ନିଜ ସ୍ତ୍ରୀ କୁ ରାଣୀ ପରି ରଖନ୍ତି ଏହି 5 ଟି ରାଶିର ପୁରୁଷ (Astrology)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜିକାଲି ର ସମୟ ର କୌଣସି ବ୍ୟକ୍ତି ସଚ୍ଚୋଟ ହୋଇ ନଥାନ୍ତି ଏବଂ କାହା ମନରେ ବି ସତ ଭଲ ପାଇବା ନଥାଏ । କିନ୍ତୁ ଏହି ଦୁନିଆ ରେ କିଛି ଏଭଳି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଜୀବନସାଥୀ ଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି ଏବଂ ତାଙ୍କ ପାଇଁ କିଛି ବି କରିବା ନିମନ୍ତେ ପ୍ରସ୍ତୁତ ହୋଇଯାଆନ୍ତି । ରାଶିଚକ୍ର ର ଏଭଳି ୫ଟି ରାଶି ଥିବା ବ୍ୟକ୍ତି ଉକ୍ତ ଗୁଣମାନ ଥିବା ବ୍ୟକ୍ତିତ୍ୱ ଅଟନ୍ତି । ଆଜି ଆମେ ଆପଣ ମାନଙ୍କୁ ସେମାନଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ତୁଳା ରାଶି- ଏହି ରାଶିର ବ୍ୟକ୍ତି ମାନେ ଭାବନା କୁ ସମ୍ମାନ ଦେଇଥାନ୍ତି । ଏମାନଙ୍କ ହୃଦୟ ପ୍ରଥମ ରୁ ହିଁ ଭାଙ୍ଗି ଯାଇଥାଏ ଏବଂ ଏହି କାରଣରୁ ଏମାନେ ଜାଣିଥାନ୍ତି ଯେ, ଅନ୍ୟ ର ହୃଦୟ ଭାଙ୍ଗିଲେ କେତେ କଷ୍ଟ ହୋଇଥାଏ । ଏମାନେ ନିଜ ସ୍ତ୍ରୀ ଙ୍କ ମନରେ କେବେବି ଦୁଃଖ ଦିଅନ୍ତି ନାହିଁ ଏବଂ ତାଙ୍କର ସମସ୍ତ ଆବଶ୍ୟକତା କୁ ପୂରଣ କରନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି ଏବଂ ତାଙ୍କୁ ରାଣୀ ପରି ରଖନ୍ତି ।


୨. ବିଚ୍ଛା ରାଶି- ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନ ସାଥି ଙ୍କ ପ୍ରତି ବହୁତ ଯତ୍ନଶୀଳ ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥି ଙ୍କ ସମସ୍ତ କଥା ଧ୍ୟାନ ର ସହିତ ଶୁଣନ୍ତି ଏବଂ ସର୍ବଦା ଚେଷ୍ଟା କରନ୍ତି ଯେ ତାଙ୍କର ସମସ୍ତ ଅଭିଯୋଗ କୁ ସେ ଯେପରି ଦୁର କରିପାରିବେ । ଏହି ରାଶିର ବ୍ୟକ୍ତି ମାନେ ଯତ୍ନହୀନ ହୋଇଥାନ୍ତି କିନ୍ତୁ ବିବାହ ପରେ ଏମାନେ ନିଜ ଜୀବନ ସାଥି ଙ୍କ ପୂର୍ଣ ଧ୍ୟାନ ରଖନ୍ତି ଏବଂ ତାଙ୍କୁ ବହୁତ ଭଲ ପାଆନ୍ତି । ଏମାନେ କେବେ ନିଜ ଜୀବନସାଥୀ ଙ୍କ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ନାହିଁ ।


୩. ଧନୁ ରାଶି- ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନ ସାଥୀଙ୍କୁ ବିବାହ ପୂର୍ବରୁ ଯେତେ ଭଲ ପାଇଥାନ୍ତି ବିବାହ ପରେ ମଧ୍ୟ ସେତିକି ଭଲ ପାଇଥାନ୍ତି । ଏମାନେ ଭରସା ଯୋଗ୍ୟ ଅଟନ୍ତି । ଏମାନେ ବାହାର ଦେଖାଣିଆ ଅପେକ୍ଷା ଭିତର ଭାବନା କୁ ଅଧିକ ସମ୍ମାନ କରନ୍ତି । ଏହି କାରଣ ରୁ ହିଁ ଏମାନେ ନିଜ ଜୀବନ ସାଥି ଙ୍କ ପାଇଁ ସର୍ବଦା ସମର୍ପିତ ରୁହନ୍ତି ।


୪. ସିଂହ ରାଶି- ଏହି ରାଶିର ବ୍ୟକ୍ତି ମାନେ ନିଜ କଥାବାର୍ତ୍ତା ଶୈଳୀ ଦ୍ୱାରା ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି । ଏମାନେ ନିଜ ଜୀବନସାଥୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ନିଜ ଜୀବନସାଥୀ ଙ୍କୁ ଉପହାର ଦେବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ । ଏମାନେ ନିଜ ଜୀବନସାଥୀ ଙ୍କୁ ଦାମୀ ଉପହାର ପ୍ରଦାନ କରିଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ନିଜ ସ୍ତ୍ରୀ ଙ୍କୁ ରାଣୀ ପରି ରଖିଥାନ୍ତି ।


୫. କର୍କଟ ରାଶି- ଏହି ରାଶି ଥିବା ପୁଅ ସବୁ କ୍ଷେତ୍ର ରେ ଭଲ ହୋଇଥାନ୍ତି । ଏହି ରାଶି ର ପୁଅ ଙ୍କୁ ପ୍ରାୟତଃ ଝିଅ ମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ଏବଂ ସେମାନେ ସବୁବେଳେ ଏଭଳି ପୁଅ କୁ ନିଜର ଜୀବନସାଥୀ ରୂପରେ ଦେଖିବାକୁ ଇଚ୍ଛା କରନ୍ତି । ଏହି ରାଶି ର ବ୍ୟକ୍ତି ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ନିଜ ବାପା ମାଆ ଙ୍କୁ ମଧ୍ୟ ଦୁଃଖୀ କରି ପାରନ୍ତି ନାହିଁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *