ରୀ ର ଖୁସିରେ ଖୁସି ଖୋଜି ନେଇ ଥାନ୍ତି ସେମାନେ ନିଜ ଆଗରୁ ନିଜର ପତ୍ନୀ କୁ ବେସୀ ଧ୍ୟାନ ଦିଅନ୍ତି । ଯଦି ଆମେ କହିବାକୁ ଯିବା ଏଭଳି ପୁରୁଷ କିମ୍ବା ଏହି ନାମର ପୁରୁଷ ପରଫେକ୍ଟ ସ୍ଵାମୀ ହୋଇଥାନ୍ତି ।

୮- ଅଷ୍ଟମରେ ହେଉଛି V ନାମର ପୁଅ । ତେବେ ଏହି ନାମର ପୁଅ ମାନେ ଏକ ରୋମାଣ୍ଟିକ ହିରୋ ଠାରୁ କମ ନୁହନ୍ତି ଏମାନେ ନିଜ ପତ୍ନୀ ଙ୍କୁ ରାଣୀ କରି ରଖୀଥାନ୍ତି । ଏମାନେ ନିଜ ଅପେକ୍ଷା ନିଜର ସ୍ତ୍ରୀ ର ଅଧିକ ଧ୍ୟାନ ରଖୀଥାନ୍ତି । ଏମାନେ ଙ୍କୁ ଅଧିକ ସମୟରେ ଏଭଳି ପତ୍ନୀ ମିଳିଥାଏ ଯେଉଁ ମାନେ ଅଧିକ ସରଲ ଅଟନ୍ତି ଏହି ସରଲା ଗୁଣ ପାଇଁ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ବଢି ଥାଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *