ସ୍ତ୍ରୀ କୁ ଝୁରି ଭୋ-ଭୋ ହେଇ କାନ୍ଦୁଛି ସ୍ଵାମୀ, କହୁଛି ‘ମୋ ଧନ ପ୍ରେଗନେଣ୍ଟ ଅଛି, ତାକୁ…’ ଥରେ ଦେଖନ୍ତୁ ଏହି Video ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ତ୍ରୀ କୁ ଅପେକ୍ଷା କରି ଭୋ ଭୋ ହୋଇ କାନ୍ଦୁଛି ସ୍ଵାମୀ । ମାତ୍ର ବର୍ତ୍ତମାନ କେଉଁଠାରେ ମଧ୍ୟ ସ୍ତ୍ରୀ ର ଦେଖା ମିଳୁନାହିଁ । 6 ମାସ ହେଲା ବାହାଘର ହୋଇଥିଲା ଏବଂ ସ୍ତ୍ରୀ ଜଣକ ଗର୍ଭବତୀ ମଧ୍ୟ ଥିଲା । କିନ୍ତୁ ସେ କଲେଜ କୁ ଯାଇ କୁଆଡେ ଚାଲିଯାଇଛି ଯେ କିଛି ଖୋଜ ଖବର ନାହିଁ । ସ୍ଵାମୀ ରାହୁଲ ନିଜ ସ୍ତ୍ରୀ ର ଫଟୋ କୁ ଧରି ପାଗଳ ଭଳି କାନ୍ଦି କାନ୍ଦି କହୁଛି ଯେ “ଧନ ତୁ କେଉଁଠିକୁ ଯାଇଛୁ ଚାଲିଆସେ । ତୋ ବିନା ମୁଁ ବଞ୍ଚି ପରିବିନି” ।

ରାହୁଲ ଙ୍କ ସ୍ତ୍ରୀ ନିଶ୍ଚିତ ତାଙ୍କ ପାଖକୁ ଫେରି ଆସିବ ବୋଲି ରାହୁଲ ଭରସା ରଖିଛନ୍ତି । ରାହୁଲ କହିଛନ୍ତି ଯେ ପରସ୍ପର ସେମାନେ ୨ ବର୍ଷ ଧରି ପ୍ରେମ କରୁଥିଲେ । ମୁଁ ମଧ୍ୟ ତା ବିନା ରହିପାରିବିନି । ରାହୁଲ ଙ୍କ ସ୍ତ୍ରୀ ହରପ୍ରିୟା ବର୍ତମାନ ଦେଢମାସ ର ଗର୍ଭବତୀ ଅଛନ୍ତି । ତେଣୁ ବୋହୁ କୁ ନପାଇ ଶାଶୁ ଘର ଲୋକେ ମଧ୍ୟ ବେସ ଚିନ୍ତା ରେ ଅଛନ୍ତି ।

ନୂଆ ଅତିଥି ଙ୍କୁ ନେଇ ଖୁସି ହେବେ କ’ଣ ବରଂ ନୂଆ ବୋହୁ କୁଆଡେ ପଳାଇଥିବାରୁ ଏବେ ହରପ୍ରିୟା ଙ୍କ ଅପେକ୍ଷାରେ ସଂପୂର୍ଣ୍ଣ ପରିବାର । ପରୀକ୍ଷା ଦେବାକୁ ଯାଇଥିବା ସ୍ତ୍ରୀ ଫେରାର ହୋଇଗଲା ସ୍ତ୍ରୀ ଅପେକ୍ଷାରେ ସ୍ଵାମୀ ବର୍ତ୍ତମାନ ପାଗଳ । ତେବେ ଏହିଭଳି ଘଟଣା ବର୍ତ୍ତମାନ ଭଦ୍ରକ ଭୂସୁରୀ ଅଞ୍ଚଳରେ ବେସ ଚର୍ଚ୍ଚା ଚାଲିଛି । ଶାଶୁ କହିଛନ୍ତି ଯେ ବୋହୁ ତ ଘରେ ଥିଲା ସକାଳୁ ଖାଇବା ପିଇବା ସବୁ କରିଲା ଏବଂ କହିଲା ମୁଁ ଆସୁଛି କଲେଜ ରୁ ମା’ ।

ପୁଅ ମୋର କଲେଜ ନେଇ ଗଲା ବୋହୁ କୁ ଛାଡିକି ଆସିଲା ଏବଂ ଆସିବା ପରେ ପୁଅ ଯେତେବେଳେ ଛୁଟି ହୁଏ ତାକୁ ସବୁଦିନ ନେଇକି ଆସେ । ମାତ୍ର ସେଦିନ ଛୁଟି ହେବାପରେ ପୁଅ ଗଲା ବେଳକୁ ଗୋଟିଏ କାର ରେ ବୋହୁ ବସି ଫେରାର ହେଲା । ପୁଅ ଫୋନ କରି କହିଲା ଯେ ଲିଜା କାହା ସହିତ ଫେରାର ହୋଇଗଲା । ତେବେ ରାହୁଲ ଏବଂ ହରପ୍ରିୟା ୨ ବର୍ଷ ଧରି ପରସ୍ପରକୁ ଭଲ ପାଇ ଫେରାର ହୋଇଯାଇଥିଲେ ଏବଂ କିଛି ଦିନ ପରେ ଘର ଲୋକ ଖବର ପାଇ ପୁରୀର ନୃସିଙ୍ଗନାଥ ମନ୍ଦିରରେ ବିବାହ କରାଇଥିଲେ ।

ଘରେ ଖୁସିରେ ରହୁଥିଲେ । ବୋହୁ ପଥ ପଢିବ ବୋଲି କହିବାରୁ ରାହୁଲ ଯୁକ୍ତ ୩ କଳା ରେ ନାମ ଲେଖାଇଥିଲେ । ତେବେ ହରପ୍ରିୟା କୁଆଡେ ଯାଇଛନ୍ତି ଏବଂ କେବେ ସ୍ଵାମୀ ଙ୍କ ପାଖକୁ ଫେରିବେ ତାହା ବର୍ତ୍ତମାନ ରାହୁଲ ଙ୍କ ପାଇଁ ଅପେକ୍ଷା ର ବିଷୟ ପାଲଟିଛି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *