ମୋତେ ବନ୍ଧୁକ ଦେଖାଇ ମୋ ସ୍ତ୍ରୀକୁ ନେଇ ସେମାନେ…ଦେଖନ୍ତୁ ସ୍ତ୍ରୀଙ୍କ ସହିତ ଘଟିଥିବା ଅଘଟଣ କୁ ନେଇ ସ୍ଵାମୀ ଯାହା କହିଲେ ନା ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆମର ଏହି ସମାଜ ରେ ଅପରାଧ ର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଦୁର୍ବୁତ୍ତ ମାନେ କାହାକୁ ବି ଭୟ କରୁ ନାହାନ୍ତି କାହାକୁ ବି ଖାତିର କରୁ ନାହାନ୍ତି ସେମାନେ ବଡ଼ ର ବଡ଼ ଅପରାଧ କରିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ସବୁଠାରୁ ଅଧିକ ଅପରାଧ ହେଉଛି ଆମ ସମାଜ ରେ ନାରୀ ପ୍ରତି ହିଂସା ଏବଂ ରେଫ । ତେବେ ରାସ୍ତା ଘାଟରେ ଚାଲିବା ଯେପରି ଗୋଟିଏ ଝିଅ ପାଇଁ ବହୁତ କାଠିକର ପାଠ ।


ତେବେ କେବଳ ଘର ବାହାରେ କିମ୍ବା ବାହାର ଲୋକ ନୁହେଁ ବରଂ ଘର ଭିତରେ ଏବଂ ଘର ଲୋକ ମଧ୍ୟ ଏଭଳି ଘୁର୍ନ୍ୟ କାଣ୍ଡ କରିବାକୁ ପଛାଉ ନାହାନ୍ତି । ତେବେ ବର୍ତ୍ତମାନ ଏକ ଏଭଳି ଘଟଣା ସାମ୍ନା କୁ ଆସିଛି ଯେଉଁଥିରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ କୁ ରେଫ ହୋଇଥିବାର ଅଭିଯୋଗ ନେଇ ଆସିଛନ୍ତି । ଯାହା ବର୍ତ୍ତମାନ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି ।

ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରି ନେବା । ତେବେ ଘଟଣା ଟି ହେଉଛି କୋରାପୁଟ ଜିଲ୍ଲା ର । ତେବେ ସେଠାକାର ଜଣେ ବ୍ୟକ୍ତି ପୋଲିସ ଥାନା ରେ ଅଭିଯୋଗ ଆଣିଛନ୍ତି କି କିଛି ଦୁର୍ବୁତ୍ତ ମାନେ ଅଧ ରାତିରେ ତାଙ୍କ ଘରେ ପଶି ଏବଂ ତାଙ୍କୁ ମାର ପିଟ କରିବା ସହ ବନ୍ଧୁକ ଦେଖାଇ ଡ଼ରେଇ ଏବଂ ଧମକାଇ ଥିଲେ । ତେବେ ସ୍ୱାମୀ ଙ୍କ କହିବା ଅନୁସାରେ ସେମାନଙ୍କ ର କାହା ସହିତ କୌଣସି ଶତ୍ରୁତା ମଧ୍ୟ ନାହିଁ ।

କିନ୍ତୁ କାଲି ରାତିରେ କିଛି ଦୁର୍ବୁତ୍ତ ମାନେ ତାଙ୍କ ଘରେ ପଶି ତାଙ୍କ ପୁଅ କୁ ମାରି ଦେବାର ଧମକ ଦେଇଥିଲେ ଏବଂ ତାଙ୍କୁ ଧରି ବାନ୍ଧିଦେଇ ଥିଲେ ଏହା ସହ ତାଙ୍କ ସ୍ତ୍ରୀ ଙ୍କ ସହିତ ସେମାନେ ଜବରଦସ୍ତ ମଧ୍ୟ କରିଥିଲେ । ତେବେ ସେମାନଙ୍କ ପାଖରେ ବନ୍ଧୁକ ଥିବାରୁ ମୋର ସାହାସ ହେଲା ନାହିଁ କାହାକୁ ଡାକିବାକୁ କାରଣ ମୋ ପୁଅ ର ଜୀଵନ ମଧ୍ୟ ବିପଦରେ ଥିଲା । ତେବେ ବର୍ତ୍ତମାନ ସେ ପୋଲିସ ଆଗରେ ଏହି ଅଭିଯୋଗ କରିବା ସହ ତାଙ୍କୁ ନ୍ୟାୟ ମିଳୁ ଏବଂ ସେହି ଦୁର୍ବୁତ୍ତ ମାନଂକୁ ଦଣ୍ଡ ମିଳୁ ବୋଲି ସେ ମିଡ଼ିଆ ଆଗରେ ଅନୁରୋଧ କରିଛନ୍ତି ।


ତେବେ ଆମେ ମାନେ ଏହା ଚାହୁଁଛୁ କି ଏହି ଭଳି ଅସମାଜିକ ବ୍ୟକ୍ତି ଙ୍କୁ କଡା ରୁ କଡା ଦଣ୍ଡ ମିଳୁ ଏବଂ ଏଭଳି ଘୁର୍ନ୍ୟ କାର୍ଯ୍ୟ କରିବା ପୂର୍ବରୁ ସେମାନେ ଶହେ ଥର ଭାବିବା ଆବଶ୍ୟକ ଅଟେ
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *